Browsing Category

ଦେଶ

ଗାନ୍ଧି ପରିବାର ଲୋକେ କାହିଁକି ଜେଲ ଯାଇନାହାନ୍ତି ବୋଲି ପଚାରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ବେଶ କିଛିଦିନ ନୀରବ ରହିବା ପରେ ଫେରିଛନ୍ତି ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । କେଜରିୱାଲ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର କେହି କାହିଁକି ଜେଲ ଯାଇ ନାହାଁନ୍ତି। ଲୋକମାନେ

ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ, ପାହାଡ଼ ଧସି ୩୧ ମୃତ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି ରାସ୍ତାରେ ପ୍ରତ୍ୟେକ ଦିନ

ମୁମ୍ବାଇ ଭିରାରରେ ଚାରି ମହଲା କୋଠା ଭୁଶୁଡି ୩ ମୃତ ଓ ୯ ଆହତ

ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଭିରାରର

ବିହାରରେ ମନ୍ତ୍ରୀ ଶ୍ରବଣ କୁମାରଙ୍କୁ ମରଣାନ୍ତକ ଆକ୍ରମଣ, ଭୟରେ ୧ କିମି ଦୌଡିଲେ ନେତା

ବିହାର : ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ

ସିଟ୍ ଭାଗବଣ୍ଟା… ଚିନ୍ତା ବଢାଇଲେ ଚିରାଗ

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା

ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ ? କେବେ ହେବ ଘୋଷଣା

ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ

ପ୍ରବଳ ବର୍ଷା ଲାଗି ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ

‘ଅପରେସନ ସିନ୍ଦୂର’ରେ ସୀମାବର୍ତ୍ତି ଲୋକଙ୍କ ପ୍ରମୁଖ ଭୂମିକା ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

୫୦% ଟାରିଫ ନେଇ ଆମରିକାକୁ କେମିତି ଜବାବ ଦେବ ଭାରତ ?, ବସିବ ବଡ ବୈଠକ

ନୂଆଦିଲ୍ଲୀ: ୱାଶିଂଟନ ପୂର୍ବ ଶୁଳ୍କକୁ ଦ୍ୱିଗୁଣିତ କରିବା ପରେ ବୁଧବାରଠାରୁ, ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଶୁଳ୍କ ଲାଗୁ ହେବ । ଯାହା ରପ୍ତାନିକାରୀଙ୍କ ଉପରେ ମୂଲ୍ୟ ଚାପ ବୃଦ୍ଧି କରିବ। ଯାହାକୁ ନେଇ ଏବେ ପିଏମଓ କାର୍ଯ୍ୟଳୟରେ ବଡ ବୈଠକ ବସି ନେଇ

ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି ଭୋଟର ଅଧିକାର ଯାତ୍ରା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ