Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା
ପାଟନା: ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଟଙ୍କା ଏତେ ଯେ, ଦେଖିଲେ ଉଡ଼ିଯିବ ହୋସ୍। ବିହାରର ରାଜଧାନୀ ପାଟନାରେ ଭ୍ରଷ୍ଟାଚାରର ଏକ ବଡ଼ ମାମଲାର ପର୍ଦ୍ଦାଫାସ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ଘରେ ରେଡ୍!-->…
ତ୍ରିପୁରା ଉପନିର୍ବାଚନରେ ବିଜେପିର ବାଜିମାତ, ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ସାହା
ଅଗରତାଲା: ତ୍ରିପୁରା ବିଧାନସଭା ଉପନିର୍ବାଚନରେ ବିଜେପିର ବାଜିମାତ। ୪ଟି ଆସନରୁ ୩ଟି ହାତେଇଲା ବିଜେପି। ତ୍ରିପୁରା ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ମାଣିକ ସାହା ଟାଉନ୍ ବାରଦୋଲୀ ଆସନରୁ ୬,୧୦୪ ଭୋଟ୍ରେ ନିର୍ବାଚନ ଜିତିଛନ୍ତି। ଏନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ମାଣିକ!-->…
ମୋ ବାପା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ: ଆଦିତ୍ୟ ଠାକରେ
ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ, ଗତ ମେ ୩୦ ତାରିଖରେ ଏକନାଥ ସିନ୍ଦେଙ୍କୁ ଉଦ୍ଧବ!-->…
ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ, ସାହସ ଅଛି ତ ମୁମ୍ବାଇ ଆସ
ମୁମ୍ବାଇ: ଥମୁନି ମହାରାଷ୍ଟ୍ର ରାଜନୀତି ଝଡ। ଶିବସେନାରେ ଲାଗିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କଲାଣି। ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିନ୍ଦେ। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁୱାହାଟୀରେ ଯାଇ ବସିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ!-->…
ଗୁଜରାଟ ଦଙ୍ଗା ମାମଲାରେ ତିସ୍ତାଙ୍କ ଗିରଫଦାରିକୁ ଆମେରିକାରେ ନିନ୍ଦା
ଅହମ୍ମାଦାବାଦ: ଗୁଜରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ଶୀତଲୱାଡ଼ଙ୍କ ଗିରଫଦାରିକୁ ଆମେରିକାରେ ନିନ୍ଦା କରାଯାଇଛି। ମାନବିକ ଅଧିକାର ପାଇଁ ଲଢ଼ିବା ଅପରାଧ ନୁହେଁ। ଆମେରିକାର ଜଣାଶୁଣା ମାନବିକ ଅଧିକାର କର୍ମୀ ମେରି ଲାଓଲର ଏହା କହିଛନ୍ତି। ସେ କହିଛନ୍ତି ଯେ, ତିସ୍ତା!-->…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଝଟ୍କା, ରଖିପାରିଲେନି ନିଜ ଗଡ଼
ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜବରଦସ୍ତ ଝଟ୍କା। ନିଜ ଗଡ଼କୁ ନିଜେ ରଖିପାଲେନି। ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ତାଙ୍କ କ୍ରେଜ୍ କାମକଲାନି। ତାଙ୍କ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ରବିବାର!-->…
ଶିବସେନା ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ
ମୁମ୍ବାଇ: କିଏ ହେବ ଶିବସେନା ଉତ୍ତରାଧିକାରୀ । ଦଳ ଉପରେ ହକକୁ ନେଇ ଜୋରଦାର ହୋଇଛି ଲଢେଇ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀରେ ୭ଟି ପ୍ରସ୍ତାବ ପାରିତ ହୋଇଛି। ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ କ୍ଷମତା ଦିଆଯାଇଛି ।!-->…
ବିରୋଧୀ ମେଣ୍ଟରେ ଫାଟ! ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନେଇ ଏବେ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥତ୍ୱକୁ ଗୋଟିଏ ପରେ ଗୋଟିଏ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିବାରେ ଲାଗିଛନ୍ତି। ଓଡ଼ିଆ ଝିଅ!-->…
ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶଙ୍କ ଦଳ
ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଭେଟିବା ପରେ ଏହା କହିଛନ୍ତି ଅଠାୱାଲେ । ସେ କହିଛନ୍ତି ଯେ, ଯଦି!-->…
ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ, ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି
ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ ହେଉଛି। ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଶନିବାର ସୁଦ୍ଧା ୧୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଶେଷ କରି ଏହି ବନ୍ୟାରେ ଚର୍ଚ୍ଚର ଜିଲ୍ଲାର ସିଲଚା ଟାଉନରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରପେଟା ,!-->…