Browsing Category

ଦେଶ

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଗାନ୍ଧିନଗରରୁ ଅମିତ ଶାହଙ୍କ ରେକର୍ଡ ବିଜୟ

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା ଭାବେ ବିଜୟୀ ହୋଇଥିଲେ । କିନ୍ତୁ ଏଥର ତାଙ୍କୁ କଂଗ୍ରେସର ଅଜୟ ରାୟ କଡ଼ା ଟକ୍କର ଦେଇଥିଲେ । ମୋଦି ପ୍ରାୟ ଦେଢ ଲକ୍ଷ ବ୍ୟବଧାନରେ ଜିତିଛନ୍ତି । ମୋଦିଙ୍କୁ ୬,୧୨,୯୭୦

ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍‌ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍‌ ଏକ୍ସପ୍ରେସ ଟ୍ରେନ (୨୨୮୦) ଓଖଲା-ତୁଗଲକାବାଦ ବ୍ଲକ ସେକ୍ସନରେ ପହଞ୍ଚିଥିଲା, ସେତେବେଳେ ଗୋଟିଏ କୋଚ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ

ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବାଦ୍ ଅଗ୍ରୱାଲଙ୍କୁ ୧୪ ବର୍ଷର କଠୋର

IAS ଦମ୍ପତିଙ୍କ ଝିଅଙ୍କ ଆତ୍ମହତ୍ୟା, ୧୦ ମହଲା ଛାତରୁ ଡେଇଁ ପଡ଼ିଲେ  

୧୦ ମହଲା କୋଠାରୁ ଡେଇଁ ଏକ IAS ଦମ୍ପତିଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପାଠପଢା ଚାପ କାରଣରୁ ଏପରି ନିଷ୍ପତ୍ତି ନେଇଥିବା ପୁଲିସ କହିଛି। ସୂଚନା ଅନୁସାରେ, ବିକାଶ ରୋସ୍ତୋଗୀ ଏବଂ ରାଧିକା ରୋସ୍ତୋଗି ମହାରାଷ୍ଟ୍ର

ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି ମୁମ୍ବାଇର ମୀରାରୋଡ୍‌ରେ । ଏଠାରେ କାଶ୍ମୀରା ଅଞ୍ଚଳରେ ଏକ ଖେଳି ପଡ଼ିଆରେ ବକ୍ସ କ୍ରିକେଟ୍‌ ଖେଳୁଥିବା ବେଳେ ଜଣେ ଯୁବକଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ବୋଲର୍‌ଙ୍କ ବଲ୍‌ରେ

୭୧ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କୁ ବ୍ୟାନ୍ କଲା WhatsApp

ସୋଶାଲ ମିଡିଆ ପ୍ଲାଟଫର୍ମରେ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଲୋକପ୍ରିୟ ମେସେଜିଂ ଆପ୍ WhatsApp। ଏହି ଆଧାରରେ ଭାରତରେ ୭୧ ଲକ୍ଷରୁ ଅଧିକ ବ୍ୟବହାରକାରୀ(ୟୁଜର୍)ଙ୍କୁ ବ୍ୟାନ୍ କରିଛି କମ୍ପାନୀ। ଯଦି ନିୟମ ଉଲ୍ଲଙ୍ଘନ ହୁଏ, ତେବେ

ମତଦାନରେ ଓ୍ୱାର୍ଲ୍ଡ ରେକର୍ଡ କରିଛି ଭାରତ, ୬୪ କୋଟିରୁ ଅଧିକ ଲୋକ ଦେଇଛନ୍ତି ଭୋଟ୍

'ଚଳିତଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ। ମତଦାନରେ ଭାରତ କରିଛି ଓ୍ୱାର୍ଲ୍ଡ ରେକର୍ଡ।' ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ଲୋକସଭା ନିର୍ବାଚନର ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରି ଏଭଳି କିଛି

ଜୁନ୍‌ ୪ର ରେଜଲ୍ଟକୁ ଅପେକ୍ଷା କରନ୍ତୁ: ସୋନିଆ

ଆସନ୍ତାକାଲି ଆସିବ ନିର୍ବାଚନ ଫଳାଫଳ। ହାତୀ କାହା ମୁଣ୍ଡରେ କଳସ ଢ଼ାଳିବ, କିଏ ସରକାର ଗଢ଼ିବ ସବୁକିଛି ହୋଇଯିବ ସ୍ପଷ୍ଟ। ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ସର୍ଭେ ଏଜେନ୍ସିର ଏକଜିଟ୍ ପୋଲକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାରି ଭିତରେ ଏକଜିଟ ପୋଲର ସର୍ଭେକୁ

ସୀମାନ୍ତରେ ମାଓବାଦୀ ଙ୍କ ପ୍ରେସର ବମ ବିସ୍ପୋରଣ ରେ ଜଣେ ଯୁବକ ଗୁରୁତର…

ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଏକ ବୋମା ବିସ୍ପୋରଣରେ ଜଣେ ନିରୀହ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁଯାଇ ଜିଲ୍ଲାର ତେରେମ ଥାନା

ମ୍ୟାଜିକ୍‌ ନମ୍ବର ଡେଇଁଲା ବିଜେପି, ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ

ଇଟାନଗର : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ। ମ୍ୟାଜିକ୍‌ ନମ୍ବର ପାର୍‌ କଲା ଦଳ। ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଏଠାରେ ପୁଣି ଥରେ ସରକାର ଗଢ଼ିବା ଏକ