Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଟେଷ୍ଟ ଖେଳାଳୀଙ୍କ ଉପରେ ଧନବର୍ଷା କଲା ବିସିସିଆଇ
କୋଲକାତା: ଟିମ୍ ଇଣ୍ଡିଆ ୧୧୨ ବର୍ଷ ପରେ ଧର୍ମଶାଳା ଟେଷ୍ଟରେ ଇଂଲଣ୍ଡର ରେକର୍ଡ ଭାଙ୍ଗିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି।ଟିମ୍ ଇଣ୍ଡିଆ ସିରିଜକୁ ୪-୧ରେ ଜିତିଛି।ଏହି ବିଜୟ ସହିତ!-->…
ଉତ୍ତରପୂର୍ବ ଭାରତରେ ୫୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ମୋଦୀ
ଗୌହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପୂର୍ବ ଭାରତରେ ପ୍ରାୟ ୫୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି | ମୋଦୀ ପୂର୍ବାହ୍ନ ସାଢ଼େ ୧୦ଟାରେ ଅରୁଣାଚଳପ୍ରଦେଶର ଇଟାନଗରରେ ‘ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ’ କାର୍ଯ୍ୟକ୍ରମରେ ଯୋଗ!-->…
ଆଜି ପ୍ରଭୁ ରାମଚନ୍ଦ୍ର ଥିଲେ ଏମାନେ ତାଙ୍କ ଘରେ ବି ଇଡ଼ିକୁ ପୁରାଇଦେଇଥାନ୍ତେ: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଜେଟ୍ ଉପରେ ନିଜର ମତ ରଖି କହିଛନ୍ତି, ଯେ ‘ଆଜି ଯେତେବେଳେ ଆମେ ବଜେଟ୍ ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଆମେ ମନୀଷ ସିସୋଡିଆ ଜୀଙ୍କୁ ମନେ ପକାଉଛୁ । ମନୀଷ ନଅ ଥର ବଜେଟ୍ ଉପସ୍ଥାପନ କରିଥିଲେ। ଆଶା!-->…
ପୁଣି ଜଣେ ଆର୍ମି ଅଫିସରଙ୍କୁ ଘରୁ ଉଠାଇ ନେଲେ
ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଜଣେ ଆର୍ମି ଅଫିସରଙ୍କୁ ତାଙ୍କୁ ଘରୁ ଅପହରଣ କରାଯାଇଛି। ୪ର୍ଥ ଥର ପାଇଁ ରାଜ୍ୟରେ ଏପରି ଘଟଣା ଘଟିଛି।
ଗତବର୍ଷ ମେ’ ମାସରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ମଣିପୁରରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ!-->!-->!-->…
ଲୋକସଭା ନିର୍ବାଚନ: ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ୱାୟନାଡରୁ ଲଢ଼ିବେ ରାହୁଲ
ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି।
ତେବେ କର୍ଣ୍ଣାଟକାର ୨ଟି ଓ ତେଲଙ୍ଗାନରର ଗୋଟିଏ!-->!-->!-->…
ନିର୍ବାଚନୀ ବଣ୍ତ: ସୋମବାର SBIର ଆବେଦନ ଶୁଣିବେ ସୁପ୍ରିମକୋର୍ଟ
ନିର୍ବାଚନୀ ବଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରିବାକୁ ଏସ୍ବିଆଇ ମାଗିଥିବା ଅଧିକ ସମୟ ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ସର୍ବୋଚ୍ଚ ଅଦାଲତ ଏସବିଆଇର ସମୟ ବୃଦ୍ଧି ଆବେଦନର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।!-->…
ମହାଶିବରାତ୍ରୀ ଶୋଭାଯାତ୍ରାରେ ଅଘଟଣ: କରେଣ୍ଟ ଲାଗି ୧୪ ପିଲା ହସ୍ପିଟାଲରେ ଭର୍ତ୍ତି
ରାଜସ୍ଥାନର କୋଟାରେ ବଡ଼ ଅଘଟଣ ଘଟିଛି। ଆଜି ମହାଶିବରାତ୍ରୀ ପାଇଁ ପ୍ରୋସେସନ ବା ଶୋଭାଯାତ୍ରା ଚାଲିଥିବା ବେଳେ ୧୪ ଜଣ ପିଲା କରେଣ୍ଟ ମାଡ଼ର ଶିକାର ହୋଇଛନ୍ତି।
କରେଣ୍ଟ ମାଡ଼ରେ ଆହତ ହୋଇଥିବା ୧୪ ଜଣଙ୍କୁ ତୁରନ୍ତ ଶୋଭାଯାତ୍ରା ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।!-->!-->!-->…
ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି
ରାଜ୍ୟସଭାକୁ ମନୋନୀତ ହେଲେ ପ୍ରସିଦ୍ଧ ଉଦ୍ୟୋଗପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରଖ୍ୟାତ୍ ଲେଖିକା ସୁଧା ମୂର୍ତ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଏନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
କମିଲା ଏଲ୍ପିଜି ସିଲିଣ୍ଡର ଦର
ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। କମିଲା ଏଲ୍ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବର୍ତ୍ତମାନ ଏଲପିଜି ଗ୍ୟାସ ମୂଲ୍ୟରେ ୧୦୦ ଟଙ୍କା ରିହାତି ଦିଆଯିବ। ଏହି ପଦକ୍ଷେପ!-->!-->!-->…
ଦେଶ ଛାଡିବାକୁ ଚାହୁଁଛନ୍ତି ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ
ଦେଶ ଛାଡିବାକୁ ଚାହୁଁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାର ଦୋଷୀ ଏସ୍. ନଳିନୀ। ସେ ବ୍ରିଟେନ୍ରେ ନିଜ ଝିଅ ସହ ମିଶି ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ମଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପାସପୋର୍ଟ ପାଇବା ଉଦ୍ଦେଶ୍ୟରେ ତାଙ୍କ!-->…