Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଫ୍ରାନ୍ସରୁ ଫେରିଲେ ୨୭୬ ଭାରତୀୟ…
ଫ୍ରାନ୍ସରେ ଅଟକ ବିମାନ ୪ ଦିନ ପରେ ଶେଷରେ ଭାରତ ମାଟିରେ ପହଞ୍ଚିଛି। ଗତକାଲି ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ବିମାନ ଆଜି ଭୋରରୁ ମୁମ୍ବାଇରେ ଲ୍ୟାଣ୍ଡ କରିଛି।
୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ମାନବଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ଥିଲା।…
ଜୀବନ ଯୁଦ୍ଧରେ ହାରିଗଲେ ସେନା ଅଧିକାରୀ, ୮ ବର୍ଷ ହେଲା କୋମାରେ ଥିଲେ…
ଦୀର୍ଘ ୮ ବର୍ଷ ହେଲା ଜୀବନ ସହ ଲଢ଼େଇ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସିଂହ ନାଟ୍ଟ ଶେଷରେ ହାରି ଯାଇଛନ୍ତି। ଟେରିଟୋରିଆଲ ଆର୍ମି(ଟିଏମ) ପାଇଁ କାମ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ୨୦୧୫ରୁ କୋମାରେ ରହିଥିଲେ।
ଜମ୍ମୁ-କଶ୍ମୀରର କୁପୱାଡାରେ ସେନା…
‘ହିନ୍ଦୁ ଧର୍ମ ନୁହେଁ ଧୋକା, କିଛି ଲୋକଙ୍କ ପାଇଁ ଏହା ଧନ୍ଦା’…
‘ହିନ୍ଦୁ ଧର୍ମ ନୁହେଁ ଧୋକା। ଏହା କିଛି ଲୋକଙ୍କ ପାଇଁ ଧନ୍ଦା।’ ହିନ୍ଦୁ ଧର୍ମକୁ ନେଇ ପୁଣି ଥରେ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଅଖିଲେଶ ଯାଦବଙ୍କ ଚେତାବନୀ ପରେ ମଧ୍ୟ ସୁଧୁରି ନାହାନ୍ତି ଏହି ନେତା। ଏବେ…
ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗିଗଲା ବାହାଘର…
ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗି ଯାଇଛି ବାହାଘର। ବର ପକ୍ଷ ଲୋକ ମଟନ ସୁପ ନ ପାଇବାରୁ ଭାଙ୍ଗି ଦେଇଛନ୍ତି ବାହାଘର। କନ୍ୟା ଘର ଲୋକଙ୍କ ସହ ସେମାନେ ମଟନ ସୁପ ପାଇଁ ଝଗଡ଼ା ମଧ୍ୟ କରିଛନ୍ତି। କନ୍ୟା ଘର ପ୍ରସ୍ତୁତ କରିଥିବା ଆମିଷ ମେନ୍ୟୁରେ ଛେଳି ହାଡ଼ ରସରେ ପ୍ରସ୍ତୁତ…
ମହାରାଷ୍ଟ୍ରରେ କରୋନା ନୂଆ ଭାରିଏଣ୍ଟ, ଆଉ ୯ JN.1 ସଂକ୍ରମିତ ଚିହ୍ନଟ
ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍-ଭାରିଏଣ୍ଟ ଜେଏନ୍.୧। ୯ ଜଣ ଏହି ସବ୍…
ନ୍ୟୁଜକ୍ଲିକ ମାମଲା: ରାଜସାକ୍ଷୀ ହେବେ ଏଚ୍ଆର ମୁଖ୍ୟ…
ନ୍ୟୁଜକ୍ଲିକର ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ରାଜସାକ୍ଷୀ ବନିବାକୁ ଚାହୁଁଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ ମାମଲା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସପକ୍ଷରେ ରହିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଗୋଟିଏ କୋର୍ଟରେ ଗୋଟିଏ ଆବେଦନ କରି ରାଜସାକ୍ଷୀ ବନିବାକୁ…
ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ବେଳେ ନିଜକୁ ଗୁଳି କରିଦେଲେ…
ଭିଡିଓ କଲ୍ ବେଳେ ନିଜକୁ ନିଜେ ଗୁଳି କଲେ ଜଣେ ବ୍ୟକ୍ତି। ମଧ୍ୟରାତ୍ରରେ ବ୍ୟକ୍ତି ଜଣଙ୍କ ରାଗି ଯାଇଥିବା ପତ୍ନୀଙ୍କୁ ଫୋନରେ ବୁଝାଉଥିଲେ। କିନ୍ତୁ ହଠାତ୍ ଭିଡିଓ କଲ ମଝିରେ ହିଁ ସ୍ୱାମୀ ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଛନ୍ତି।
ବିହାରର ଜାମୁଇ ଜିଲକଲା ଅନ୍ତର୍ଗତ…
୫୬ ବର୍ଷ ବୟସରେ ସୁରାଙ୍କୁ ଦ୍ବିତୀୟ ବିବାହ କଲେ ଅର୍ବାଜ୍…
ମୁମ୍ବଇ : ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅର୍ବାଜ ଖାନ ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି। ସେ ରବିବାର ସନ୍ଧ୍ୟାରେ ମେକ୍ଅପ୍ ଆର୍ଟିଷ୍ଟ ସୁରା ଖାନ୍ (୪୧) ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅର୍ବାଜଙ୍କ ଭଉଣୀ ଅର୍ପିତା…
ଗୁଜୁରାଟର ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା…
ନୂଆଦିଲ୍ଲୀ: ଡିସେମ୍ବର ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହେବା ସହ ମହାରାସ ପରିବେଷଣ କରିଛନ୍ତି।
ବନାସୁରଙ୍କ କନ୍ୟା ତଥା ଭଗବାନ ଶ୍ରୀକୃଷ୍ଣଙ୍କ ବୋହୂ…
ବିଜେପି ସାଂସଦଙ୍କ ଭାଇ ନାଁରେ କାଠ ଚୋରି ମାମଲା…
ଆଇନ ଜାଲରେ ଫସିଲେ ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲରେ ଟାର୍ଗେଟ୍ରେ ଥିବା ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଭାଇ। କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ପ୍ରାୟ ୧୨୦ଟି ଗଛ କାଟି ଦେଇଥିବା ନେଇ ବିକ୍ରମ ସିମ୍ହା…