Browsing Category

ଦେଶ

ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଇଡି-ମମତା ମୁହାଁମୁହିଁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଇଡି ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।ପଶ୍ଚିମବଙ୍ଗ ଶାସକ ଦଳ ଟିଏମସିର ରାଜନୈତିକ ପରାମର୍ଶଦାତା ଏବଂ ଆଇଟି ସେଲ୍ ଦାୟିତ୍ୱରେ ଥିବା (ଭାରତୀୟ ରାଜନୈତିକ କାର୍ଯ୍ୟ କମିଟି)…

ଭାରତୀୟଙ୍କ ପାଇଁ ସମସ୍ତ ଭିସା ବନ୍ଦ କଲା ବାଂଲାଦେଶ

ଢାକା: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ,…

ମୁହାଁମୁହିଁ ହେଲେ ଟ୍ରମ୍ପ-ପୁଟିନ

ୱାଶିଂଟନ: ସମଗ୍ର ବିଶ୍ବ ଏକ ବଡ ଅସ୍ଥିରତା ଆଡକୁ ମୁହାଁଇଛି। କାରଣ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ଏବେ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି। ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍‌ର…

କୋଭିଡ୍ ଟିକା ତଥ୍ୟ ନେଇ ଡିପିଆଇଆଇଟିକୁ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡ୍ ଟିକା ତଥ୍ୟର ସୂଚନା ଉପଲବ୍ଧ ନଥିବା କହିଥିବା ନେଇ କେନ୍ଦ୍ର ସୂଚନା ଆୟୋଗ ଡିପିଆଇଆଇଟିକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମହାବୀର ସିଂହ ଶର୍ମାଙ୍କ ଦ୍ବାରା ଦାୟର ଏକ ସୂଚନା ଅଧିକାର(ଆରଟିଆଇ)ର ଶୁଣାଣି ସମୟରେ ଏହି ନିର୍ଦେଶ…

୧୦୦୦ ଲିଟର ମେଣ୍ଢା ଓ ଛେଳି ରକ୍ତ ଜବତ, ଅବୈଧ କ୍ଲିନିକାଲ ଟ୍ରାଏଲ ପାଇଁ ପଠାଯାଉଥିଲା

ହାଇଦ୍ରାବାଦ : ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଜବ ଘଟଣା । ନୀରିହ ଜୀବଜନ୍ତୁଙ୍କ ରକ୍ତ ଅବୈଧ ଭାବେ କାରବାର ହେଉଥିବା ଖବର ମିଳିଛି । ଫଳରେ ଡ୍ରଗ କଣ୍ଟ୍ରୋଲ ଏବଂ ହାଇଦ୍ରାବାଦ ସିଟି ପୋଲିସ ବିପୁଳ ମାତ୍ରାରେ ମେଣ୍ଢା ଏବଂ ଛେଳି ରକ୍ତ ଜବତ କରିଛି । ଏଭଳି କାର୍ଯ୍ୟାନୁଷ୍ଠାନ ପରେ…

ଗଛରେ ଧକ୍କା ହେଲା କାର୍, ୪ ମୃତ

ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିର୍ଜାଗୁଡ଼ାରେ ଏକ SUV ଗଛରେ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…

ଅନେକ କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ

ପାଟନା : ପାଟନା ସହିତ ବିହାରର ଅନେକ ସିଭିଲ କୋର୍ଟକୁ ବୋମା ଧମକ ମିଳିଛି । କିଶନଗଂଜ ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଗୟାଜୀ ସିଭିଲ କୋର୍ଟକୁ ମଧ୍ୟ ଧମକ ମିଳିଛି । ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ଲୋକ । ତୁରନ୍ତ ଜିଲ୍ଲା…

ଏସଆଇଆର ପୂର୍ବରୁ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ, ୨୦ ବାଂଲାଦେଶୀ ଗିରଫ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜା ଚାଲିଛି । ପୋଲିସ ଦ୍ବାରା ଅନେକ ମାତ୍ରାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଗିରଫ କରାଯାଇ ଫେରିଯିବାକୁ କୁହାଯାଉଛି । ଏପରି ସ୍ଥଳେ ଦିଲ୍ଲୀ ପୋଲିସ ବଡ଼ ଆକ୍ସନ ନେଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ…

କ୍ଷମତା ପାଇଁ ଏକାଠି ହେଲେ ବିଜେପି-କଂଗ୍ରେସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ପୌର ପରିଷଦରେ କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ଅମ୍ବରନାଥ ପୌରପାଳିକା ଦଖଲ କରିବା ପାଇଁ ଏହି ଅଜବ ମେଣ୍ଟ ହୋଇଛି ।ଯାହା କେବେ ଘଟିବ ନାହିଁ ବୋଲି ଆଶା କରାଯାଉଥିଲା ତାହା ଏବେ ଘଟିଛି । କ୍ଷମତା ହାସଲ କରିବା…

ଟ୍ରମ୍ପଙ୍କ ଉପରେ ଖୁସି ନାହାଁନ୍ତି ମୋଦୀ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ରୁଷୀୟ ତୈଳ କ୍ରୟ ପାଇଁ ଭାରତ ଉପରେ ଲାଗୁ…