Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗାଜିପୁରରେ ଭୟଙ୍କର ଦୁର୍ଘଟଣା, ମହାକୁମ୍ଭରୁ ବୁଡ଼ ପକାଇ ଫେରୁଥିବା ବେଳେ ପିଟିଦେଲା ଟ୍ରକ୍, ୬ ମୃତ
ଉତ୍ତରପ୍ରଦେଶର ଗାଜିପୁରରେ ଭୀଷଣ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମହାକୁମ୍ଭରୁ ଯାତ୍ରୀମାନଙ୍କୁ ଧରି ଏକ ଗାଡ଼ି ଫେରୁଥିବା ବେଳେ ଏକ ଟ୍ରକ୍!-->…
କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅପମାନିତ କଲା: ପ୍ରଧାନମନ୍ତ୍ରୀ
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସର ରାଜ ପରିବାରକୁ ଦେଶୁ ପୁଣିଥରେ ଦେଖିଲା। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ!-->…
୪.୯%କୁ ଖସିଲା ଖୁଚୁରା ମୁଦ୍ରାସ୍ଫିତି
କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଖୁଚୁରା ମୁଦ୍ରାସ୍ଫିତି ୪.୯%କୁ ହ୍ରାସ ପାଇଛି। ୨୦୨୪ରେ ଖୁଚୁରା ମୁଦ୍ରାସ୍ଫିତି ୫.୪ % ଥିଲା ଓ ଏହା ଆର୍ଥିକ ବର୍ଷ ୨୦୨୫ରେ ୪.୯ %କୁ ହ୍ରାସ ପାଇଛି। ଆଜି ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୪-୨୫!-->…
ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି
ଛତିଶଗଡ଼ରେ ପ୍ରଥମ HMPV ମାମଲା ସାମ୍ନାକୁ ଆସିଛି । କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଚିହ୍ନଟ ହୋଇଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ଏଚଏମପିଭି ମାମଲା । ଏ ନେଇ ସତର୍କ ସୂଚନା ଜାରି!-->…
ରାଷ୍ଟ୍ରପତିଙ୍କୁ ‘poor lady’ କହି ବିବାଦରେ ସୋନିଆ ଗାନ୍ଧୀ
ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ତାଙ୍କୁ ଆକ୍ଷେପ କରି ‘poor lady’ ବୋଲି କହିବା ପରେ ଏହାକୁ ନେଇ ବିବାଦ!-->…
ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୫-୨୬ରେ ୬.୩ରୁ ୬.୮% ରହିବ ଜିଡିପି
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ବା ଡିଜିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଯାହା ଫଳରେ ଦେଶର ଅଭିବୃଦ୍ଧି ହାର!-->…
ଆମେରିକାରେ ବିମାନ ଓ ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଲା
ଓ୍ବାସିଂଟନ : ଆମେରିକାର ଓ୍ବାସିଂଟନ ନିକଟରେ ହୋଇଥିବା ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଛି । ଉଭୟ ବିମାନ ଓ ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଓ ସେନା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।ୱାଶିଂଟନ ଡିସି ଡିସି ଅଗ୍ନିଶମ ଏବଂ ଇଏମଏସ ମୁଖ୍ୟ!-->…
ଆମ ଭୋଟ ସବୁ କୁଆଡେ ଗଲା: ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ରର ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିର୍ବାଚନ ପରେ ନିରବତା ଭାଙ୍ଗିଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ନିର୍ବାଚନ ପରେ ମହାରାଷ୍ଟ୍ରରେ ଅନେକ ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି।!-->…
ଅଲମ୍ପିକରେ ଦୁର୍ନୀତିର ଦୌଡ ହେଲେ କେଜ୍ରିୱାଲ ସ୍ୱର୍ଣ୍ଣପଦକ ଜିତିବେ: ଫଡନାଭିସ
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ କଡା ଟାର୍ଗେଟ କରିଛନ୍ତି | ସେ ଦିଲ୍ଲୀବାସୀଙ୍କୁ ବିକାଶର ମିଥ୍ୟା ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିନଥିବାର ଅଭିଯୋଗ କରିଛନ୍ତି। ରୋହିଣୀରେ ଏକ ନିର୍ବାଚନ!-->…
ଶୁକ୍ରବାର ପ୍ରକାଶ ପାଇବ ଅର୍ଥନୈତିକ ସର୍ଭେ
ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ଗୁରୁତ୍ବପୂର୍ଣ୍ଣ ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ । ଅର୍ଥନୈତିକ ସର୍ଭେ!-->…