Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତ ହାତରେ ପଡ଼ିଲା ପାକିସ୍ତାନର ଗୁପ୍ତ ବାର୍ତ୍ତା…
ନୂଆଦିଲ୍ଲୀ : ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ପାକିସ୍ତାନୀ ଦୂତାବାସ ଏବଂ ହାଇକମିସନଗୁଡ଼ିକୁ ପଠାଯାଇଥିବା ଏକ ସ୍ୱାକ୍ଷରିତ ଗୁପ୍ତ ବାର୍ତ୍ତାକୁ ଠାବ କରିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ…
ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ପରୀକ୍ଷା କଲା ଭାରତ…
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି। ଭାରତୀୟ ନୌସେନା ଓ ଡିଆରଡିଓ ମଙ୍ଗଳବାର (ନଭେମ୍ବର ୨୧) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନାଭାଲ୍ ଆଣ୍ଟି ସିପ୍ ମିସାଇଲର (ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର)ର ସଫଳ…
ମୋଦିଙ୍କୁ ପରୋକ୍ଷରେ ‘ପନୌତି’ କହିଲେ ରାହୁଲ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ପନୌତି କହି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବିଶ୍ୱକପ ଫାଇନାଲରେ ଭାରତ ହାରିବା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଛନ୍ତି। ରବିବାର ବିଶ୍ୱକପ ଫାଇନାଲରେ…
ମାଇକ୍ରୋସଫ୍ଟରେ ଯୋଗ ଦେଲେ ସାମ୍ ଅଲ୍ଟମ୍ୟାନ୍
ମାଇକ୍ରୋସଫ୍ଟରେ ଯୋଗ ଦେଲେ ଚାଟ୍ ଜିପିଟିର ପୂର୍ବତନ ସିଇଓ ସାମ୍ ଅଲ୍ଟମ୍ୟାନ୍। ଚାଟ୍ ଜିପିଟିରୁ ବହିଷ୍କୃତ ହେବାପରେ ତାଙ୍କ ଭବିଷ୍ୟତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ସେ ପୁଣି ଥରେ ଓପନ୍ ଏଆଇକୁ ଫେରିବା ନେଇ ମଧ୍ୟ ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ…
ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଆଶ୍ୱସ୍ତି, ନିୟମିତ ଜାମିନ୍ ପ୍ରଦାନ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ…
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ୍। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ରିପୋର୍ଟ ମୁତାବକ, ନାଇଡୁ ନଭେମ୍ବର ୨୮…
ନଡ଼ା ଜାଳିବାକୁ ମନା କରାଯିବା ସତ୍ତ୍ୱେ ବି ଜଳିଲା ନଡ଼ା, ବର୍ଷିଲେ NGT…
ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ଦିଲ୍ଲୀ ଏନ୍ସିଆର୍ ସମେତ ଉତ୍ତର ଭାରତର ଅନେକ ସହରକୁ ବିଷାକ୍ତ ବାୟୁ ଢ଼ାଙ୍କି ରହିଛି। ନଡା ଜାଳିବା ଯୋଗୁ ଏହି ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି। ତେଣୁ ସରକାର ଏହି ନଡ଼ା ଜାଳିବା ଉପରେ ବ୍ୟାନ୍ ଲଗାଇଛନ୍ତି। ତେବେ ନିର୍ଦ୍ଦେଶକୁ…
ଛଟ୍ ପୂଜା ସାରି ଫେରୁଥିବା ବେଳେ ଗୁଳିମାଡ଼, ୨ ମୃତ…
ବିହାର: ପ୍ରେମ ସମ୍ପର୍କକୁ ନେଇ ବିହାରର ଲଖିସରାୟ ଜିଲ୍ଲାରେ ଗୁଳିକାଣ୍ଡ। ଏଠାରେ ଛଟ୍ ପୂଜା ସାରି ଫେରୁଥିବା ବେଳେ ଏକ ପରିବାର ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା…
ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ୩ ମୃତ, ୧୦ ଆହତ
ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ତେଲେଙ୍ଗାନାରେ ଆଜି ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ରଙ୍ଗା ରେଡ୍ଡୀ ଜିଲ୍ଲା ମୋଇନାବାଦ ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଉଥିଲା। ଆଜି ହଠାତ୍…
ମଝି ଆକାଶରେ ଏୟାର ହଷ୍ଟେସଙ୍କୁ ଅସଦାଚରଣ, ମଦ୍ୟପ ଯୁବକଙ୍କୁ ଗିରଫ କରିବା ପରେ ମିଳିଲା ଜାମିନ…
ବିମାନରେ ଏୟାର ହଷ୍ଟେସଙ୍କୁ ମଝି ଆକାଶରେ ଅସଦାରଚରଣ । ଇଣ୍ଡିଗୋ ବିମାନ 6E556 ଜୟପୁରରୁ ବେଙ୍ଗାଲୁରୁ ଆସିବା ବେଳେ ଏଭଳି ଘଟଣା ଘଟିଥିଲା । ବିମାନରେ ୩୩ ବର୍ଷୀୟ ମଦ୍ୟପ ଯୁବକ ଏୟାର ହଷ୍ଟେସଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜାମିନ ମଧ୍ୟ…
ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଯିବ ରୋବର୍ଟ…!
ବିତିଗଲାଣି ୯ ଦିନ । ତଥାପି ସରୁନି ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପାଇଁ ଆଜି ନବମ ଦିନ । ସେହି ଦିନଠାରୁ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି, ଯଦିଓ ଏପର୍ଯ୍ୟନ୍ତ କୌଣସି ଶ୍ରମିକ ଉଦ୍ଧାର ହୋଇ…