Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପରସ୍ପର ସହମତିରେ ରଖିଥିଲେ ସମ୍ପର୍କ କହି ବିଜେପି ବିଧାୟକଙ୍କୁ ଦୁଷ୍କର୍ମ ମାମଲାରେ ଜାମିନ ଦେଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ: ଜଣେ ମହିଳାଙ୍କ ଦ୍ୱାରା ଦାୟର ହୋଇଥିବା ଦୁଷ୍କର୍ମ ଓ ଧମକ ଦେବା ମାମଲାରେ ବମ୍ବେ ହାଇକୋର୍ଟ ବୁଧବାର ବିଜେପି ବିଧାୟକ ଗଣେଶ ନାଇକଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରଖାଯାଇଥିଲା | ତେଣୁ!-->…
ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ବେଲ୍
ମୁମ୍ବାଇ: ହନୁମାନ ଚଳିଶା ବିବାଦରେ ଗିରଫ ହୋଇଥିବା ସାଂସଦ ନବନୀତ୍ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ମିଳିଲା ଆଶ୍ୱସ୍ତି। ଗିରଫ ହେବାର ୧୧ ଦିନ ପରେ ଶେଷରେ ଉଭୟ ଜାମିନ ପାଇଛନ୍ତି। ୧୧ଦିନ ପୂର୍ବରୁ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ!-->…
ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ
ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି। ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା। ଏହାର ଫାଇନା ଉଠାଇ ଏବେ ଭାରତ ବ୍ୟାରିଲ ପିଛା ୭୦ ଡଲାରରୁ କମ୍ ଦାମରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ। ଏନେଇ ଭାରତ ପକ୍ଷରୁ ରୁଷ!-->…
ଆଜମଙ୍କ ମୁକୁଳିବା ଅପେକ୍ଷାରେ ଶିବପାଲ, ଗଠନ ହେବ ନୂଆ ସାମ୍ମୁଖ୍ୟ
ଲକ୍ଷ୍ନୌ: ଆଜମଙ୍କ ମୁକୁଳିବା ଅପେକ୍ଷାରେ ଶିବପାଲ। ଆଜମ ଜେଲରୁ ମୁକିଳିବା ମାତ୍ରେ ଗଠନ ହେବ ନୂଆ ସମ୍ମୁଖ୍ୟ। ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଜୋରଦାର ଚର୍ଚ୍ଚା। ସୂଚନା ମୁତାବକ, ସମାଜବାଦୀ ଦଳ(ଏସପି) ବିଧାୟକ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆର ସଭାପତି ଶିବପାଲ ସିଂ ଯାଦବ!-->…
ବନ୍ଦ ହେଉନି ରାଜ ଠାକରେଙ୍କ ତୁଣ୍ଡ, ପୁଣି ଗର୍ଜିଲେ
ମୁମ୍ବାଇ: ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ ଭିନ୍ନଭିନ୍ନ ପ୍ରକାରରେ ଧମକ ଦେଇ ଚାଲିଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ତୁଣ୍ଡ ବନ୍ଦ ହେବାର ନାଁ ଧରୁନି। ସରକାରଙ୍କ ଚେତାବାନୀ ଓ ପୁଲିସ୍ର ନୋଟିସ ସତ୍ତ୍ୱେ ସେ ଆଜି ପୁଣି ମସଜିଦରେ ଲାଗିଥିବା ଲାଉସ୍ପିକର ନେଇ!-->…
ପ୍ରେସ ସ୍ୱାଧୀନତାରେ ଆହୁରି ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ: ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନ ଭାବେ କାମ କରିବା ଉଚିତ। ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଭାରତରେ ପ୍ରେସ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି।!-->…
ଛୋଟ ପିଲାଙ୍କୁ ବି ଦିଆଯିବ କରୋନାର ବୁଷ୍ଟର ଡୋଜ୍! ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ୨ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରେ ଟିକାର ବୁଷ୍ଟର ଡୋଜ୍। କାରଣ ଛୋଟ ପିଲାଙ୍କ କ୍ଷେତ୍ରରେ ବୁଷ୍ଟର ଡୋଜ୍ର ପରୀକ୍ଷଣ ପାଇଁ ଅନୁମତି ମାଗିଛି ଭାରତ ବାୟୋଟେକ। ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ବୁଷ୍ଟର ଡୋଜ୍!-->…
୪ରେ ଘୂର୍ଣ୍ଣିବଳୟ, ୬ରେ ସୃଷ୍ଟିହେବ ଲଘୁଚାପ
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍ ଚିତ୍ରରୁୁ ଜଣାପଡୁଛି, ସମୁଦ୍ର ଭିତର କିଭଳି ହଲଚଲ ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗର ଭିତର କିଭଳି ଅଶାନ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ!-->…
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମୀକ୍ଷା ବୈଠକ ଶେଷ
ଦିଲ୍ଲୀରେ ସରିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଓଡ଼ିଶାର ଆବାସିକ କମିଶନର ରବିକାନ୍ତଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବକେୟା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି!-->…
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ ତରୁଣ କପୁର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର। ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ ଆଜି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି।!-->…