Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେସିଆରଙ୍କୁ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପାଇଁ କଂଗ୍ରେସ-ବିଆରଏସ ମଧ୍ୟରେ ହୋଇଛି ଡ଼ିଲ: ଅମିତ ଶାହା
ହାଇଦ୍ରାବାଦ: ନଭେମ୍ବର ୩୦ ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଆଉ ଏଥିପାଇଁ ଏବେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି | ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମକତଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଶାହା ବିଆରଏସ ସରକାର ଉପରେ ଆକ୍ରମଣ…
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ…
ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍. ସୋମନାଥ ଏହା କହିଛନ୍ତି। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଉତ୍କ୍ଷେପଣ ହୋଇଥିଲା ‘ଆଦିତ୍ୟ- L1’, ଯାହା ବର୍ତ୍ତମାନ ନିଜର ଶେଷ…
ରେସ୍କ୍ୟୁରେ ସାମିଲ ହେବ ସେନା, ଆସିଲା ପ୍ଲାଜମା କଟର୍…
ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଫଶି ରହିଥିବା ଅଗର ମେସିନର…
ଦଳିତ ନାବାଳକକୁ ପରିସ୍ରା ପିଆଇ ନିର୍ଧୁମ ପିଟିଲେ ଲୋକେ….
ଅତ୍ୟନ୍ତ ନିର୍ମମ ଆଉ ନୃଶଂସ। ଟପିଗଲେ ସବୁ ସୀମା। ଭୁଲିଗଲେ ମଣିଷ ପଣିଆ। ଦଳିତ ନାବାଳକଙ୍କୁ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କୁ ପରିସ୍ରା ପାଇବାକୁ ମଧ୍ୟ ବାଧ୍ୟ କଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ।
ଉତ୍ତରପ୍ରଦେଶର ଜୌନପୁର…
୨୬/୧୧ ଆକ୍ରମଣକୁ ପୂରିଲା ୧୫ ବର୍ଷ, ଆତଙ୍କବାଦୀଙ୍କ ଗୁଳିରେ ଯାଇଥିଲା ୧୬୬ ଜୀବନ…
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୧୫ ବର୍ଷ। ଆଜି ଏହି ଅବସରରେ ମନ କି ବାତ୍ କାର୍ଯ୍ୟକ୍ରମରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକ୍ରମଣରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୫ ବର୍ଷ ତଳେ…
ଡାକ୍ତରଖାନାକୁ ପ୍ରସ୍ତୁତ ରଖ; ଚୀନ୍ରେ ବ୍ୟାପୁଥିବା ଶ୍ୱାସକ୍ରିୟାଜନିତ ରୋଗ ପାଇଁ ସତର୍କ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ: ଉତ୍ତର ଚୀନ୍ରେ ଏଚ୍୯ଏନ୍୨ ମାମଲା ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ଆରମ୍ଭ ହୋଇଛି। ଏନେଇ ସତର୍କ ହୋଇଛନ୍ତି ଭାରତ ସରକାର। ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ…
ଦଳର ପ୍ରତିଷ୍ଠା ଦିବସରେ ମନୀଷ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି: ଅରବିନ୍ଦ କେଜ୍ରିୱାଲ…
ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ। ଏନେଇ ଆପ୍ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତି ଦେଇଛନ୍ତି।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ ସେ…
ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ; ଭୋଟ୍ ଦେଇ ନୂଆ ରେକର୍ଡ କରନ୍ତୁ: ରାଜସ୍ଥାନ ଭୋଟର୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ…
ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଭୋଟର୍ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେମାନେ ମତଦାନ ଅଧିକାର ସାବ୍ୟସ୍ତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ନୂଆ ରେକର୍ଡ ସୃଷ୍ଟି…
‘ପନୌତି’ ବନାମ ‘ଫ୍ୟୁଜ ଟ୍ୟୁବ୍ଲାଇଟ୍’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ!-->…
ଝିଅ ଶ୍ବେତା ନନ୍ଦାକୁ ୫୦ କୋଟି ଟଙ୍କାର ଜୁହୁ ବଙ୍ଗଳା ଉପହାର ଦେଲେ ଅମିତାଭ ବଚ୍ଚନ
ମୁମ୍ବାଇ: ଜୁହୁସ୍ଥିତ ୫୦ କୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ବେତା ନନ୍ଦାକୁ ଉପହାର ଦେଇଥିବା କଥା ‘ଦି ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।…