Browsing Category

ଦେଶ

କଣ୍ଟ୍ରାକ୍ଟ କିଲର ଲଗାଇ ଭିଣେଇକୁ ମାରିଲା ଶାଳୀ

ମଧ୍ୟପ୍ରଦେଶ: ବିବାହ ପୂର୍ବରୁ ଭିଣେଇ ସହ ଅବୈଧ ସମ୍ପର୍କ ରଖିଥିଲା ଶାଳୀ । ବାହା ହୋଇଗଲା ପରେ ଆରମ୍ଭ ହେଲା ସମସ୍ୟା । ଭିଡିଓ ରଖି ବାରମ୍ବାର ଶାଳୀକୁ ବ୍ଲାକମେଲ୍ କରୁଥିଲା ଭିଣେଇ । ଏଥିରେ ଅତିଷ୍ଠ ହୋଇଗଲା ଶାଳୀ ଆଉ ସବୁଦିନ ପାଇଁ ଭିଣେଇକୁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କଲା । ଠିକ୍…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଉତ୍ତର ପ୍ରଦେଶ: ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏମିତି ଏକ ଚାଞ୍ଚଲ୍ୟ ଖବର ଆସିଛି । ଜଣେ ସ୍ୱାମୀ…

ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ ରହିଥିବା…

ଭାରତ ସାମୁଦ୍ରିକ ସପ୍ତାହରେ ଓଡ଼ିଶାର ଷ୍ଟଲକୁ ଶ୍ରେଷ୍ଠ ପୁରସ୍କାର

ମୁମ୍ବାଇ: ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି। ମୁମ୍ବାଇରେ ଅନୁଷ୍ଠିତ ଭାରତ ସାମୁଦ୍ରିକ ସପ୍ତାହ(IMW) ୨୦୨୫ରେ ଓଡ଼ିଶା ଷ୍ଟଲ୍କୁ ଶ୍ରେଷ୍ଠ ପୁରସ୍କାର ମିଳିଛି।…

ବିହାର ବିଧାନସଭା ନିର୍ବାଚନ: ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ

ବିହାର: ମୁଜାଫରପୁରରେ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ରାହୁଲ ଗାନ୍ଧୀ ମୁଜାଫରପୁରରେ ଏକ ସାଧାରଣ ସଭା ସହିତ ବିହାର ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହିତ ମହାଗଠବନ୍ଧନର ପ୍ରମୁଖ ଚେହେରା ତଥା…

ରାଫେଲରେ ଉଡିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଥମ ରାଷ୍ଟ୍ରପତି ଭାବେ ଆଜି ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ । ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରାଫେଲରେ ଉଡିଛନ୍ତି ରାଷ୍ଟ୍ରପତି । ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି…

ନ୍ୟାସନାଲ୍ କନଫରେନ୍ସରେ ବଢ଼ୁଛି ତିକ୍ତତା: ଓମାରଙ୍କ ଇସ୍ତଫା ଦାବି କଲେ ଦଳୀୟ ସାଂସଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଇସ୍ତଫା ଦେବା ଉଚିତ୍ ବୋଲି ଦଳର ଶ୍ରୀନଗର ସାଂସଦ ଆଗା ରୁହୁଲ୍ଲା…

ଏସ୍‌ଜେ-୧୦୦ ଯାତ୍ରୀବାହୀ ବିମାନ ନିର୍ମାଣ ଲାଗି ରୁଷ୍‌-ଭାରତ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ତରଫରୁ ରୁଷ୍‌ର ପବ୍ଲିକ ଜଏଣ୍ଟ ଷ୍ଟକ୍‌ କମ୍ପାନୀ ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେସନ୍‌ (ପିଜେଏସ୍‌ସି-ୟୁଏସି) ସହ ଚୁକ୍ତି କରାଯାଇଛି। ଏସ୍‌ଜେ-୧୦୦ ନାମକ ଯାତ୍ରୀବାହୀ ବିମାନ ନିର୍ମାଣ…

ରିଲ୍ସ କରିବା ବେଳେ ନଦୀକୁ ଖସିପଡ଼ିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ରିଲ୍ କରିବା ସମୟରେ ଦିଲ୍ଲୀ ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ ଭାରସାମ୍ୟ ହରାଇ ଯମୁନା ନଦୀରେ ଖସିପଡିଛନ୍ତି। ବିଧାୟକ ନେଗୀ ନଦୀରେ ଖସିପଡିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ବିରୋଧୀ ଏହାକୁ ନେଇ କଟାକ୍ଷ କରୁଛନ୍ତି। ଏହି ୧୯…

ରଜନୀକାନ୍ତ ଓ ଧନୁଷଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଚେନ୍ନଇ: ସୁପରଷ୍ଟାର୍‌ ରଜନୀକାନ୍ତ ଓ ଅଭିନେତା ଧନୁଷଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍‌ ଯୋଗେ ଧମକ ମିଳିବା ପରେ ଚେନ୍ନଇରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏକ ଅଜ୍ଞାତ ଆକାଉଣ୍ଟରୁ ତାମିଲନାଡୁ ପୁଲିସ ମହାର୍ଦେଶକଙ୍କ କାର୍ଯ୍ୟାଳୟକୁ ଏକ…