Browsing Category

ଦେଶ

ଆପ ନେତା ଅମାନତୁଲ୍ଲା ଖାଁ ଗିରଫ, ଓ୍ବାକଫ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ଆମ ଆଦମି ପାର୍ଟି ପାଇଁ ଗୋଟିକ ପରେ ଗୋଟିଏ ବିପଦ ମାଡ଼ିଆସୁଛି । ଦଳର ବିଧାୟକ ଅମାନତୁଲ୍ଲା ଖାଁଙ୍କୁ ଇଡି ଗିରଫ କରିଛି। ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଛି। ପ୍ରାୟ ୯ ଘଣ୍ଟାର ପଚରାଉଚରା ପରେ ଇଡି

କଂଗ୍ରେସ ଇତିହାସରେ ପ୍ରଥମ: ସବୁଠାରୁ କମ ସଂଖ୍ୟକ ଆସନରେ ଲଢ଼ିବ ଦଳ

ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷ ପରେ..। ଏହି ଡାଏଲଗ ଏବେ କଂଗ୍ରେସ ପାଇଁ ଲାଗୁ ହେବାକୁ ଯାଉଛି। କାରଣ ଦେଶର ସର୍ବପୁରାତନ ରାଜନୀତିକ ଦଳ ଏବେ ତା’ ଇତିହାସରେ ସବୁଠାରୁ କମ ସଂଖ୍ୟକ ଆସନରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି। କମ ସଂଖ୍ୟକ ଆସନରେ ଦଳ ଲଢ଼ିବାକୁ ଯାଉଥିବା ବେଳେ ଆଶା କିନ୍ତୁ ଅଧିକ

ଦକ୍ଷିଣ ଭାରତରେ ବିଜେପି ମୋଟ ୧୩୦ ଲୋକସଭା ଆସନରୁ ଅତି ବେଶୀରେ ୧୫ଟିରେ ହିଁ ଜିତିପାରିବ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ଚେନ୍ନାଇ : ଆସନ୍ତାକାଲି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ତାମିନାଲଡୁର ସମସ୍ତ ୩୯ ଆସନ ସହ ଦେଶର ୧୦୨ଟି ଲୋକସଭା ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪୦୦ ପାର୍‌ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପି ପାଇଁ ଏହି ୧୦୨ ଆସନ ବେଶ ଗୁରୁତ୍ୱପୂର୍ଣ୍ଣ।

ଇରାନ ଜବତ କରିଥିବା ଜାହାଜରୁ ଜଣେ ଆସିଲେ, ଆଉ ୧୬ ଭାରତୀୟ କେବେ ଆସିବେ?

ନୂଆଦିଲ୍ଲୀ : ଇସ୍ରାଏଲ ସହ ତିକ୍ତତା ମଧ୍ୟରେ ଇରାନ Strait of Hormuz ନିକଟରୁ ଜବତ କରିଥିବା ଜାହାଜରେ ଫସିଥିବା ଜଣେ ଭାରତୀୟ ମହିଳା ଆଜି ସ୍ୱଦେଶ ଫେରିଛନ୍ତି। ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ ଜବତ କରିଥିଲା। ଏଥିରେ ଥିବା ୨୫ କ୍ରୁ ସଦସ୍ୟଙ୍କ ମଧ୍ୟରୁ

ଆପ୍‌ ଆଣିଲା ବଡ଼ ଅଭିଯୋଗ: ଜେଲ ଭିତରେ କେଜ୍ରିୱାଲଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।ଆପ୍‌ ନେତ୍ରୀ

ରାମନବମୀକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ: ‘ଦଙ୍ଗା ସୃଷ୍ଟି ପାଇଁ ହୋଇଛି ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଭିଯୋଗ କରିଛନ୍ତି ଯେ ରାମନବମୀ ଅବସରରେ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଯୋଜନା କରାଯାଉଛି। ଗତବର୍ଷ ରାଜ୍ୟରେ ହିଂସା କାଣ୍ଡ ଘଟିଥିଲା, ଯାହା ଫଳରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବ୍ୟାପକ ମୁହାଁମୁହିଁ ପରିସ୍ଥିତି

୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୯ ତାରିଖରେ ହେବ । ଏଥିପାଇଁ ପ୍ରଚାର ବୁଧବାର ସନ୍ଧ୍ୟା ୬ଟାରେ ଶେଷ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯, ୨୦୨୪ରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ୨୧ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୦୨ଟି

କେନ୍ଦ୍ରୀୟ ଗାଜାରେ ହମାସର ୪୦ଟି ଟାର୍ଗେଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର ସକାଳେ କହିଛି ଯେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ ସେନା ରକେଟ୍‌ ଲଞ୍ଚର ଏବଂ ହମାସ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଛି।ଇସ୍ରାଏଲ ସୈନ୍ୟଙ୍କ ନିକଟରେ ଏକ ସଶସ୍ତ୍ର ଡ୍ରୋନ୍‌ ଚଳାଉଥିବା ହମାସ ସ୍କ୍ଵାଡ୍‌

ଦୁବାଇରେ ପ୍ରବଳ ଝଡ଼-ବର୍ଷା; ଭାରତର ୨୮ଟି ବିମାନ ବାତିଲ୍

ନୂଆଦିଲ୍ଲୀ : ମଧ୍ୟ ପୂର୍ବର ଆର୍ଥିକ କେନ୍ଦ୍ର ଦୁବାଇରେ ପ୍ରବଳ ବର୍ଷା ଓ ଝଡ଼ କାରଣରୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ଗୋଟିଏ ଦିନରେ ଏପରି ବର୍ଷା ହୋଇଛି ଯେ, ଚାରିଆଡ଼େ କେବଳ ପାଣି ହିଁ ପାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ୍ କରାଯାଇଛି।ରିପୋର୍ଟ

ରାମଲଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ

ରାମଲଲାଙ୍କ ହେଲା ସୂର୍ଯ୍ୟାଭିଷେକ। ମଥାରେ ଝଲସିଲା ସୂର୍ଯ୍ୟ ତିଳକ। ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲଲା। ରାମନବମୀ ଅବସରରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ବିଗ୍ରହର ସୂର୍ଯ୍ୟ ତିଳକ ହୋଇଛି। ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ।ବିଶ୍ୱାସ ଏବଂ ବିଜ୍ଞାନର