Browsing Category

ଦେଶ

ଟିସୁ ପେପରରେ ଆଇଲାଇନର ଜରିଆରେ ସୂଚନା ଲେଖିଥିବା ଚିଠିକୁ ପୁଲିସ କଲା ଜବତ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ସିଇଓ ସୂଚନା ସେଠ(ବେଙ୍ଗାଲୁରୁର ସିଇଓ) ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ‌ରେ ପୁଲିସ ହେପାଜତରେ ରଖିଛି। ମହିଳାଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ ପୁଲିସ୍‌ ହାତରେ ପଡ଼ିଥିବା ବେଳେ ତାଙ୍କ କିଛି ସାମଗ୍ରୀରୁ ଏକ ହାତଲେଖା ଚିଠି…

ଭାରତର ଦୀର୍ଘତମ ସମୁଦ୍ର ସେତୁ ଲୋକାର୍ପିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ଏହା ହେଉଛି ଦେଶର ଦୀର୍ଘତମ ସମୁଦ୍ର ସେତୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଏହାକୁ ନାମିତ କରାଯାଇଛି। ଏହା ମୁମ୍ବାଇ ଓ ନଭି ମୁମ୍ବାଇକୁ ସଂଯୋଗ କରୁଛି।…

ଚଢ଼ାଉ ପାଇଁ ଯାଇଥିବା ବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ୨ ଗିରଫ…

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମେହବୁର ମୋଲ୍ଲାହ ଓ ସୁକଲାମ ସରକାର। ଇଡି ଟିମ୍‌କୁ ଆକ୍ରମଣ କରିବା ପରେ…

ସନ୍ତାନ ପ୍ରସବ କଲା ୯ମ ଶ୍ରେଣୀ ବାଳିକା; ନିଲମ୍ବିତ ହେଲେ ହଷ୍ଟେଲ୍‌ ୱାର୍ଡେନ୍‌

ଚିକ୍କବଲ୍ଲାପୁର: ଜଣେ ୯ମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ କରିବା ପରେ କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଜଣେ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ନିଲମ୍ବନ କରାଯାଇଛି ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ‘ପୋକ୍‌ସୋ’ ମାମଲା ମଧ୍ୟ ରୁଜୁ କରିଥିବା କଥା…

ଚାକିରି ଦୁର୍ନୀତି ମାମଲା; ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ପଶିଲା ଇଡି…

ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ଆଜି ସକାଳୁ ସକାଳୁ ଇଡି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ମନ୍ତ୍ରୀଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ। ଆଜି…

ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ସିନେମାର ୨୪ ବର୍ଷୀୟ ଅଭିନେତ୍ରୀ ମୃତ…

ତ୍ରୁଜିଲୋ: ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ମୃତା ଅଭିନେତ୍ରୀ ହେଉଛନ୍ତି, ପେରୁରେ…

ଯୋଗୀଙ୍କ କଡ଼ା ନିର୍ଦ୍ଦେଶ; ୨୨ରେ ବନ୍ଦ ରହିବ ରାଜ୍ୟର ସବୁ ମଦ ଦୋକାନ…

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। ସମଗ୍ର ରାଜ୍ୟରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଉକ୍ତ ଦିନ ଅର୍ଥାତ ୨୨…

ବିମାନ ବନ୍ଦରରୁ ଗିରଫ ହେଲେ ୪୦ କୋଟି ଟଙ୍କା ମୂଲ୍ୟର ‘କୋକେନ୍‌’ ରଖିଥିବା ୨୧ ବର୍ଷୀୟ ଯୁବତୀ

ମୁମ୍ବାଇ: ‘କୋକେନ୍‌’ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଆଜି ମହାରାଷ୍ଟ୍ରର ମୁମ୍ବାଇ ବିମାନ ବନ୍ଦରରେ ଥାଇଲାଣ୍ଡ୍‌ର ଜଣେ ୨୧ ବର୍ଷୀୟ ତରୁଣୀଙ୍କୁ ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ’ (ଡିଆର୍‌ଆଇ) ଗିରଫ କରିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।…

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ‘ଏକ୍ସ୍‌’ରେ ସେୟାର୍‌ କରିଥିବା ‘ୟୁଟ୍ୟୁବ୍‌’ ଅଡିଓ…

ବଳାତ୍କାର ଅଭିଯୋଗରେ ବନ୍ଧା ହେଲେ ନେପାଳର ‘ବୁଦ୍ଧ ବୟ’

କାଠମାଣ୍ଡୁ : ନେପାଳରେ ‘ବୁଦ୍ଧ ବୟ’ ନାମରେ ଖୁବ ପରିଚିତ ଆଧ୍ୟାତ୍ମିକ ନେତା ରାମ ବାହାଦୁର ବୋମଜନଙ୍କୁ ବାନ୍ଧିଛି ପୁଲିସ୍‌। ବହୁ ଲୋକ ତାଙ୍କୁ ବୁଦ୍ଧଙ୍କ ଅବତାର ମାନୁଥିବା ବେଳେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ‘ବୁଦ୍ଧ ବୟ’ଙ୍କ ନାଁରେ ବଳାତ୍କାର ପରି…