Browsing Category

ଦେଶ

କରୋନାର ତୃତୀୟ ଲହରରୁ ସୁରକ୍ଷା ଦେଇଛି ବୁଷ୍ଟର ଡୋଜ୍‌ ! 

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଟିକାର ବୁଷ୍ଟର ଡୋଜ୍‌ କେତେ ଫଳପ୍ରଦ ହୋଇଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ମହାମାରୀ କରୋନାର ତୃତୀୟ ଲହର ବେଳେ ବୁଷ୍ଟର ଡୋଜ୍‌ ଗେମ ଚେଞ୍ଜର ସାଜିଥିଲା। ବୁଷ୍ଟର ଡୋଜ୍‌ ନେଇଥିବା ୭୦% ଲୋକ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିଲେ।ଭାରତରେ…

କଂଗ୍ରେସ ପାଇଁ ଚାଣକ୍ୟ ସାଜିବେନି ପ୍ରଶାନ୍ତ କିଶୋର, ଦଳର ପ୍ରସ୍ତାବକୁ ମନା କରିଦେଲେ

ନୂଆଦିଲ୍ଲୀ: କଂଗ୍ରେସ ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଯୁଗଳବନ୍ଦୀକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଦଳରେ ମିଶିବାକୁ ପ୍ରଶାନ୍ତ କି‌ଶୋରଙ୍କୁ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ସେ ମନା କରିଦେଇଛନ୍ତି। ଏହାର ଅର୍ଥ କଂଗ୍ରେସ ପାଇଁ ଚାଣକ୍ୟ ସାଜି ଆଉ ରଣନୀତି…

ସପ୍ତାହକ ମଧ୍ୟରେ ଦୁଇ ଗୁଣ ବଢ଼ିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନାର ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ କରୋନାର ଦୈନିକ ସଂକ୍ରମଣ ପ୍ରାୟ ଦୁଇ ଗୁଣ ବଢ଼ିଲାଣି। ବିଶେଷ କରି ଦେଶର ୧୨ ରାଜ୍ୟର କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସପ୍ତାହକ ମଧ୍ୟରେ…

ମୋଦୀଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ଓ ନମାଜ ପଢ଼ିବାକୁ କହିଲେ ‘ଏନ୍‌ସିପି’ ନେତ୍ରୀ ଫମିଦା ହସନ୍‌ ଖାଁ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ଓ ନମାଜ ପଢ଼ିବା ଲାଗି ‘ଏନ୍‌ସିପି’ର ଜଣେ ନେତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଅନୁମତି ପାଇବା ପାଇଁ ପତ୍ର ଲେଖିଛନ୍ତି।ଶରଦ ପାୱାର୍‌ଙ୍କ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି)…

ମୋଦିଙ୍କ ରାଲି ନିକଟରେ ହୋଇଥିଲା ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସ୍ଥଳ ନିକଟରେ ହୋଇଛି ବିସ୍ଫୋରଣ। ଏକ ଡ୍ରୋନ୍ ଜରିଆରେ ଆଇଇଡି ପକାଇବା ଦ୍ୱାରା ଏହି ବିସ୍ଫୋରଣ ହୋଇଛି। ରବିବାର ମୋଦି ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ସାମ୍ବା ନିକଟ ରାଲିରେ ଯୋଗଦେଇଥିଲେ। ରାଲିର ଅତି ନିକଟ ଅଞ୍ଚଳରେ ଘଟଣା ଘଟିଥିବାରୁ…

ଗୁଜରାଟ ଉପକୂଳରୁ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଅହମ୍ମଦାବାଦ: ଗୁଜରାଟ ଉପକୂଳରୁ ପୁଣି ଥରେ ବ୍ୟାପକ ପରିମାଣରେ ହେରୋଇନ୍ ଜବତ ହୋଇଛି। ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ ଏବଂ ଭାରତୀୟ ତଟରକ୍ଷିବାହିନୀ ମିଳିତ ଉଦ୍ୟମରେ ରଢ଼ାଉ କରାଯାଇ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପାକିସ୍ତାରନ ବୋଟରେ…

ଚନ୍ଦ୍ରରେ ପରମାଣୁ ପରୀକ୍ଷା କରିବାକୁ ଯୋଜନା କରିଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ‘ଆଡ୍‌ଭାନ୍‌ସ୍ଡ଼୍‌ ଏରୋସ୍ପେସ୍‌ ଥ୍ରେଟ୍‌ ଆଇଡେଣ୍ଟିଫିକେସନ୍‌ ପ୍ର‌ୋଗ୍ରାମ୍‌’ (ଏଏଟିଆଇପି) ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ କରାଇ ଅଦୃଶ୍ୟ ପୋଷାକ, ମାଧ୍ୟକର୍ଷଣ ଶକ୍ତି ନିରୋଧୀ ଉପକରଣ, ଏକ ପ୍ରାନ୍ତରୁ ଆର ପ୍ରାନ୍ତକୁ ଲମ୍ବିଥିବା ଗର୍ତ୍ତ ଏବଂ ସୁଡ଼ଙ୍ଗ…

ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନ ଶୁଣାଣି ଲାଗି ୫ ବିଚାରପତିବିଶିଷ୍ଟ ଖଣ୍ଡପୀଠ ପୁନର୍ଗଠନ ପାଇଁ ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଆବେଦନଗୁଡ଼ିକୁ ଗ୍ରୀଷ୍ମ ଅବକାଶ ପରେ ତାଲିକାଭୁକ୍ତ କରି ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି।ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ…

ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ: ଶିବସେନା ମୁଖପତ୍ର ‘ସାମ୍‌ନା’

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ ବୋଲି ଆଜି ଶିବସେନାର ମୁଖପତ୍ର ‘ସାମ୍‌ନା’ ଉଲ୍ଲେଖ କରିଛି।‘ସାମ୍‌ନା’ ଅଭିଯୋଗ କରିଛି ଯେ, ‘ମହା ବିକାଶ ଆଘାଡ଼ି’ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହତାଶିଆ ଉଦ୍ୟମ ଭାବେ ‘ବିଜେପି’ ହନୁମାନ ଚାଳିଶା…

ପୁଣିଥରେ ଫ୍ରାନ୍ସର ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ଶାସନ କ୍ଷମତାର ପୁଣି ଥରେ ମଙ୍ଗ ଧରିଛନ୍ତି ଇମାନୁଏଲ ମାକ୍ରନ୍‌। ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ…