Browsing Category

ଦେଶ

ନାବାଳିକାଙ୍କୁ ଶାରୀରିକ ନିର୍ଯାତନା: ସ୍ପିଚ୍ ଥେରାପିଷ୍ଟ ଗିରଫ

ଦିଲ୍ଲୀ: ଦିଲ୍ଲୀର ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ଜଣେ ୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।…

ହାଇକୋର୍ଟ ପରେ ତାଜ ପ୍ୟାଲେସ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିବ ପରେ ଏବେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଖବର ମିଳିବା ପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି । ତାଜ…

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ନେପାଳରେ ହିଂସା ପରେ, ସୁଶୀଳା କାର୍କି ଏବେ ଅନ୍ତରୀଣ ସରକାର ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛି। ଏହାସହ ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆଶା…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ମୋହନ ଯାଦବ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ…

ମଣିପୁର ସାହସ ଓ ବୀରତ୍ୱର ଭୂମି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି…

ମିଜୋରାମକୁ ମୋଦିଙ୍କ ଭେଟି: ଉଦଘାଟନ କଲେ ପ୍ରଥମ ରେଳ ଲାଇନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି…

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କଲା ସ୍ବାମୀ

ଉତ୍ତରପ୍ରଦେଶ : ବିଜନୌର ଜିଲ୍ଲାର ନଗିନା ଦେହାତ ପୋଲିସ ଷ୍ଟେସନ ଅଞ୍ଚଳରେଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ଅବୈଧ ସମ୍ପର୍କ ସନ୍ଦେହରେ ନିଜ ପତ୍ନୀଙ୍କୁ ପିଟିଥିଲେ ସ୍ବାମୀ । କଥା କେବେଳ ଏତିକିରେ ଅଟକି ନଥିଲା ସ୍ବାମୀ ଏବଂ ନିଜ ପତ୍ନୀଙ୍କୁ ଲଣ୍ଡା…

ନକଲି ପାସପୋର୍ଟ ସହ ମୁମ୍ବାଇ ବିମାନବନ୍ଦରରୁ ଗିରଫ ହେଲେ ନେପାଳୀ ଏବଂ ବାଂଲାଦେଶୀ ନାଗରିକ

ମୁମ୍ବାଇ: ମୁମ୍ବାଇ ସହର ପୋଲିସ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିବାର ପ୍ରୟାସକୁ ପଣ୍ଡ କରିବାରେ ଏହି ଗିରଫଦାରୀ ସଫଳ…

ଋଷରୁ ତେଲ କିଣିବା ନେଇ ଆମେରିକାର ବାଣିଜ୍ୟ ସଚିବଙ୍କ ଭାରତକୁ ଖୋଲା ଧମକ..

ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ସେ…

ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେଲେ ଧନଖଡ଼

ନୂଆଦିଲ୍ଲୀ: ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍। ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ…