Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜେଲରେ ରହି ସରକାର ଚଳାଇ ହେବନାହିଁ: କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଅଳକା ଲାମ୍ବା
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ଜଳ ସଙ୍କଟକୁ ନେଇ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଜେଲରୁ ଚାଲିପାରିବ ନାହିଁ। ଅରବିନ୍ଦ କେଜ୍ରିୱାଲ ଜେଲ ଭିତରେ ଅଛନ୍ତି। ସର୍ବଦଳୀୟ ବୈଠକ ଡାକି ଜଳ ସଙ୍କଟର!-->…
ପୁଣି ଥରେ ହଂକଂକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ
ନୂଆଦିଲ୍ଲୀ : ପୁଣି ଥରେ ହଂକଂକୁ ଟପିଲା ଭାରତୀୟ ଶେଆର ବଜାର। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେଆର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(BSE) ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହୋଇଛି।ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, BSE ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକର ମାର୍କେଟ!-->…
କୁଏତରୁ ୪୦ ଭାରତୀୟଙ୍କ ମୃତଦେହ ଆଣିବେ ଭାରତ ସରକାର, ପହଞ୍ଚିଲା ସୁପର ହରକୁଲେସ୍ ବିମାନ
ନୂଆଦିଲ୍ଲୀ: କୁଏତର ମଙ୍ଗାଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ ଭାରତୀୟଙ୍କ ମୃତଦେହଗୁଡ଼ିକୁ ଫେରାଇ ଆଣିବେ ଭାରତ ସରକାର। ଏଥିପାଇଁ ଭାରତୀୟ ବାୟୁସେନାକୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୁଏତ ସରକାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ରୁ ଅଧିକ ଭାରତୀୟଙ୍କ!-->…
କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଡୋଭାଲ ଓ ଶାହାଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ରାଜ୍ୟର ରିଆସୀ, କଠୁଆ ଓ ଡୋଡାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିହତ!-->…
ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଏସ ୟେଦ୍ଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି
ବେଙ୍ଗାଲୁରୁ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଆଜି ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୋକ୍ସୋ ନିୟମ ଅଧୀନରେ ରୁଜୁ ହୋଇଥିବା ଏକ ମାମଲା ଉପରେ!-->…
ବଢିଲା ଅଜିତ ଡୋଭାଲ ଓ ପ୍ରମୋଦ ମିଶ୍ରଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଜିତ ଡୋଭାଲଙ୍କୁ ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଅଜିତ ଡୋଭାଲଙ୍କୁ ତୃତୀୟ ଥର ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ବିଗତ କିଛି ଦିନ ହେଲା ଚର୍ଚ୍ଚା!-->…
ଦିଲ୍ଲୀରେ ଜଳ ସଙ୍କଟ; ପାଣି ଦେବାକୁ ମନା କରିଦେଲେ ହିମାଚଳ ସରକାର
ନୂଆଦିଲ୍ଲୀ : ଦିଲ୍ଲୀରେ ଜଳ ସଙ୍କଟ ମଧ୍ୟରେ ୟୁ-ଟର୍ଣ୍ଣ ନେଇଛନ୍ତି ହିମାଚଳ ପ୍ରଦେଶ ସରକାର। ପୂର୍ବରୁ ପାଣି ଦେବାକୁ କହି ଏବେ ସୁପ୍ରିମକୋର୍ଟରେ ମନା କରି ଦେଇଛନ୍ତି। ଆମ ପାଖରେ ବଳକା ୧୩୬ କ୍ୟୁସେକ୍ ଜଳ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ହିମାଚଳ ପ୍ରଦେଶ ସରକାର।ସୂଚନା ଅନୁସାରେ,!-->…
ଏନ୍କାଉଣ୍ଟର୍ରେ ଟଳିଲା ଜଣେ ଆତଙ୍କବଦୀ
ଜମ୍ମୁ ଓ କଶ୍ମୀର ପୁଣି ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା!-->…
ନୂଆ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଅଛନ୍ତି। ଏବେ ସ୍ଥଳସେନା!-->!-->!-->…
ତୀର୍ଥଯାତ୍ରୀ ବସ୍ ଉପରେ ହମ୍ଲା, ଆତଙ୍କବାଦୀଙ୍କ ସ୍କେଚ୍ ଜାରି
ଜମ୍ମୁରେ ତୀର୍ଥଯାତ୍ରୀ ବସ୍ ଉପରେ ହମଲା ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୁଲିସ। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ମିଳିବ। ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା!-->…