Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସେତେ ଗୁରୁତର ରୋଗ ହୋଇନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଙ୍ଗ ମାମଲାରେ ଗିରଫ ହୋଇଥିବା ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଆଜି ଝଟକା ଲାଗିଛି | ବାସ୍ତବରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଚିକିତ୍ସା ଆଧାରରେ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି…
ମୁସଲିମ ବହୁଳ ଅଂଚଳରେ ଶୁକ୍ରବାର ସ୍କୁଲ ଛୁଟି, ରାମନବମୀ, ଜନ୍ମାଷ୍ଟମୀ ଛୁଟି ବାତିଲ…
ପଟନା: ବିହାର ଶିକ୍ଷା ବିଭାଗର ଏକ ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିହାର ସରକାର ଶୁକ୍ରବାର ଦିନ ଉର୍ଦ୍ଦୁ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି, ଅର୍ଥାତ୍ ଯେଉଁ ଅଞ୍ଚଳରେ ଅଧିକ ମୁସଲମାନ ଜନସଂଖ୍ୟା ରହିଛି ଅର୍ଥାତ୍ ସେମାନଙ୍କ…
ତୁମେ କଣ, ତୁମ ବାପା ବି ରୋକିପାରିବେନି, ହାଇଦ୍ରାବାଦ ଆମର: ଓୱେସି
ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମଧ୍ୟରେ ବୟାନ ବିବାଦ ଲାଗି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳର ନେତାମାନେ ଏଆଇଏମଆଇଏମକୁ ବିଜେପିର ବି ଦଳ ବୋଲି…
୧୦ ଲକ୍ଷ ଟଙ୍କା ପାଇଁ ଅପହରଣ କରାଯାଇଥିଲା, କିନ୍ତୁ ପରିତ୍ୟକ୍ତ ପଡ଼ିଆରୁ ନାବାଳିକା ଉଦ୍ଧାର…
କେରଳର ପୋୟାପ୍ପାଲୀରୁ ଅପହରଣ ହୋଇଥିବା ନାବାଳିକା ଶେଷରେ ଉଦ୍ଧାର ହୋଇଛି। ପ୍ରାୟ ୨୧ ଘଣ୍ଟା ତଳେ ୬ ବର୍ଷର ଝିଅକୁ କିଛି ଲୋକ ଅପହରଣ କରି ନେଇଥିଲେ। ଏଥିସହ ତାଙ୍କୁ ଛାଡ଼ିବା ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ।
ପରିବାର ଲୋକ ଓ ପୁଲିସ୍…
ହିନ୍ଦୁସ୍ତାନ ଉପରେ ରାଜ କରିବେ ତେଲୁଗୁ ଲୋକ: ମନ୍ତ୍ରୀ ମଲା ରେଡ୍ଡୀ
ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଆନିମଲ ଆସନ୍ତା ମାସ ୧ ତାରିଖରେ ପରଦାକୁ ଆସିବ। ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେବ। ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।…
ମହାତ୍ମା ଗାନ୍ଧୀଙ୍କୁ ମୋଦିଙ୍କ ସହ ତୁଳନା କରି ବିବାଦରେ ଉପରାଷ୍ଟ୍ରପତି…
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦୀୟ ହୋଇପଡିଛନ୍ତି। ସେ ଗାନ୍ଧୀଙ୍କୁ ଗତ ଶତାବ୍ଦୀର ମହାପୁରୁଷ ଏବଂ ମୋଦିଙ୍କୁ ଯୁଗପୁରୁଷ ବୋଲି କହିଛନ୍ତି। ଧନଖଡଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି…
ଆତ୍ମହତ୍ୟା କଲେ ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀ
ଝୁଲି ପଡ଼ିଲେ ଭାରତୀୟ ନୌସେନା ପାଇଁ ଅଗ୍ନିବୀରର ଟ୍ରେନିଂ ନେଉଥିବା ଯୁବତୀ। ଜଣେ ୨୦ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇରେ ଏହି ଘଟଣା ଘଟିଛି। ମଙ୍ଗଳବାର ଏନେଇ ପୁଲିସ ସୂଚନା ଦେଇଛି।
ମୁମ୍ବାଇ ପୁଲିସ ମୁତାବକ, ମୃତ ଯୁବତୀ ଜଣକ ହେଲେ ଅପର୍ଣ୍ଣା ନାୟର୍।…
ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ୪ ସାଙ୍ଗ, ଏକ ସଙ୍ଗେ ପିଇଦେଲେ ବିଷ…
ଜୀବନ ହାରିବାକୁ ଏକସଙ୍ଗେ ନିଷ୍ପତ୍ତି ନେଲେ ୪ ସାଙ୍ଗ । ଏପରିକି ଏଥିନିମନ୍ତେ ଏକ ସଙ୍ଗେ ବିଷ ବି ପିଇଦେଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୨ ଜଣ ଏବେ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ୨ ଭଉଣୀ…
ଲିଫ୍ଟ ଛିଡ଼ି ୧୧ ଶ୍ରମିକ ମୃତ, ୭୫ ଆହତ
ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଅଘଟଣ। ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକ ପ୍ରାଣ ହରାଇ ଥିବାବେଳେ ୭୫ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ଲିଫ୍ଟରେ ଯିବା ସମୟରେ ଏହି ଅଘଟଣ ଘଟିଛି।
ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ…
ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର…
ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ।
ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏସବୁ ଭିତରେ…