Browsing Category

ଦେଶ

କ୍ଷମତା ବଳୟରେ ଜନ୍ମ ହୋଇଛି, କିନ୍ତୁ ମୋର ସେଥିପ୍ରତି ମୋହ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କ୍ଷମତା ଉପଭୋଗକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏକ ରୋଚକ ବୟାନ ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ, ଯଦିଓ ମୁଁ କ୍ଷମତାର ବଳୟରେ ଜନ୍ମଗ୍ରହଣ କରିଛି କିନ୍ତୁ ମୋର ସେଥିପ୍ରତି ଲୋଭ ନାହିଁ। କ୍ଷମତା ପ୍ରତି ମୋର ଆଦୌ ମାୟା ମୋହ ନାହିଁ। ପୂର୍ବତନ ଆଏଏସ…

ଘରୋଇ ହସପିଟାଲରେ ମିଳିବ କରୋନା ଟିକା, ଡୋଜ୍‌ ପ୍ରତି ୨୨୫ ଟଙ୍କା

ନୂଆଦିଲ୍ଲୀ: ଏବେ ଘରୋଇ ହସପିଟାଲରେ ସ୍ୱଳ୍ପ ଦରରେ ମିଳିବ କରୋନା ଟିକା। ଉଭୟ ଭାରତୀୟ ନିର୍ମିତ ଶେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍‌ ସୁବିଧା ମୂଲ୍ୟରେ ହସପିଲାଟଲରେ ଉପଲବ୍ଧ ହେବ। ଉଭୟ ଟିକାର ଦର ଡୋଜ୍‌ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ…

‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ଜଣେ ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ କରିଛି। ସଂପୃକ୍ତ ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଏକ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇ ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଅଭିଯୋଗ ହୋଇଥିଲା। ଏହି…

ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେନି ମାୟାବତୀ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ। ୟୁପି ନିର୍ବାଚନ ପରାଜୟ ପରେ ଏହା କହିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁଜନ ସମାଜବାଦୀ ପାର୍ଟି ସହ…

ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ, ୩୯ମୃତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ‌ହୋଇଥିବା ଯୁଦ୍ଧକୁ ୧ମାସରୁ ଅଧିକ ହେଲାଣି। ହେଲେ ଥମିନି ଆକ୍ରମଣ। ଦୁଇ ଦେଶର ମୁଖ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏମଧ୍ୟରେ ଅନେକ ସାଧାରଣ ଲୋକ ଓ ସୈନ୍ୟଙ୍କ ଜୀବନ ଗଲାଣି। ଦିନକୁ ଦିନ ଆକ୍ରମଣ ବଢ଼ୁଥିବା ବେଳେ ଆଜି ପୁଣି ପୂର୍ବ…

ମୁମ୍ବାଇକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି: ସଞ୍ଜୟ ରାଓ୍ଵତ

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ ଶୁକ୍ରବାର ଦିନ ଅଭିଯୋଗ କରି କହିଛନ୍ତି ଯେ ମୁମ୍ବାଇକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି। ଏବଂ ଏହି ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନା…

ଦିଲ୍ଲୀ ସରକାର ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀ ବଜେଟର ଅଗ୍ରଗତିର ସମୀକ୍ଷା କରିବା ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ପ୍ରସ୍ତୁତ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ଵିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ…

ଛାତ୍ରୀଛାତ୍ରୀଙ୍କୁ ୯.୭୪ ଲକ୍ଷ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ କରିବେ ଯୋଗୀ

ଲକ୍ଷ୍ନୌ: ଶପଥ ଗ୍ରହଣ ପରେ ଆକ୍ସନ ମୋଡରେ ଯୋଗୀ ଆଦିତ୍ୟନାଥ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରିବା‌ ଆରମ୍ଭ କରିଛନ୍ତି ୟୁପି ମୁୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅପରାଧୀମାନଙ୍କୁ ବୁ‌ଲଡୋଜର ଭୟ ଦେଖାଇବା ସହ ଏବେ ରାଜ୍ୟର ଛାତ୍ରୀଛାତ୍ରୀଙ୍କୁ…

ଆପାର୍ଟମେଣ୍ଟ ଧ୍ୱଂସ, ମିଳିଲା ୨୬ ମୃତଦେହ

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାର ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଗୁରୁବାର ୟୁକ୍ରେନ ସରକାର କିଭ ନିକଟସ୍ଥ ବୋରୋଡିଆଙ୍କା ସହରର ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଇଟି ଯାକ ଆପାର୍ଟମେଣ୍ଟ ରୁଷର ବୋମା…

ରୁଷ ସୀମାନ୍ତ ସୁମୀକୁ ପୁଣି ନିଜ ନିୟନ୍ତ୍ରଣକୁ ନେଲା ୟୁକ୍ରେନ

କିଭ୍‌: ରୁଷ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ସେନାକୁ ବଡ଼ ସଫଳତା ମିଳିଛି। ୟୁକ୍ରେନ ସେନା ଆଜି ସୁମୀର ଉତ୍ତରପୂର୍ବ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି। ଏହି ଉତ୍ତରପୂର୍ବ ଅଞ୍ଚଳଟି ରୁଷ ସୀମାରେ ରହିଥିଲେ ହେଁ ୟୁକ୍ରେନ ସେନାକୁ ଏହାକୁ ଦଖଲ କରିବାରେ…