Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ବିଜେପି କର୍ମୀଙ୍କ ସହ ପୁଲିସର ମୁହାଁମୁହିଁ, ଲାଠିଚାର୍ଜ
କୋଲକାତା: ଶାଜାହାନ ଶେଖ୍ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ମହିଳାଙ୍କୁ ଯୌନ ନିର୍ଯାତନାକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ସମୟରେ ଉତ୍ତେଜନା ବଢ଼ିବା ପରେ ଦଙ୍ଗା ପ୍ରଭାବିତ ସନ୍ଦେଶଖାଲିରେ ପୁଲିସ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।ବିକ୍ଷୋଭ ସମୟରେ ପୁଲିସ!-->…
ନିର୍ବାଚନ କମିଶନର ନିଯୁକ୍ତି ଆଇନ ଉପରେ ରୋକ୍ ଲଗାଇବାକୁ ପୁଣିଥରେ ମନା କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ନିର୍ବାଚନ କମିଶନର ନିଯୁକ୍ତିକୁ ନେଇ ବିବାଦୀୟ ନୂଆ ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମ୍କୋର୍ଟ ଆଜି ଦ୍ୱିତୀୟ ଥର ପାଇଁ ମନା କରିଦେଇଛନ୍ତି। ତେବେ ଅଦାଲତ ଏହି ଆବେଦନକୁ ଏହି ପ୍ରସଙ୍ଗରେ ବିଚାରାଧୀନ ମାମଲା ତାଲିକାରେ ଯୋଡ଼ିଛନ୍ତି ଏବଂ ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ!-->…
ଆଜି ପ୍ରତ୍ୟେକ କ୍ଷେତ୍ରରେ ୟୁଏଇ ଓ ଭାରତ ମଧ୍ୟରେ ସହଯୋଗିତା ରହିଛି : ମୋଦୀ
ଦୁବାଇ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇ ଆବୁଧାବିରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ୟୁନାଇଟେଡ୍ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଉପସ୍ଥିତ ରହି ମୋଦୀଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର!-->…
ଚାଷୀଙ୍କ ବିରୋଧକୁ ଦେଖି ସର୍ବସାଧାରଣଙ୍କ ପାଇଁ ଲାଲକିଲ୍ଲା ସିଲ
ନୂଆଦିଲ୍ଲୀ: ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୁଲିସ ଓ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା କାରଣରୁ ଐତିହାସିକ ଲାଲକିଲ୍ଲାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ସୋମବାର ବିଳମ୍ବିତ!-->…
ରାଜ୍ୟସଭା ପାଇଁ ବୁଧବାର ମନୋନୟନ ପତ୍ର ଦାଖଲ କରିବେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ବିଜେପି ସମେତ ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଏହି ନିର୍ବାଚନର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି ଯେ କଂଗ୍ରେସ ସାଂସଦ!-->…
ସମାଜବାଦୀ ପାର୍ଟିର ମହାସଚିବ ପଦ ଛାଡ଼ିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିନା ପଦବୀରେ ମଧ୍ୟ ସେ ଦଳ ପାଇଁ କାମ ଜାରି ରଖିବେ ବୋଲି କହିଛନ୍ତି। ସପା ମୁଖ୍ୟଙ୍କୁ ପଠାଯାଇଥିବା ଏକ ଚିଠିରେ ମୌର୍ଯ୍ୟ ଲେଖିଛନ୍ତି ଯେ ମୁଁ ସମାଜବାଦୀ ପାର୍ଟିରେ!-->…
‘ଦାବି ପୂରଣ ନହେବା ଯାଏଁ ହଟିବୁନି, ଆଣିଛୁ ୬ ମାସର ରାସନ’
ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ କରିବାକୁ ରାଜଧାନୀ ଅଭିମୁଖେ ବାହାରିଛନ୍ତି। ଏହାରି!-->…
ବିଜେପିରେ ମିଶିଲେ ଅଶୋକ ଚୌହାନ
ମୁମ୍ବାଇ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟ୍କା। ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି!-->…
ସ୍ଥିତି ଅଣାୟତ୍ତ, ବ୍ୟାରିକେଡ୍ ଭାଙ୍ଗିବା ସହ ପଥରମାଡ଼ କଲେ ଚାଷୀ
ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଆଜିଠୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ ୨.୦। ପଞ୍ଜାବ ଓ ହରିଆଣାର ବିଭିନ୍ନ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ଏହାରି ଭିତରେ ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ ହୋଇଛି। ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛି। ସିମେଣ୍ଟ!-->…
କଂଗ୍ରେସକୁ କହିଲା ଆପ୍ – ନେଲେ ନିଅ ନ ହେଲେ ନାହିଁ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିରୋଧୀ ଇଣ୍ଡିଆ ମେଣ୍ଟ ଠାରୁ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ସେତିକି ଦୂରେଇ ଯାଉଛନ୍ତି। ମମତା ବାନାର୍ଜୀ, ନୀତୀଶ କୁମାର ଏବଂ ଜୟନ୍ତ ଚୌଧୁରୀଙ୍କ ଝଟ୍କା ପରେ ଏବେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ!-->…