Browsing Category

ଦେଶ

ସିଟ୍ ଭାଗବଣ୍ଟା… ଚିନ୍ତା ବଢାଇଲେ ଚିରାଗ

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା…

ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ ? କେବେ ହେବ ଘୋଷଣା

ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ…

ପ୍ରବଳ ବର୍ଷା ଲାଗି ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ…

‘ଅପରେସନ ସିନ୍ଦୂର’ରେ ସୀମାବର୍ତ୍ତି ଲୋକଙ୍କ ପ୍ରମୁଖ ଭୂମିକା ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

୫୦% ଟାରିଫ ନେଇ ଆମରିକାକୁ କେମିତି ଜବାବ ଦେବ ଭାରତ ?, ବସିବ ବଡ ବୈଠକ

ନୂଆଦିଲ୍ଲୀ: ୱାଶିଂଟନ ପୂର୍ବ ଶୁଳ୍କକୁ ଦ୍ୱିଗୁଣିତ କରିବା ପରେ ବୁଧବାରଠାରୁ, ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଶୁଳ୍କ ଲାଗୁ ହେବ । ଯାହା ରପ୍ତାନିକାରୀଙ୍କ ଉପରେ ମୂଲ୍ୟ ଚାପ ବୃଦ୍ଧି କରିବ। ଯାହାକୁ ନେଇ ଏବେ ପିଏମଓ କାର୍ଯ୍ୟଳୟରେ ବଡ ବୈଠକ ବସି ନେଇ…

ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି ଭୋଟର ଅଧିକାର ଯାତ୍ରା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ…

ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ନେଇ ଆମେରିକାର ନୋଟିସ୍ ଜାରି, ଟ୍ରମ୍ପ କହିଲେ ଏବେ ଚୀନ ସହ….

ନୂଆଦିଲ୍ଲୀ: ୨୭ ଅଗଷ୍ଟ ଅର୍ଥାତ୍ ଆସନ୍ତାକାଲି ଠାରୁ ଭାରତ ଉପରେ ଲାଗିବ ୫୦% ଶୁଳ୍କ। ଆମେରିକା ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ…

କୃଷକଙ୍କୁ ସହିବାକୁ ଦେବନି ଭାରତ’: ୫୦% ଶୁଳ୍କ ଭିତରେ ଆମେରିକାକୁ ପୁଣି ମୋଦିଙ୍କ କଡ଼ା ବାର୍ତ୍ତା….

ନୂଆଦିଲ୍ଲୀ: ବୁଧବାର ଠୁ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପାଇଁ ଆମେରିକା ସରକାରୀ ବିଜ୍ଞପ୍ତି ଜାରି କରିସାରିଛି। ହେଲେ ଭାରତ ବି ଦୃଢ଼ ପ୍ରତିଶ୍ରୁତି ନେଇ ସାରିଛି ଆମେରିକା ଚାପରେ ନଇଁବ ନାହିଁ। ଏନେଇ ଭାରତ ଦୃଢ଼ତା ଦେଖାଉଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ…

ଭାରତୀୟ ନୌସେନାକୁ ମିଳିବ ଡବଲ ପାୱାର, ସ୍ବଦେଶୀ କ୍ଷମତାରେ ଶକ୍ତି ପ୍ରଦର୍ଶନ କରିବ

ନୂଆନିଲ୍ଲୀ: ଭାରତୀୟ ନୌସେନାକୁ ଆଜି ମିଳିବାକୁ ଯାଉଛି ସମୁଦ୍ରର ଦୁଇଟି ସେଣ୍ଟିନେଲ୍ INS ଉଦୟଗିରି ଏବଂ INS ହିମଗିରି । ଉଭୟ ଯୁଦ୍ଧଜାହାଜ ଆଜି ଅପରାହ୍ନ ୨.୪୫ମିନିଟରେ ଭାରତୀୟ ନୌସେନାରେ ସାମିଲ ହେବେ। ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି । ଯାହା ପ୍ରଥମ ଥର…

ଶତ୍ରୁ ଦେଶକୁ CDS ଜେନେରାଲ ଅନିଲ୍ ଚୌହାନଙ୍କ ଚେତାବନୀ; ଯଦି ଶାନ୍ତି ଚାହୁଁଛ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ୍ ଚୌହାନ ଚୀନ, ପାକିସ୍ତାନକୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତର ପ୍ରସ୍ତୁତି ଉପରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସର୍ବଦା ଶାନ୍ତିର ସମର୍ଥକ ରହିଆସିଛି, କିନ୍ତୁ…