Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଯୁଦ୍ଧ ଚାଲିବ: ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରୀ
ଜେରୁଜେଲମ୍: ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ବୁଧବାର ଦିନ ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ କହିଛନ୍ତି।
ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ,…
୧୭ ବର୍ଷୀୟ ପାଳିତା ଝିଅ ନିଖୋଜ; ଶାଢ଼ିରେ ଫାଶୀ ଦେଇ ଜୀବନ ହାରିଲେ କଳାକାର ଦମ୍ପତି…
ଉଡୁପୀ: କର୍ଣ୍ଣାଟକର ଉଡୁପୀ ଜିଲ୍ଲା ଅନ୍ତର୍ଗତ କୌପ୍ ତାଲୁକ ଅଞ୍ଚଳର ମାଜୂର ଗାଁସ୍ଥିତ କରନଡାଡିରେ ଥିବା ବାସଭବନରୁ ୧୭ ବର୍ଷୀୟ ପାଳିତା ଝିଅ ନିଖୋଜ ହୋଇଯିବାରୁ ମଙ୍ଗଳବାର ରାତିରେ ଏକ କଳାକାର ଦମ୍ପତି ଆତ୍ମହତ୍ୟା କରିଛନ୍ତି।
ମଙ୍ଗଳବାର ରାତି ୧୧.୨୦ରୁ ୧୨.୩୦…
ଦୈହିକ ସମ୍ପର୍କ ଲାଗି ମନା କରିବାରୁ ‘ଲିଭ୍-ଇନ୍’ ପାର୍ଟନର୍ଙ୍କୁ କଇଁଚିରେ ଭୁସି ହତ୍ୟା କଲେ ଯୁବକ…
ଇନ୍ଦୋର: ଦୈହିକ ସମ୍ପର୍କ ଲାଗି ଅରାଜି ହେବାରୁ ୨୦ ବର୍ଷୀୟ ‘ଲିଭ୍-ଇନ୍’ ପାର୍ଟନର୍ଙ୍କୁ କଇଁଚିରେ ଭୁସି ହତ୍ୟା କରିଥିବା ଜଣେ ଯୁବକଙ୍କୁ ବୁଧବାର ଦିନ ଇନ୍ଦୋର୍ରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
‘ଇନ୍ଷ୍ଟାଗ୍ରାମ୍’ରେ ବନ୍ଧୁତ୍ବ ନିବିଡ଼ ହେବା ପରେ…
‘ସେଲ୍ଫି’ ଉଠାଇଲା ବେଳେ ଆକ୍ରମଣ କଲା ସିଂହ; ଗୁରୁତର ଆହତ ହେଲେ ୨୦ ବର୍ଷିୟ ଯୁବକ
ଲାହୋର୍: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିଂହ ସହିତ ସେଲ୍ଫି ଉଠାଇବାକୁ ଉଦ୍ୟମ କରିଥିବା ଜଣେ ୨୦ ବର୍ଷିୟ ଯୁବକ ତା’ର ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି।
ପୁଲିସ କହିଛି,ଲାହୋରରୁ ପ୍ରାୟ ୨୦୦ କିଲୋମିଟର୍ ଦୂର ସାର୍ଗୋଧା…
ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ଗଠିତ କମିଟି ଓ ମନ୍ତ୍ରୀଙ୍କ ସହ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସଂସଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସେପଟେ ଘଟିଥିବା ତ୍ରୁଟିର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ…
‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’
ନୂଆଦିଲ୍ଲୀ : ‘ମାସିକ ଋତୁସ୍ରାବ ମହିଳା ତଥା ଯୁବତୀଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ। ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା ନାହିଁ।’ ସମଗ୍ର ଦେଶରେ…
ଲୋକସଭା ସୁରକ୍ଷା ଭଙ୍ଗ ଘଟଣା; ୮ କର୍ମଚାରୀ ନିଲମ୍ବିତ
ନୂଆଦିଲ୍ଲୀ : ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ। ଗତକାଲି ହଠାତ୍ ସଂସଦ ଭବନକୁ ପଶି ଦୁଇ…
ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା; ତାତିଲେ ବିରୋଧୀ, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ : ଗତକାଲି ସଂସଦ ର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସାଂଘାତିକ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ଏହା ପ୍ରତିବାଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ…
ମାଷ୍ଟରମାଇଣ୍ଡ ଲଳିତ ଏବେ ବି ଫେରାର, ଆସିଲା ନୂଆ ତଥ୍ୟ…
ନୂଆଦିଲ୍ଲୀ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ସାଂଘାତିକ ତ୍ରୁଟିକୁ ଗୁରୁତର ଭାବେ ନେଇଛନ୍ତି ସରକାର। ଦୁଇ ଜଣ ଯୁବକ ସଂସଦ ଭିତରେ ସ୍ମୋକ ଆଟାକ କରିଥିବା ବେଳେ ଆଉ ଜଣେ ମହିଳା ଓ ଯୁବକ ସଂସଦ ବାହାରେ ବିକ୍ଷୋଭ କରିଥିଲେ।
ବେକାରୀ, ସମ୍ବିଧାନ ସୁରକ୍ଷା ଓ ଯୁବ…
ଉଚ୍ଛୃଙ୍ଖଳ ଆଚରଣ ଯୋଗୁଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ତୃଣମୂଳ ସାଂସଦ ଡେରେକ୍ ଓ’ବ୍ରାୟନ୍
ନୂଆଦିଲ୍ଲୀ: ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ଚଳିତ ଅଧିବେଶନର ବାକି ଦିନ ସବୁ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ’ବ୍ରାୟନ୍ଙ୍କୁ ନିଲମ୍ବନ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଆଜି ରାଜ୍ୟସଭାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ…