Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅପରେଶନ୍ ଗଙ୍ଗା’ ଅଭିଯାନ ସଫଳ : ମୋଦି
ପୁଣେ: ୟୁକ୍ରେନ୍ ସଙ୍କଟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ‘ଅପରେଶନ୍ ଗଙ୍ଗା’ ଅଭିଯାନ ସଫଳ ହୋଇଛି। ଯେଉଁ କାମ ବଡ଼ ବଡ଼ ଦେଶମାନେ କରିପାରିଲେ ନାହିଁ , ତାହା ଭାରତ କରିଦେଖାଇଛି। ଆମ ଲୋକଙ୍କୁ ଆମେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛୁ ବୋଲି ଆଜି ପ୍ରଧାନମନ୍ତ୍ରୀ!-->…
‘ସମ୍ଭବତଃ ଆପଣ ମୋତେ ଶେଷ ଥର ପାଇଁ ଜୀବିତ ଦେଖୁଛନ୍ତି – ଜେଲେନସ୍କି
କିଭ୍:‘ସମ୍ଭବତଃ ଆପଣ ମୋତେ ଶେଷ ଥର ପାଇଁ ଜୀବିତ ଦେଖୁଛନ୍ତି। ଏହାପରେ କ’ଣ ଘଟିବ ତାହା ମୁଁ ଜାଣିନି।’ ରୁଷ କଡ଼ା ଆକ୍ରମଣ ସମ୍ମୁଖରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶି ଯାଉଥିବା ବେଳେ ସାହାଯ୍ୟ ଭିକ୍ଷା କରି ଏପରି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଆମେରିକାର ୩ଶହ ସାଂସଦ!-->…
ବିଜେପିରୁ ଟିକେଟ ନମିଳିବାରୁ ମୟଙ୍କ ବହୁଗୁଣା ସପାରେ ମିଶିଲେ
ଲକ୍ଷ୍ନୌ: ବିଜେପିରୁ ଟିକେଟ ନମିଳିବା ପରେ ଉତ୍ତରପ୍ରଦେଶର ବିଜେପି ନେତ୍ରୀ ରୀତା ବହୁଗୁଣା ଜୋଷୀଙ୍କ ପୁଅ ଦଳ ଛାଡ଼ି ସମାଜବଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ସପାରେ ମିଶିଥିବା ମୟଙ୍କ ବହୁଗୁଣା ବିଜେପି ପକ୍ଷରୁ ହେଉଥିବା ପରିବାରବାଦ ଅଭିଯୋଗକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ,!-->…
କ୍ବାଡ୍ ମେଣ୍ଟକୁ ଭୟ, ପ୍ରତିରକ୍ଷା ବଜେଟ୍ ୧୭.୫୭ ଲକ୍ଷ କୋଟିକୁ ବୃଦ୍ଧି କଲା ଚୀନ
ବେଜିଂ : ରୁଷ୍ ଦ୍ବାରା ୟୁକ୍ରେନ୍ ଉପରେ ଆକ୍ରମଣ କରାଯିବା ପରେ ବିଶ୍ବର ସୁରକ୍ଷା ସ୍ଥିତି ଜଟିଳ ହୋଇଚାଲିଛି । ଯେକୌଣସି ସମୟରେ ସ୍ଥିତି ଆହୁରି ବିଗିଡ଼ି ୩ୟ ବିଶ୍ବଯୁଦ୍ଧ ଲଗିଯାଇପାରେ । ଏହାକୁ ଦୃଷ୍ଟିରେ ରଖି ଚୀନ ନିଜର ପ୍ରତିରକ୍ଷା ବଜେଟକୁ ବଢାଇଦେଇଛି ।ଚୀନ ପକ୍ଷରୁ ୨୦୨୨ ବର୍ଷ ପାଇଁ!-->…
ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବେ ସୁଶୀଲ କୁମାର
ନୂଆଦିଲ୍ଲୀ: ତିହାର ଜେଲରେ କଏଦୀ ଶିଖିବେ କୁସ୍ତି | ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଜେଲରେ ଥିବା ଅନ୍ତେବାସୀମାନଙ୍କୁ କୁସ୍ତି ଏବଂ ଶାରୀରିକ ସୁସ୍ଥତା ବାବଦରେ ଶିକ୍ଷା ଦେବେ। ଜେଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତିହାର ଜେଲ ପରିସରରେ କୋଭିଡ -୧୯ ମାମଲାର ହ୍ରାସ ପରେ!-->…
ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ନିରାପଦ ରାସ୍ତା ପ୍ରଦାନ ପାଇଁ ରୁଷ, ୟୁକ୍ରେନକୁ ଭାରତର ଅନୁରୋଧ
ନୂଆଦିଲ୍ଲୀ : ୟୁକ୍ରେନର ସୁମି ସହର ଉପରେ ରୁଷର ବିମାନ ଆକ୍ରମଣ ଜାରି ରହିଛି । ସେଠାରେ ଫସିରହିଥିବା ଭାରତୀୟଙ୍କ ପାଇଁ ବିଦେଶ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି । ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଏକ ନିରାପଦ ପଥ ଉପଲବ୍ଧ କରିବାକୁ!-->…
ଖୁବ୍ ଶୀଘ୍ର ଆମ ନାଗରିକଙ୍କୁ ଫେରିବା ପାଇଁ କହିବୁ: ଜେଲେନସ୍କି
ନୂଆଦିଲ୍ଲୀ: ସମଗ୍ର ୟୁକ୍ରେନ୍ ଏବେ ଯୁଦ୍ଧ ଜର୍ଜରିତ। ଆକାଶରୁ ଘନ ଘନ ବୋମା ବର୍ଷଣ, ମିଶାଇଲ, ରକେଟ୍ ମାଡ଼ରେ ସବୁକିଛି ନଷ୍ଠଭ୍ରଷ୍ଟ ହୋଇଯାଇଛି। କୋଠାବାଡ଼ି, ଘର ଦ୍ୱାର ସବୁ ଭୁଶୁଡ଼ି ମାଟିରେ ମିଶିଯାଛି। ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର। ଯୁଦ୍ଧ ଭୟରେ ନିଜ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ହଜାର!-->…
ୟୁକ୍ରେନରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବ ରୁଷ, ଜାତିସଂଘକୁ ଜଣାଇଲା
ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଭଲ ଖବର। ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିବ। ଏଥିପାଇଁ ରୁଷର ବସ୍ଗୁଡ଼ିକ ବିଭିନ୍ନ କ୍ରସିଂ ପଏଣ୍ଟରେ ପ୍ରସ୍ତୁତ ହୋଇ!-->…
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ନୌସେନା
ନୂଆଦିଲ୍ଲୀ: ଶନିବାର ଭାରତୀୟ ନୌସେନା ପକ୍ଷରୁ ନୂତଦ ଜ୍ଞାନ କୌଶଳରେ ବିକସିତ ଦୂରଗାମୀ ଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ଏସମ୍ପର୍କରେ ନୌସେନା ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି କ୍ଷେପଣାସ୍ତ୍ର ବହୁ ଦୂର ପର୍ଯ୍ୟନ୍ତ ଲକ୍ଷଭେଦ କରି ଶତ୍ରୁ!-->…
ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେଉଛି
ନୂଆଦିଲ୍ଲୀ: ୟୁକ୍ରେନ୍ରେ ଫିସିଥିବା କେତେକ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରୀ ଅନେକ ରହିଯାଇଛନ୍ତି। ତେବେ ସେଠାରେ ଦିନକୁ ଦିନ ଯୁଦ୍ଧ ପରିସ୍ଥିତି ସଙ୍ଗିନ୍ ହେଉଥିବାରୁ ଉଦ୍ଧାର ପ୍ରକ୍ରିୟା ଜଟିଳ ହେଉଛି। ରୁଷ ପକ୍ଷରୁ ଆକ୍ରମଣକୁ ବ୍ୟାପକ କରାଯାଉଥିବାରୁ ସେଠାରେ ୱାର!-->…