Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗୋଲ୍ଡେନ ବାବା ନିଖୋଜ
କାନପୁର: ଗୋଲ୍ଡେନ ବାବା ଭାବେ ପରିଚିତ ମନୋଜ ସେନଗର ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସେ ତାଙ୍କ କାନପୁର ସ୍ଥିତ ଘରୁ କେଉଁ ଆଡ଼େ ଚାଲି ଯାଇଥିବା ଖବର ମିଳିଛି। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରି ନ ପାଇବାରୁ ଶେଷରେ ପୁଲିସ୍ର ଦ୍ୱାରସ୍ଥ ହୋଇଛନ୍ତି।ପୁଲିସ୍ ଏବେ ଗୋଲ୍ଡେନ!-->…
ମଣିପୁର ଓ ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସୁଯୋଗ
ନୂଆଦିଲ୍ଲୀ: ମଣିପୁର ଓ ଗୋଆରେ କିଏ ମୁଖ୍ୟମନ୍ତ୍ରୀ ହେବେ ତା’କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପି ହାଇକମାଣ୍ତ ପୁଣିଥରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରିପିଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଗୋଆରେ ପ୍ରମୋଦ ସାୱନ୍ତ ଓ ମଣିପୁରରେ ଏନ ବୀରେନ ସିଂହ!-->…
ନିର୍ବାଚନୀ ରାଜନୀତିରେ ଫେସବୁକର ହସ୍ତକ୍ଷେପକୁ ସୋନିଆଙ୍କ ବିରୋଧ
ନୂଆଦିଲ୍ଲୀ: ଭାରତର ନିର୍ବାଚନୀ ରାଜନୀତିରେ ଫେସବୁକ ଓ ଅନ୍ୟ ସୋଶାଲ ମିଡିଆ କମ୍ପାନୀର ‘ବ୍ୟବସ୍ଥିତ ହସ୍ତକ୍ଷେପ’ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକସଭାରେ ସୋନିଆ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତେର୍ଚ୍ଚାବାଣ ମଧ୍ୟ ମାରିଛନ୍ତି।ଲୋକସଭାର!-->…
ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ: ପୂର୍ବତନ ନ୍ୟାଶନାଲ ଅଡିଟରଙ୍କ ଉପରେ ସିବିଆଇର ଆଖି
ନୂଆଦିଲ୍ଲୀ: ପୁଣିଥରେ ଫେରିଛି ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍ କଳେଙ୍କାରୀ। ଏହି ଡିଲରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ଏହାର ଖୋଳତାଡ଼ କରୁଛି। ଏବେ ଘଟଣାରେ ପୂର୍ବତନ ନ୍ୟାଶନାଲ ଅଡିଟର ଏସକେ ଶର୍ମା ଓ ପୂର୍ବତନ ଏୟାର ଭାଇସ ମାର୍ଶଲ!-->…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍
ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଭଗୱନ୍ତ ମାନ୍ ଶପଥ ନେଇଛନ୍ତି। ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ!-->…
ଦେଶରେ ପ୍ରାୟ ୫.୩ ଲକ୍ଷ ପୁଲିସ ପଦବୀ ଖାଲି, କେବଳ ଉତ୍ତରପ୍ରଦେଶରେ ଖାଲି ଅଛି ୧ ଲକ୍ଷରୁ ଅଧିକ ପଦବୀ
ନୂଆଦିଲ୍ଲୀ: ସମଗ୍ର ଦେଶର ବିଭିନ୍ନ ପୁଲିସ ଷ୍ଟେସନରେ ପ୍ରାୟ ୫.୩ ଲକ୍ଷ ପଦବୀ ଖାଲି ଅଛି। ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଦ୍ଵାରା ସଙ୍କଳିତ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ୨୬ ଲକ୍ଷ ୨୩ ହଜାର ୨୨୫ ପୁଲିସ ପଦବୀ ଅଛି। କିନ୍ତୁ ଏବେ ୨୦ ଲକ୍ଷ ୯୧ ହଜାର ୪୮୮ ଜଣ ପୁଲିସ ହିଁ!-->…
ପରାଜୟ ପରେ କଂଗ୍ରେସରେ ବ୍ୟାପକ ଅଦଳବଦଳ ସଂକେତ, ୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ
ନୂଆଦିଲ୍ଲୀ : ନିକଟରେ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ବ୍ୟାପକ ପରିବର୍ତ୍ତନର ସମ୍ଭାବନା ରହିଛି । ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା!-->…
ସବୁ କରୋନା କଟକଣାକୁ ହଟାଇ ଦେଲେ ପଞ୍ଜାବ ସରକାର
ଚଣ୍ଡିଗଡ଼: କ୍ରମାଗତ ଭାବେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପଞ୍ଜାବ ସରକାର ରାଜ୍ୟରେ ବଳବତ୍ତର ରହିଥିବା ସମସ୍ତ ପ୍ରକାରର କଟକଣା ହଟାଇ ଦେଇଛନ୍ତି। ଏହି ନିୟମ ତତ୍କାଳ ଭାବେ ଲାଗୁ କରାଯାଇଛି। ତେବେ ସରକାର ସମସ୍ତଙ୍କୁ କୋଭିଡର ଉଚିତ ବ୍ୟବହାର ନିୟମ ପାଳନ କରିବାକୁ ପରାମର୍ଶ!-->…
‘କଂଗ୍ରେସ ଛାଡ଼ନ୍ତୁ ଗାନ୍ଧୀ ପରିବାର’
ନୂଆଦିଲ୍ଲୀ: ଗାନ୍ଧୀ ପରିବାର କଂଗ୍ରେସ ଗାଦିରୁ ହଟିଯିବା ଦରକାର। ଅନ୍ୟମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି କରିଥିବା ବେଳେ କପିଲ ସିବଲ କିନ୍ତୁ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ ।କଂଗ୍ରେସର ବିପର୍ଯ୍ୟୟ ପରେ!-->…
ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଲା
ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି କର୍ଣ୍ଣାଟକା ହାଇକୋର୍ଟ ସ୍କୁଲରେ ହିଜାବ ପିନ୍ଧିବା ଉପରେ ଲାଗିଥିବା ବ୍ୟାନକୁ କାଏମ ରଖିଥିଲେ। ଏହାପରେ ଉଡୁପିର ୬ ଜଣ ମୁସଲିମ ଶିକ୍ଷାର୍ଥୀ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ!-->…