Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କୋଲକାତାରେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୯ ବାଂଲାଦେଶୀ ମୃତ
କୋଲକାତା: କୋଲକାତାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଅବସ୍ଥିତ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୯ ଜଣ ବାଂଲାଦେଶୀଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ହୋଟେଲରେ ଥିବା ଅଧିକାଂଶ ଲୋକ!-->…
ବିଧାୟକଙ୍କୁ ବିଜୟଙ୍କ ବଡ଼ ଉପହାର; କାର ସହ ମାସିକ ମିଳିବ ୭୫ ହଜାର ଟଙ୍କା
ଚେନ୍ନାଇ: ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର। ବୁଧବାର ବିଧାନସଭାରେ ବିଧାୟକମାନଙ୍କ ପାଇଁ ସେ ଏକାଧିକ ସୁବିଧା ଘୋଷଣା କରିଛନ୍ତି। ସମସ୍ତ ବିଧାୟକଙ୍କୁ ନୂତନ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା!-->…
ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା: ୩ୟ ସନ୍ତାନ ପାଇଁ ମଧ୍ୟ ମିଳିବ ବର୍ଷେ ମାତୃତ୍ୱ ଛୁଟି
ଚେନ୍ନାଇ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା କର୍ମଚାରୀମାନେ ଏବେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ମଧ୍ୟ ୩୬୫ ବା ବର୍ଷେ ମାତୃତ୍ୱ ଛୁଟି ପାଇବେ। ପୂର୍ବରୁ, ରାଜ୍ୟ ତୃତୀୟ ସନ୍ତାନ ପାଇଁ ୧୨!-->…
ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କଲା ଆମେରିକା, ଚୀନ ଓ ପାକିସ୍ତାନକୁ ଶକ୍ତ ଝଟକା
ଶ୍ରୀନଗର : ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ କରିଛନ୍ତି। ଭାରତରେ ନିଯୁକ୍ତ ଆମେରିକାର!-->…
କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର, ବଢୁଛି ଆମେରିକା-ଇରାନ ଯୁଦ୍ଧ ଆଶଙ୍କା
ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳସ୍ୱରୂପ, କ୍ରମାଗତ ଚତୁର୍ଥ ଦିନ ପାଇଁ ଅଶୋଧିତ!-->…
ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରି ଜୀବନ ହାରିଲେ ନୌସେନା କର୍ମଚାରୀ
ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ନେଭି ନଗର ଅଞ୍ଚଳରେ ଜଣେ ଭାରତୀୟ ନୌସେନା କର୍ମଚାରୀ ଓ ତାଙ୍କ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୩୦ ବର୍ଷୀୟ ପୂରଣମଲ ଶମ୍ଭୁଲାଲ ମେହରାଙ୍କୁ ଶନିବାର ତାଙ୍କ ଆବାସିକ କ୍ବାର୍ଟରରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।!-->…
ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ବଦଳରେ ବାଜିଲା ଲତା ମଙ୍ଗେସକରଙ୍କ ଗୀତ, ସିନ୍ଦେ ମାଗିଲେ କ୍ଷମା
ମୁମ୍ବାଇ : ମୁମ୍ବାଇ ଥାନେ ଜିଲ୍ଲାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ବଦଳରେ ବାଜିଲା ଲତା ମଙ୍ଗେସକରଙ୍କ ଗୀତ । ଥାଣେରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଏହି ସମୟରେ ବନ୍ଦେ ମାତରମ୍ ଗାଇବା!-->…
ସୁଟକେସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଭଉଣୀଙ୍କୁ ହତ୍ୟା କଲା ଭାଇ
ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ି ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏକ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଏହି ମାମଲାରେ ମୃତ ଯୁବତୀଙ୍କ ଚାଚା ପୁଅ ଭାଇ ଅଭିନାଶ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତ ତାଙ୍କ ଭଉଣୀଙ୍କୁ ପ୍ରେମ ସମ୍ପର୍କ ସନ୍ଦେହରେ ହତ୍ୟା କରି!-->…
କୋଲକତା ଏୟାରପୋର୍ଟ ATC ବିଲିଡିଂରେ ଅଗ୍ନିକାଣ୍ଡ
କୋଲକତା : କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ATC ବିଲିଡିଂର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ମିଳିବା ପରେ ଏୟାରପୋର୍ଟ ଫାୟର ସର୍ଭିସ ନିଆଁକୁ ଆୟତ୍ତ କରିଥିଲା । ଏୟାରପୋର୍ଟ ଅଥରିଟିର ୨ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା ।!-->…
ଟ୍ରକ୍ ସହ ଧକ୍କା ହେଲା ଯାତ୍ରୀବାହୀ ଗାଡି, ୮ ମୃତ ଓ ୨୨ ଆହତ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାସ୍ଥିତ ୭୧୯ ନ୍ୟାସନାଲ ହାଇୱେର ଗୋହଦ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଗାଡ଼ି ଟ୍ରକ୍ ସହିତ ଧକ୍କା ଖାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୮ଜଣଙ୍କର!-->…