Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମେଟାକୁ ୫୦୦୦ କୋଟି ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ
ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଏବଂ ଫେସବୁକର ମୂଳ କମ୍ପାନୀ Metaକୁ ନ୍ୟୁ ମେକ୍ସିକୋର ଏକ କୋର୍ଟର ବଡ଼ ଝଟକା । ସୋସିଆଲ ମିଡିଆ ଦ୍ୱାରା ଯୁବକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ କମ୍ପାନୀକୁ କ୍ଷତିପୂରଣ ପାଇଁ ୫୬୭ ନିୟୁତ କିମ୍ବା ୫୦୦୦ କୋଟି ଟଙ୍କା ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି!-->…
ହସ୍ତତନ୍ତ ଦିବସରେ ମୋଦିଙ୍କ ଆହ୍ୱାନ, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କଲେ ନିବେଦନ
ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସରେ ସ୍ଥାନୀୟ ବସ୍ତ୍ର ଏବଂ ପାରମ୍ପାରିକ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦେଶକୁ ସମ୍ବୋଧିତ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସ୍ଥାନୀୟ ବସ୍ତ୍ରର ଲୋକପ୍ରିୟତା!-->…
ଗୁଜରାଟରେ ବିରଳ ଦୃଶ୍ୟ, କୂଅ ଭିତରେ ପାଣିର ଢେଉ
ଗୁଜରାଟ: ଗୁଜରାଟରେ ଅଜବ ଦୃଶ୍ୟ । କୂଅ ଭିତରେ ପାଣିର ଢେଉ । ୧୮ ଫୁଟ ଗଭୀର କୂଅର ପାଣି ହଠାତ ନିଜେ ନିଜେ ଢେଉ ଭଳି ଦୋହଲିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏହାକୁ ପ୍ରେତାତ୍ମା ବା ଅଲୌକିକ ଶକ୍ତି ବୋଲି ଭାବି ଭୟଭୀତ । ଗୁଜରାଟ ମୋର୍ବି ଜିଲ୍ଲା ଭିରପରଦା ଗାଁର!-->…
ଭୋଜି ଖାଇ ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ
ଜଳେଶ୍ୱର : ଭୋଜି ଖାଇବା ପରେ ଅଚାନକ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଏହି ଘଟଣା ଦେଖାଦେଇଛି । ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି ।!-->…
ଆସାମରେ ବନ୍ୟାର ତାଣ୍ଡବ ; ଶିବସାଗର ଜିଲାରେ ସର୍ବାଧିକ ୪୮ ମୃତ
ଗୁଆହାଟି : ଆସାମରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ବନ୍ୟା ରାଜ୍ୟରେ ବିପୁଳ କ୍ଷୟକ୍ଷତି ଘଟାଇଛି। ଏବେ ବି ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ। ବନ୍ୟା ଦାଉରେ ଶିବସାଗର ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଜିଲାରେ କେବଳ ୪୮!-->…
ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗ ; ସଂସଦରେ ଗୃହୀତ କରାଇବା ଲାଗି ସମର୍ଥନ ଦେବାକୁ ମନା କଲେ ରାହୁଲ
ନୂଆଦିଲ୍ଲୀ : ସୀମା ନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ସଂସଦରେ ଗୃହୀତ କରିବା ପାଇଁ କେନ୍ଦ୍ର ସରକାର କଂଗ୍ରେସର ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ରାହୁଲ ଗାନ୍ଧୀଙ୍କୁ ସଂସଦ ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି।!-->…
୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଡକ୍ଟର ନୀଲା ଗୋଖଲେ ଏବଂ ଅମିତ ଜାମସାଣ୍ଡେକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ବିଚାରପତି ଡକ୍ଟର ନୀଲା ଗୋଖଲେ!-->…
ଆସନ୍ତା ୧୭ରେ ସଂସଦର ସ୍ବତନ୍ତ୍ର ଅଧିବେଶନ !
ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବେ। ଚଳିତ!-->…
ଉଚ୍ଚ ସ୍ବରରେ ଗୀତ ବଜାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା, ବାପ-ପୁଅ ମୃତ
ମୁମ୍ବାଇ : ମୁମ୍ବାଇର ବିକ୍ରୋଲିରେ ଥିବା ଏକ ପରିବାର ଜୋରରେ ଗୀତ ବଜାଇବାକୁ ନେଇ ପଡୋଶୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଆଉ ଝଗଡା ଏତେ ଭୟଙ୍କର ଥିଲା ଯେ, ଘଟଣାରେ ୨ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରେ ବାପା-ପୁଅଙ୍କ!-->…
ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ; ଲାଲକିଲ୍ଲାରେ ମୁତୟନ ହେବେ ୧୨ ହଜାର ପୋଲିସ
ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା!-->…