Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରୁଷ ସେନାରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି ଏଜେଣ୍ଟ
ନୂଆଦିଲ୍ଲୀ : ହରିଆଣାର ଦୁଇ ସମ୍ପର୍କୀୟ ଭାଇ ମୁକେଶ(୨୧) ଓ ସନ୍ନି(୨୪) ଦାବି କରିଛନ୍ତି ଯେ ଦକ୍ଷିଣ ଏସିଆର ୨୦୦ରୁ ଅଧିକ ଲୋକ ଚାକିରି ନାଁରେ ଠକେଇ କରୁଥିବା ଗୋଟିଏ ଏଜେଣ୍ଟ କବଳରେ ପଡ଼ିଛନ୍ତି।ରୁଷ ଓ ବେଲାରୁଷ ମଧ୍ୟରେ ଥିବା ଗୋଟିଏ ଜଙ୍ଗଲ ମଧ୍ୟରେ କ୍ୟାମ୍ପସ ଖୋଲି ସେମାନେ ଯୁବକମାନଙ୍କୁ!-->…
ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲଙ୍କ ବୋହୂ
ମୁମ୍ବାଇ : ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର। ଗତକାଲି ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା।!-->…
କଡ଼ା ସୁରକ୍ଷା ଭିତରେ ସଂପନ୍ନ ହେଲା ମୁଖତାର ଅନସାରୀଙ୍କ ଶେଷକୃତ୍ୟ
ଗାଜିପୁର: ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ୬୦ ବର୍ଷୀୟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀଙ୍କର ଆଜି କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି।ଅନସାରୀଙ୍କ ଅନ୍ତିମ ସଂସ୍କାରରେ ଭାଗ ନେବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ!-->…
ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁରଙ୍କ ସମେତ ୫ ଜଣଙ୍କୁ ମିଳିଲା ଭାରତ ରତ୍ନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ, ଭାରତର ପୂର୍ବତନ ତଥା ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ କୃଷି ବୈଜ୍ଞାନିକ!-->…
ବିଜେପି ଗଠନ କଲା ନିର୍ବାଚନ ଘୋଷଣାପତ୍ର କମିଟି, ଓଡ଼ିଶାରୁ ୩ ଜଣ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ବିଜେପି ଏକ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି। ଏହି କମିଟିରେ କିଏ ନେତା ଅଛନ୍ତି ତାହା ଶନିବାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଅଧ୍ୟକ୍ଷ ଅଛନ୍ତି। ସେହିପରି!-->…
ରହସ୍ୟଜନକ ମୃତ୍ୟୁର ସମାଧାନ କଲା ରେଳ ଯାତ୍ରୀଙ୍କ ସେଲଫି
ଦୀର୍ଘ ଦିନ ଧରି ଗୋଟିଏ ରହସ୍ୟଜନକ ମୃତ୍ୟୁର ପର୍ଦ୍ଦାଫାସ ହୋଇଛି। ଜଣେ ରେଳ ଯାତ୍ରୀ ଉଠାଇଥିବା ସେଲଫି ଯୋଗୁ ମୃତ୍ୟୁ ପଛର କାରଣ ସାମ୍ନାକୁ ଆସିଛି। ମହରାଷ୍ଟ୍ର କଲ୍ୟାଣ ରେଳ ଷ୍ଟେସନରେ ଯାତ୍ରୀ ଉଠାଇଥିବା ସେଲଫିରେ ଗୋଟିଏ ଚୋର କଏଦ ହୋଇଥିଲା।
ତାକୁ ଧରିବା ପରେ ପୂରା ଘଟଣା ସାମ୍ନାକୁ!-->!-->!-->…
ଆସିଲା ସିବିଆଇର ତଦନ୍ତ ରିପୋର୍ଟ, ବିଜେପି ଏବେ ମନମୋହନଙ୍କୁ କ୍ଷମା ମାଗୁ କହିଲେ ସଞ୍ଜୟ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବିଜେପି କ୍ଷମା ମାଗୁ ବୋଲି ଆଜି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସ ମିଶ୍ରଣ ମାମଲା ବନ୍ଦ କରିବାକୁ ସିବିଆଇ ରିପୋର୍ଟ ଦେବା ପରେ ଶ୍ରୀ ରାଉତ ଏପରି କହିଛନ୍ତି।
ଏୟାର ଇଣ୍ଡିଆ ଓ ଇଣ୍ଡିଆନ!-->!-->!-->…
‘କେଜ୍ରିୱାଲଙ୍କ ପାଖରେ ସମୟ ଖୁବ କମ୍, ପତ୍ନୀ ହେବେ ମୁଖ୍ୟମନ୍ତ୍ରୀ’
ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟିବେ। ତାଙ୍କ ପାଖରେ ବହୁତ କମ ସମୟ ବା ସୀମିତ ରହିଛି। ଏଥିପାଇଁ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ପଦ ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କଟାକ୍ଷ କରି!-->…
କଂଗ୍ରେସକୁ ୧୮୨୩ କୋଟିର ଆୟକର ନୋଟିସ୍
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା। ଟିକସ ନ ଦେବା ଅଭିଯୋଗରେ କଂଗ୍ରେସର ଆକାଉଣ୍ଟକୁ ଆୟକର ବିଭାଗ ଫ୍ରିଜ୍ କରିଛି। ଏବେ ପୁଣିଥରେ ଆୟକର ବିଭାଗ ଦଳକୁ ୧୮୨୩ କୋଟି ଟଙ୍କାର ନୋଟିସ କରିଛି।
ଆୟକର ବିଭାଗର ଟିକସ ପୁନଃଆକଳନ ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ!-->!-->!-->…
ଭାରତ-ଚୀନ ମଧ୍ୟରେ ୨୯ତମ କୂଟନୈତିକ ବୈଠକ
ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ୨୯ତମ କୂଟନୈତିକ ବୈଠକ ଅନୁଷ୍ଠିତ। ସୀମା ବିବାଦ ମଧ୍ୟରେ LACରେ ଶାନ୍ତି ପାଇଁ ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି।ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୂଚନା!-->…