Browsing Category

ଦେଶ

ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବନ୍ଦ କଲା ରୁଷ

ମସ୍କୋ: ଦୀର୍ଘ ୧୦ ଦିନ ହେଲା ୟୁକ୍ରେନରେ ଆକ୍ରମଣ କରି ଚାଲିଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। ଆଜି ହଠାତ୍‌ ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି।ଘନଘନ ବୋମା ବର୍ଷଣ ଯୋଗୁ ସେମାନେ…

ମୁହାଁମୁହିଁ ହେଲେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର

ରୋମାନିଆ: ମୁହାଁମୁହିଁ ହେଲେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଗଙ୍ଗା’କୁ ଜୋରଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚୁଥିବା…

ଭାଗଲପୁରରେ ଭୟଙ୍କର ବିସ୍ଫୋରଣ, ୭ ମୃତ

ଭାଗଲପୁର : ବିହାରର ଭାଗଲପୁରରେ ଆଜି ଭୋର ସମୟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣଙ୍କ ଜୀନବ ଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ୪ଟି ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ତାତାରପୁର ଥାନା ଅଧୀନରେ ଥିବା ଗୋଟିଏ ଅଞ୍ଚଳରେ…

ଆମେ କ’ଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିପାରିବୁ – ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଯୁଦ୍ଧ ଯୋଗୁ ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ମଧ୍ୟ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ପହଞ୍ଚିଛି।ଏପରି ଏକ…

ରୁଷ-ୟୁକ୍ରେନ ଯୁଦ୍ଧ: କ୍ୱାଡ ବୈଠକରେ ଯୋଗଦେବେ ମୋଦି

ନୂଆଦିଲ୍ଲୀ: ଗୋଟିଏ ପଟେ ୟୁକ୍ରେନ ଓ ରୁଷ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ କ୍ୱାଡ ଦେଶମାନଙ୍କର ବୈଠକ ବସିବାକୁ ଯାଉଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ।ମୋଦିଙ୍କ ବ୍ୟତୀତ ଏହି ବୈଠକରେ…

ନବାବ ମଲିକଙ୍କ ରିମାଣ୍ଡ ଅବଧି ବଢିଲା

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କୁ ମିଳିଲାନି ଆଶ୍ୱସ୍ତି। ଦାଉଦ ଇବ୍ରାହିମ ମନିଲଣ୍ଡିରିଂ ମାମଲାରେ ଗିରଫ ହୋଇଥିବା ନବାବଙ୍କୁ ଏବେ ଜେଲରୁ ମିଳିବନି ମୁକ୍ତି। ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତ ତାଙ୍କ ରିମାଣ୍ଡ ଅବଧି ବଢ଼ାଇ ଦେଇଛନ୍ତି। ଆଜି ତାଙ୍କ…

ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ ଦେବାକୁ ଯୁଦ୍ଧ ଅଟକାଇଲା ରୁଷ୍, ରାତି ସାଢେ ୯ଟା ପରେ ଆକ୍ରମଣ

ନୂଆଦିଲ୍ଲୀ : ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ…

ୟୁକ୍ରେନରେ ଗଲା ଆଉ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ଆଜି ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ଅସୁସ୍ଥ କାରଣରୁ ପ୍ରାଣ ହରାଇଥିବା ସୂଚନା ମିଳିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବର…

ଡ୍ରଗ୍ସ କେସ୍‌ ମାମଲା: ଏନ୍‌ସିବି କହିଲା ଆର୍ଯ୍ୟନଙ୍କୁ କ୍ଲିନ୍‌ଚିଟ୍‌ ଦେବା ମୁର୍ଖାମୀ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ପୂର୍ବରୁ ଏହି ମାମଲାରେ ଏସ୍‌ଆଇଟିକୁ ଆର୍ଯ୍ୟନ ବିରୋଧରେ କୌଣସି ପ୍ରମାଣ ମିଳିନି। ଏଥିସହ ଡ୍ରଗ୍ସକୁ ନେଇ ଆର୍ଯ୍ୟନଙ୍କ ଇଣ୍ଟରନ୍ୟାସନାଲ ଲିଙ୍କ ଥିବା ନେଇ ମଧ୍ୟ କୌଣସି ସୂଚନା…

ୟୁକ୍ରେନ୍ ଯୁଦ୍ଧ ପରେ ଭାରତୀୟ ଗହମର ଚାହିଦା ବୃଦ୍ଧି, ଲାଭବାନ ହେବେ ଭାରତର ଚାଷୀ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ କେବଳ ୟୁରୋପ ନୁହେଁ ସମଗ୍ର ବିଶ୍ବ ପାଇଁ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ଯୁଦ୍ଧ ଯେତେଶୀଘ୍ର ଶେଷ ହେବ ତାହା ମାନବ ଜାତି ପାଇଁ ସେତେ ଶୁଭଙ୍କର ହେବ । ତେବେ ଭାରତୀୟ ଚାଷୀଙ୍କ ପାଇଁ ଏହି ଯୁଦ୍ଧ ଲାଭଜନକ ସାବ୍ୟସ୍ତ ହେବାକୁ ଯାଉଛି ।ବିଶ୍ବରେ ରୁଷିଆ ଓ ୟୁକ୍ରେନ…