Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବାକୁ ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ…
ତାମିଲନାଡୁର ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଆଜି ରାଜ୍ୟପାଳ ଆରଏନ ରବିଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟପାଳ ରବି ରାଜ୍ୟ ବିଧାନସଭାରେ ପାରିତ ବିଲ୍ ଉପରେ ମୋହର ମାରିବାରେ ବିଳମ୍ବିତ କରୁଛନ୍ତି।
ଏଥିପାଇଁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ…
୪୫ ସ୍କୁଲକୁ ବୋମା ବିସ୍ଫୋରଣ ଧମକ: ସର୍ଚ୍ଚ ଅପରେସନ ଜାରି…
କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ବୋମା ଆତଙ୍କ। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ। ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।
ପୁଲିସ୍ ସହ ଅନ୍ୟ ସୁରକ୍ଷା ଏଜେନ୍ସି ଓ…
ନବନିର୍ବାଚିତ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇବା ମୁଡରେ କଂଗ୍ରେସ…
ତେଲେଙ୍ଗାନାରେ କେସିଆରଙ୍କ ଶାସନରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଫେଲ ମାରିବ ବିଜେପିର ସବୁ ରଣନୀତି। ବାଜିମାରିବ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକଜିଟ୍ ପୁଲରେ ଏପରି ଆକଳନ କରାଯିବା ପରେ ସବୁ ଦଳର ହୃଦସ୍ପନ୍ଦନ ବଢ଼ି ଯାଇଛି।…
୫ ବର୍ଷରେ ୨୦ ଥର ଭୁଶୁଡିଛି ଉତ୍ତରକାଶୀ ସିଲ୍କିଆରା ସୁଡ଼ଙ୍ଗ….
ପୂରା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସିଲ୍କିଆରା-ବାରକୋଟ ଟନେଲ ପ୍ରଥମ କରି ଭୁଶୁଡି ନଥିଲା, ଏହାପୂର୍ବରୁ ୫ ବର୍ଷରେ ୨୦ ଥର ଭୁଶୁଡି ପଡ଼ିଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।…
ପୁଲୱାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ…
ଜମ୍ମୁ କଶ୍ମୀର ସୀମାରେ ସଫା ହେଲା ଆଉ ଜଣେ ଆତଙ୍କବାଦୀ। ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ଅଧିକାରୀମାନେ କହିଛନ୍ତି ଯେ, ଗତକାଲି…
୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି…
ନେତାଙ୍କ ଘରୁ ମିଳିଲା ନବଜାତ, ମରି ଯାଇଥିବା କହିଥିଲେ ଡାକ୍ତର
ସାମାନ୍ୟ ଟଙ୍କା ପାଇଁ ଡାକ୍ତର ସାଜିଲେ ଦଲାଲ । ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ। ହେଲେ ମା’ର ମନ ବୁଝିଲା ନାହିଁ। ପୁଲିସ୍ ଏହି ଘଟଣାର ତନଘନା କରି ସ୍ଥାନୀୟ କାଉନସିଲରଙ୍କ ଘରୁ ନବଜାତକୁ…
ରେଷ୍ଟୁରାଣ୍ଟ ଖାଦ୍ୟକୁ ମନା କଲେ ସ୍ୱାମୀ, ଜୀବନ ନେଇଗଲେ ପତ୍ନୀ…
ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାକୁ ମନ ବଳାଇଥିଲେ ପତ୍ନୀ। ମାତ୍ର କଥାକୁ ଏଡ଼ାଇଗଲେ ସ୍ୱାମୀ। ଏଥିରେ ଉତ୍କ୍ଷିପ୍ତ ହୋଇ ପତ୍ନୀଜଣକ ରକ୍ତମୁଖା ପାଲଟିଗଲେ। ଆଉ ନିଜ ହାତରେ ନିର୍ମମ ଭାବେ ନିଜ ସ୍ୱାମଙ୍କ ହତ୍ୟା କଲେ। ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛି ଦେଇଥିଲେ ବି…
ଶରଦ ପାଓ୍ବାରଙ୍କ ଇସ୍ତଫା ଏକ ନାଟକ ଥିଲା : ଅଜିତ
ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ତାଙ୍କ ଚାଚା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାରଙ୍କ ସଭାପତି ପଦରୁ ଇସ୍ତଫା ଦେବା ଏକ ନାଟକ ଥିଲା ।…
ଭାରତ ଫେରିଥିବା ଅଞ୍ଜୁଙ୍କ ପତ୍ତା ମିଳୁନି…
ନିଜ ପିଲାଙ୍କୁ ସାକ୍ଷାତ କରିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସ୍ପେନ୍ସ। ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ ନିଜ ବାପ ଘରକୁ ବି ଯାଇ…