Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦେଶବ୍ୟାପୀ ୮.୮ ଲକ୍ଷ ୱାକଫ ସମ୍ପତ୍ତି ବିବାଦ ଘେରରେ
ନୂଆଦିଲ୍ଲୀ: ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ୱାକଫ (ସଂଶୋଧନ) ବିଲ୍ ପାରିତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ମୋଟ ୮.୮ ଲକ୍ଷ ୱାକଫ ସମ୍ପତ୍ତି ମଧ୍ୟରୁ ୭୩,୦୦୦ରୁ ଅଧିକ ସମ୍ପତ୍ତି ବିବାଦାଧୀନ ଅଛି। ନୂତନ ବିଲ୍ର!-->…
ରାମନବମୀରେ ଉଦ୍ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ
ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ!-->!-->!-->…
ଖସିଲା ସୁନା ଓ ରୂପା ଦର
ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା, ଯାହାକୁ ସାଧାରଣତଃ ନିରାପଦ ବିନିଯୋଗ ଭାବେ ବିବେଚନା କରାଯାଏ, ଶୁକ୍ରବାର ସୁନା ପ୍ରାୟ ୧% ହ୍ରାସ ପାଇଛି। ଏହା ସହିତ ରୂପାର!-->…
ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା କଲା ସ୍ବାମୀ
ନୋଏଡା: ନୋଏଡାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅନୁସାରେ, ଅଭିଯୁକ୍ତ ନୁରୁଲ୍ଲା ହାଇଦର ତାଙ୍କ ପତ୍ନୀ ଆସମା ଖାନଙ୍କ ମୁଣ୍ଡରେ ହାତୁଡି ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ!-->…
ଭାରତ ବିରୋଧରେ ଶ୍ରୀଲଙ୍କା ମାଟିର ଉପଯୋଗ ହେବ ନାହିଁ : ଦିସାନାୟକେ
କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ଚୀନର ନାମ ନ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସେ ଭାରତକୁ ଆଶ୍ୱାସନା ଦେଇଥିଲେ ଯେ ଶ୍ରୀଲଙ୍କା ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏହାର ଭୂଖଣ୍ଡ ବ୍ୟବହାର କରିବାକୁ!-->…
ମଣିପୁରରେ ଶାନ୍ତିର ଆଲୋକ ! ମୈତେଇ ଓ କୁକି ପ୍ରତିନିଧିଙ୍କ ସହ ଆଲୋଚନା କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଦୁଇ ସଂପ୍ରଦାୟ ମଧ୍ୟରେ ଗତ ଦୁଇ ବର୍ଷ ହେଲା ଚାଲିଥିବା ହିଂସା ମଧ୍ୟରେ ଏହି ବୈଠକ ଶାନ୍ତି ପାଇଁ ଏକ ଆଶାର ଆଲୋକ ନେଇ ଆସିଛି ।ସୂତ୍ର ଅନୁଯାୟୀ, ୨୦୨୩ ମଇ ମାସରେ!-->…
କିମ୍ଙ୍କ ହାତରେ ବନ୍ଧୁକ: ସ୍ନାଇପରରୁ ଗୁଳି ଚଳାଇଲେ
ପ୍ୟୋଙ୍ଗୟାଙ୍ଗ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୁଛି। ସେ ଦେଶରେ ବିକଶିତ ନୂତନ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ୍ ଏକ ସ୍ୱତନ୍ତ୍ର ବାହିନୀ ୟୁନିଟ୍ ପରିଦର୍ଶନ କରି ସୈନିକମାନଙ୍କର ଗୁଳିଚାଳନା!-->…
ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ
ହାଇଦ୍ରାବାଦ: ପୁଣି ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି । ଆତ୍ମସମର୍ପଣ!-->…
ଓ୍ବକ୍ଫ ବିଲ୍କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା
ନୂଆଦିଲ୍ଲୀ,୫।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, ତାବ୍ରେଜ ସିଦ୍ଦିକି!-->…
ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବାକୁ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ ଉନ୍ନତ କରିବ, ଲଜିଷ୍ଟିକ୍ସ!-->…