Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେସିଆରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କଲେ ମୋଦି…
ତେଲେଙ୍ଗାନାରେ ବିଜେପିର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ କ୍ଷମତାସୀନ ବିଆରଏସ ଉପରେ ବର୍ଷିଛନ୍ତି। ଉଭୟ ଦଳ ସମାନ ପାପୀ ଓ ଉଭୟ ରାଜ୍ୟଙ୍କୁ ଧ୍ୱଂସ କରିଦେଇଛନ୍ତି।
ବିଆରଏସ୍ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହଟାଇବାକୁ ହେଲେ…
ବରଯାତ୍ରୀଙ୍କ ଷ୍ଟଣ୍ଟ ନିଶା, ଗଣିଲେ ୪ ଲକ୍ଷ ଫାଇନ୍…
ଷ୍ଟଣ୍ଟ ଦେଖାଇଲେ ବରଯାତ୍ରୀ। ବିଚ୍ ରାସ୍ତାରେ ଗାଡ଼ି ଉପରେ ଚଢ଼ି ଉଡାଇଲେ ପୁଳା ପୁଳା ଟଙ୍କା। କେବଳ ସେତିକି ନୁହେଁ ବଜାଇଲେ ଜୋରଦାର ସାଇରନ୍। ଏଭଳି କରିବା ଏବେ ଏହି ବରଯାତ୍ରୀଙ୍କୁ ମହଙ୍ଗା ପଡିଛି। ବରଯାତ୍ରୀ ଷ୍ଟଣ୍ଟ ନିଶା ଉତାରି ଦେଇଛି ପୁଲିସ। କନ୍ୟା ଆଣିବାକୁ…
ଗୌତମ ସିଂଘାନିଆ ମୋତେ ବିନା ଖାଦ୍ୟ ଓ ପାଣିରେ ପାହାଚ ଚଢ଼ି ତିରୁପତି ଦର୍ଶନ ଲାଗି ବାଧ୍ୟ କରିଥିଲେ: ନୱାଜ ମୋଦୀ…
ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନୱାଜ୍ ମୋଦୀଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ବେଳେ ସଂପ୍ରତି ଏକ ନୂଆ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି। ଯେଉଁଥିରେ ମୋଦୀ, ବିନା…
ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ…
ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ଯାହାର ହାତ ଧରି ସାତ ଜନ୍ମର ସାଥୀ କରିଥିଲେ, ତାକୁ ହିଁ ଶେଷରେ ହତ୍ୟା କରିଛି। ସ୍ତ୍ରୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ସ୍ୱାମୀ ଜଣକ ଘଟାଇଛି ନର୍ମମ ହତ୍ୟାକାଣ୍ଡ। ଘର ଭିତରେ ଥିବା ବେଲଚାରେ ପତ୍ନୀଙ୍କୁ ଏକାଧିକ ଥର ଆକ୍ରମଣ କରି…
ବାହାରିଲା ଅଗର ମେସିନ୍ର ଭଗ୍ନାଂଶ…
ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ। ଏହାକୁ ସମସ୍ତେ ଅପେକ୍ଷା କରି ରହିଛିନ୍ତି। ଏହାରି ଭିତରେ ରେସ୍କ୍ୟୁ ଟିମ୍କୁ ମିଳିଛି ଏକ ବଡ଼ ସଫଳତା। ଟନେଲ ଭିତରେ ଫଶି ରହିଥିବା ଆମେରିକା ଅଗର ମେସିନ୍ର ବ୍ଲେଡ୍କୁ ବାହାର କରାଯାଇଛି। ପ୍ଲାଜମା କଟର୍ରେ କାଟି ଏହି…
ତିନି ଛୁଆଙ୍କୁ ବିଷ ଦେଇ ଝୁଲିପଡିଲେ ଦମ୍ପତି…
କର୍ଣ୍ଣାଟକର ତୁମକୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଖଟ ଉପରେ ପଡିଛି ତିନି ପିଲାଙ୍କ ମୃତଦେହ। ଛୁଆମାନଙ୍କୁ ମାରିବା ପରେ…
KCRଙ୍କୁ ଝଟ୍କା, ନିର୍ବାଚନ ପୂର୍ବରୁ ‘ରୟତୁ ବନ୍ଧୁ’ ଯୋଜନା ସ୍ଥଗିତ…
ଆସନ୍ତା ୩୦ ତାରିଖରେ ତେଲେଙ୍ଗାନାର ସମସ୍ତ ୧୧୯ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଜେପି, କଂଗ୍ରେସ ଓ ବିଆର୍ଏସ୍ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ଜୋରସୋର୍ରେ ଲାଗି ପଡିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.…
ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରାଘାତରେ ୨୦ ମୃତ…
ଗୁଜରାଟରେ ଅଦିନିଆ ମେଘ ସାଙ୍ଗକୁ ପ୍ରବଳ ଘଡଘଡି। ବଜ୍ରାଘାତରେ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା…
ସେନାକୁ ମିଳିବ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି ଲଢୁଆ…
AI ଫଟୋ ଏଡିଟ୍ ଟୁଲରେ ତିଆରି ହୋଇପାରେ ପର୍ଣ୍ଣୋଗ୍ରାଫି ଚିତ୍ର
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସ୍ତୁତ ଫଟୋକୁ ନେଇ ଏବେ ସବୁଠି ଚିନ୍ତା। ବିନା ଅନୁମତିରେ ଏବେ ଯେକେହି ଯେକୌଣସି ବ୍ୟକ୍ତିଙ୍କ ଫଟୋକୁ ମନ ମୁତାବକ ଏଡିଟ୍ କରି ପକାଉଛନ୍ତି। ଯେଉଁଥିରେ ଅସଲ ଓ ନକଲ ମଧ୍ୟରେ ଫରକ ଜାଣିବା ବି କଷ୍ଟକର। ଏହାରି ମଧ୍ୟରେ ନିକଟରେ ଏକ…