Browsing Category

ଦେଶ

ଏସିଆ ପାୱାର ଇଣ୍ଡେକ୍ସ-୨୦୨୫ରେ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଲୋୱି ଇନିଷ୍ଟିଟ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୫’ ଜାରି କରିଛି। ଏହି ରିପୋର୍ଟରେ ଏସିୟାର ସୈନ୍ୟ, ଆର୍ଥିକ ଓ କୂଟନୈତିକ ଶକ୍ତିର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିଛି। ଏଥିରେ…

ଭାରତୀୟ ନୌସେନାର ନୂତନ ଶକ୍ତି: ଚୀନ୍ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ କରିପାରିବ MH-60R ହେଲିକପ୍ଟର

ନୂଆଦିଲ୍ଲୀ: ଏଣିକି ସହଜରେ ଚିହ୍ନଟ କରାଯାଇପାରିବ ଚୀନ୍ ବୁଡ଼ାଜାହାଜ। MH-60R ହେଲିକପ୍ଟର ଦ୍ୱାରା ଭାରତୀୟ ନୌସେନାକୁ ସୁଦୃଢ଼ ​​କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର MH-60R ହେଲିକପ୍ଟର ଫ୍ଲିଟ୍ ପାଇଁ ଏକ ପ୍ରମୁଖ ସହାୟତା ଚୁକ୍ତିକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ପ୍ରାୟ…

ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ

କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ…

କଳି ଭିତରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନ ନେଇ କଳି ତୀବ୍ର ହୋଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ କଳି ଲାଗିରହିଛି । ଏହାରି ଭିତରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ଏହି ଦୁଇ ଚେହେରା । କର୍ଣ୍ଣାଟକରେ ଅଙ୍ଗନୱାଡି…

ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ

ନୂଆଦିଲ୍ଲୀ : ଡିସେମ୍ବର ୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ପୁଟିନ ଭାରତ ଗସ୍ତ କରୁଛନ୍ତି । ବୈଦେଶିକ…

କାନାଡାରେ କପିଲଙ୍କ କାଫେରେ ଗୁଳିକାଣ୍ଡ; ଦିଲ୍ଲୀରୁ ସୁଟର ଗିରଫ

ନୂଆଦିଲ୍ଲୀ: କାନାଡାରେ କପିଲ ଶର୍ମାଙ୍କ କେଏପିସ୍ କାଫେରେ ଗୁଳିକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ। ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସେ ଭାରତ ପଳାଇ ଆସିଥିଲା। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମୋଷ୍ଟ…

ଇମ୍ରାନଙ୍କ ପୁରୁଣା ଲେଖା ପାଇଁ ଘଟଣା ନେଉଛି ଭିନ୍ନମୋଡ଼: ଜେଲ ପ୍ରଶାସନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କ୍ରିକେଟଜଗତର ଷ୍ଟାର ଥିବା ଇମ୍ରାନ ଖାନ ଗତ ଦୁଇ ବର୍ଷ ଧରି ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତଏକ ମାସ ହେବ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ପରିସ୍ଥିତିରେ ଭେଟିବାକୁ ଦିଆଯାଉ ନାହିଁ।ଏଭଳି ସମୟରେ ସୋସିଆଲ…

ନୀତୀଶଙ୍କ ଭେଟି, ୧୦ ଲକ୍ଷ ମହିଳାଙ୍କୁ ଦେଲେ ୧୦୦୦କୋଟି ଟଙ୍କା

ପାଟନା: ବିହାରରେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନେଇଛନ୍ତି ବଡ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ମାଧ୍ୟମରେ ପାଖାପାଖି ୧୦ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ ୧୦ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏପର୍ଯ୍ୟନ୍ତ ୧ କୋଟି…

ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚୀନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା କୁନମିଙ୍ଗସ୍ଥିତ ଲୁଓୟାଙ୍ଗଝୋନ ଷ୍ଟେସନରେ ଗୁରୁବାର ଏକ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରେଳ ଧାରଣାରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା…

ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି

ନୂଆଦିଲ୍ଲୀ : ବିଜେପି ସାଂସଦ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳ ଭାରତ ବିରୁଦ୍ଧରେ ଏକ ବ୍ୟାଖାନ ସୃଷ୍ଟି କରିବା ପାଇଁ ଦେଶ ବାହାରର ବିଭିନ୍ନ ବ୍ୟକ୍ତିଙ୍କ ସହ ହାତ ମିଳାଇଛି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ‘ଲୋକେସନ’ ବ୍ୟବସ୍ଥାକୁ ଆଧାର କରି ଏହା…