Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ…
ପ୍ରଥମେ ମାଟ୍ରିମୋନିଆଲ୍ ସାଇଟ୍ରେ ହେଲା ଦେଖାସାକ୍ଷାତ। ପରେ ଠିକ୍ ହେଲା ବିବାହ ଆଉ ସରିଲା ନିର୍ବନ୍ଧ। ହେଲେ ବିବାହକୁ ଆଉ କିଛି ଦିନ ବାକି ଥିବା ବେଳେ ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ। ଏଭଳି କିଛି ଘଟଣା ଘଟିଛି ଗାଜିଆବାଦରେ। ପୁଲିସ ଏହି…
ଏୟାର ଇଣ୍ଡିଆ ଉପରେ ପୁଣି ଜୋରିମାନା ଲଗାଇଲା ଡିଜିସିଏ…
ଦେଢ଼ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନ ସେବା କମ୍ପାନୀ ଉପରେ ଜୋରିମାନା ଲଗାଇଛି ଡିଜିସିଏ। ଯାତ୍ରୀମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି। ବିଶେଷ କରି ବିମାନରେ ବିସିବାକୁ ଅନୁମତି ପାଉ…
କାନାଡା ନାଗରିକଙ୍କ ପାଇଁ ସମସ୍ତ ଇ-ଭିସା ସେବା ଆରମ୍ଭ କଲା ଭାରତ
କାନାଡା ନାଗରିକଙ୍କ ପାଇଁ ପୁନଃ ଆରମ୍ଭ ହେଲା ଭାରତ ଇ-ଭିସା ସେବା। ପ୍ରାୟ ଦୁଇମାସର ବିରତି ପରେ ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ…
ନିଜ ବାସଭବନ ସମ୍ମୁଖରେ TMC କର୍ମୀଙ୍କୁ ଗୁଳିକରି ହତ୍ୟା…
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳିକରି ହତ୍ୟା। ନିଜ ବାସଭବନ ସମ୍ମୁଖରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି। ଉତ୍ତର ୨୪ ପରଗନା ଜିଲ୍ଲା ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଗୁଳି କରାଯାଇଛି।
ପୁଲିସର କହିବା ଅନୁସାରେ, ମୃତ…
ପତଞ୍ଜଳୀକୁ ସୁପ୍ରିମକୋର୍ଟଙ୍କ ୧ କୋଟି ଟଙ୍କାର ଫାଇନ ଚେତାବନୀ…
ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳୀ ନିଜର ସାମଗ୍ରୀ ବିକ୍ରି କରିବା ପାଇଁ ଏଲୋପାଥି ମେଡିସିନ ବିରୋଧରେ ବିଜ୍ଞାପନ ଦେଉଛି। ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କମ୍ପାନୀକୁ ୧ କୋଟି ଟଙ୍କା…
ରାଜସ୍ଥାନରେ ଦ୍ଵିତୀୟଥର ଗେହଲୋଟ ସରକାର ହେବ ନାହିଁ : ମୋଦୀ
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ବର୍ତ୍ତମାନ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି ମୋଦୀ ଭବିଷ୍ୟବାଣୀ କରିଛନ୍ତି ଯେ କେବଳ ଏଥର ନୁହେଁ…
ଖଲିସ୍ତାନୀଙ୍କ ବିରୋଧରେ ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଏନଆଇଏର ଚଢଉ…
ନୂଆଦିଲ୍ଲୀ: ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବୁଧବାର ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଚଢ଼ାଉ କରିଛି।
ହରିୟାଣାର କୁରୁକ୍ଷେତ୍ର ଏବଂ ଯମୁନାନଗରରେ ଚଢଉ କରାଯାଇଥିଲା ବୋଲି ଏନଆଇଏ…
OpenAIକୁ ଫେରିବେ ସିଇଓ ସାମ ଅଲ୍ଟମ୍ୟାନ…
OpenAI ପରିଚାଳନା ବିଭାଗରେ ‘ଘଡିକେ ଘୋଡା ଛୁଟୁଛି।’ କମ୍ପାନୀକୁ ଫେରିବେ ପାଞ୍ଚ ଦିନ ତଳରେ ଇସ୍ତଫା ଦେଇଥିବା ସିଇଓ ସାମ ଅଲ୍ଟମ୍ୟାନ। ଏନେଇ କମ୍ପାନୀ ଘୋଷଣା କରିଛି। ଅଲ୍ଟମ୍ୟାନ ପୁନଃ ଯୋଗଦେବା ପରେ ବୋର୍ଡ ସଦସ୍ୟ ରହିବେ ବୋଲି କମ୍ପାନୀ କହିଛି।
ସୂଚନା…
ମୁମ୍ବାଇରୁ ଗିରଫ ହେଲେ ଓଡ଼ିଆ ଯୁବକ…
ମୁମ୍ବାଇ/ଭୁବନେଶ୍ୱର:ମୁମ୍ବାଇ କ୍ରାଇମବ୍ରାଞ୍ଚ ଓଡ଼ିଶାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ତାଙ୍କ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିବା ପରେ ରବିବାର ମୃତ ଦେହକୁ ଏକ…
ନଡା ଜାଳୁଥିବା ଲୋକଙ୍କୁ ଜରିମାନା ସହ ଏମଏସପିରୁ ବଂଚିତ କର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ…