Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଟ୍ରେନ ଉପରେ ଖସିପଡିଲା କ୍ରେନ, ୨୨ ମୃତ
ବ୍ୟାଙ୍କକ : ଥାଇଲାଣ୍ଡରେ ଉତ୍ତର-ପୂର୍ବ ଅଞ୍ଚଳରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଆଉ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।!-->…
‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’
ଆମେରିକା : ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା । ସରକାରୀ ଅନୁଷ୍ଠାନକୁ ଦଖଲ କରନ୍ତୁ, ଆମେ ସାହାଯ୍ୟ ପଠାଉଛୁ । ଟ୍ରମ୍ପଙ୍କ ଏହି ବିସ୍ଫୋରକ ବୟାନ ପରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଟ୍ରମ୍ପଙ୍କୁ ଇରାନ କଡ଼ା ଜବାବ!-->…
ଇରାନ ହିଂସାରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା
ଇରାନ: ଇରାନ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି । ଯାହାକୁ ନେଇ ଇରାନର ଶାସନ ମୁଖ୍ୟ ବା ସୁପ୍ରିମ ଲିଡର ଆମେରିକା ଉପରେ ଦୋଷ ଲଦିଛନ୍ତି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, କିଛି ଲୋକ ଟ୍ରମ୍ପଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏହା ସହ ଇରାନ ଉପରେ!-->…
୬ଦିନ ବନ୍ଦ ରହିବ ଦିଲ୍ଲୀ ବିମାନବନ୍ଦର
ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଚଳିତ ମାସରେ ଦିଲ୍ଲୀ ବିମାନବନ୍ଦର ଛଅ ଦିନ ପାଇଁ ବନ୍ଦ ରହିବ। କେନ୍ଦ୍ର ସରକାର ଜାନୁଆରୀ ୨୧ ରୁ ଜାନୁଆରୀ ୨୬ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀର ଆକାଶମାର୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇ ଏୟାରମ୍ୟାନଙ୍କୁ ଏକ ନୋଟିସ (NOTAM)!-->…
ସୀମା ପାର୍ ଆତଙ୍କବାଦୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ
ନୂଆଦିଲ୍ଲୀ : ସୀମା ପାର୍ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍!-->…
ଆଉ ମିଳିବନି ୧୦ ମିନିଟ ଡେଲିଭରି ସେବା, ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତି ନେଲେ ସରକାର
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏବେ ଆଉ ମିଳିବନି ୧୦ ମିନିଟରେ ଡେଲିଭରି । ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ୧୦ ମିନିଟ୍ ଡେଲିଭରି ଉପରେ ପ୍ରତିବନ୍ଧକ ଲଗାଇଛି ।
କେନ୍ଦ୍ରମନ୍ତ୍ରୀ ମନସୁଖ!-->!-->!-->…
ପାକିସ୍ତାନରେ ଆଇଇଡି ବିସ୍ଫୋରଣ, ଏସଏଚଓ ସମେତ ୬ ପୋଲିସକର୍ମୀ ମୃତ
ପାକିସ୍ତାନ : ପାକିସ୍ତାନରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଏଚଓ ସମତେ ୬ ପୋଲିସକର୍ମୀ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନର ଖୈବର ପଖତୁନଖ୍ବା ଅଞ୍ଚଳରେ ହୋଇଛି । ପଖତୁନଖ୍ବାର ଟୋଙ୍କ ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଯୋଗୁଁ ଗୋମଲ ପୋଲିସ ଷ୍ଟେସନର ଏସଏଚ୍ଓଙ୍କ ଜୀବନ ଚାଲିଯାଇଛି ।!-->…
ପଶ୍ଚିମବଙ୍ଗରେ ନିପା ଭାଇରସ ସଂକ୍ରମଣ, ସରକାର ଜାରି କଲେ ହେଲପଲାଇନ୍ ନମ୍ବର
କୋଲକାତା : ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ସରକାର ବର୍ତ୍ତମାନ ହେଲପଲାଇନ୍ ନମ୍ବର ଜାରି!-->…
ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର ହେବ PMO
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ!-->…
ଏମ୍ସରେ ଭର୍ତ୍ତିହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ।ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୂଚନା ଅନୁସାରେ ଶ୍ରୀ ଧନଖଡ଼ ଅସୁସ୍ଥତା କାରଣରୁ ୨ଥର ଚେତା ହରାଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ!-->…