Browsing Category

ଦେଶ

ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌…

କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌। ପରସ୍ପରକୁ ଟାର୍ଗେଟ କରୁଥିବା ଏହି ଦୁଇ ନେତା ଏକାଠି ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଏହି ଦୁଇ ନେତା ମିଶି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ ମଧ୍ୟ…

ଡିଜିପି ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ହାଇକୋର୍ଟ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀ ନିଶାନ୍ତ ଶର୍ମାଙ୍କ ଅଭିଯୋଗ କ୍ରମେ ଡିଜିପି ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ଏଫ୍ଆଇଆର୍ ପଂଜିକୃତ କରିବାକୁ…

ମଣିପୁର ସରକାର ଘୋଷଣା କଲେ ‘ସ୍ଥାୟୀ ଆବାସ ଯୋଜନା’

ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ…

ନିର୍ବାଚନୀ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ…

ଆସନ୍ତାକାଲି ପଡିବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ତେବେ ଏହା ପୂର୍ବରୁ ଟଳି ପଡିଛନ୍ତି ନିର୍ବାଚନୀ ଡ୍ୟୁଟିରେ ଥିବା କର୍ମଚାରୀ। ମଧ୍ୟପ୍ରଦେଶ ବୈତୁଲର ମୁଲତାଇରେ ନିର୍ବାଚନୀ ଡ୍ୟୁଟି ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭୀମରାଓ…

ରାଜସ୍ଥାନରେ ବିଜେପି ର ନିର୍ବାଚନୀ ଇସ୍ତାହାର ଜାରି…

‘ରାଜସ୍ଥାନରୁ କଂଗ୍ରେସ ହଟିବା ଜରୁରୀ। ଏଠି ଦୁର୍ନୀତି ମାମଲାରେ ଯଦି କୌଣସି ଦଳ ସବୁଠୁ ଆଗରେ ଅଛି ତାହା ହେଲେ ସେ ହେଉଛି କଂଗ୍ରେସ। ରାଜସ୍ଥାନରେ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି। ମହିଳାଙ୍କ ସହ ହେଉଥିବା ଅପରାଧ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ…

ଡାକ୍ତର ସାଜି ସର୍ଜରୀ କରୁଥିଲେ ଟେକ୍ନିସିଆନ୍‌, ବନ୍ଧା ହେଲେ ୪…

ଧରା ପଡ଼ିଲା ନକଲି ଡାକ୍ତରଙ୍କ ଗ୍ୟାଙ୍ଗ। ନକଲି ଡାକ୍ତର ସାଜି ଧଡାଧଡ଼ ସର୍ଜରୀ କରୁଥିଲେ ଟେକ୍ନିସିଆନ୍‌। ଲୁଟୁଥିଲେ ପୁଳାପୁଳା ଟଙ୍କା। ଚଢ଼ାଉ କରି ଏବେ ୪ ଜଣଙ୍କୁ ବାନ୍ଧିଛି ପୁଲିସ। ନୂଆଦିଲ୍ଲୀର ଗ୍ରେଟେର୍‌ କୌଳାଶ ଅଞ୍ଚଳରୁ ନକଲି ଡାକ୍ତରଙ୍କ ଏକ ଗ୍ୟାଙ୍ଗ ଧରାପଡ଼ିଥିବା…

ନ୍ୟୁଜ୍‌ କ୍ଲିକ୍: ସିଙ୍ଘମ୍‌ଙ୍କୁ ସମନ ପଠାଇଲା ଇଡି…

ନ୍ୟୁଜ୍‌କ୍ଲିକ୍ ଫଣ୍ଡିଂ ମାମଲାରେ ଫଶିଲେ ସିଙ୍ଘମ। ବିଦେଶ ମନ୍ତ୍ରାଳୟ ଜରିଆରେ ସମନ ପଠାଇଲା ଇଡି। ନ୍ୟୁଜ୍‌କ୍ଲିକ୍‌ ଫଣ୍ଡିଂର ମନି ଲଣ୍ଡରିଂ ମାମଲାରେ ଆମେରିକାର କୋଟିପତି ନେବିଲ ରୟ ସିଙ୍ଘମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। ନେବିଲ ରୟ ବର୍ତ୍ତମାନ…

ଟନେଲ ତଳେ ୪୦ ଜୀବନ, ରେସ୍କ୍ୟୁ ପାଇଁ ଆମେରିକାରୁ ଆସିଲା ଡ୍ରିଲ ମେସିନ୍‌…

ବାଜିରେ ଲାଗିଛି ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ତଳେ ୪ ଦିନ ହେବ ଫଶିଛନ୍ତି ୪୦ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତର ପ୍ରୟାସ ଜାରି ରହିଛି। ଏମାନଙ୍କ ରେସ୍କ୍ୟୁ ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍‌ ମେସିନ୍‌। ବାୟୁସେନା ବିମାନ ଜରିଆରେ…

ମହିଳା ପର୍ଯ୍ୟଟକଙ୍କ ସହ ଅଭଦ୍ରାମୀ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ୪ ଯୁବକ…

ଅତିଥି ଦେବୋ ଭବଃ । ଅତିଥିଙ୍କ ସତ୍କାର କରିବାକୁ ଦେଶବାସୀ ସବୁବେଳେ ଆଗଭର ରହୁଥିବା ବେଳେ ମାତ୍ର ଏହି ଉକ୍ତିକୁ କିନ୍ତୁ କଦର୍ଥ କରିଛନ୍ତି ୪ ଯୁବକ । ଆଗ୍ରା ବୁଲି ଆସିଥିବା ଏକ ପରିବାରର ୪ ମହିଳା ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ବନ୍ଧା…

ପିଲାଙ୍କ ସହ ଖେଳୁଛନ୍ତି ମୋଦୀ; ମଥାରେ କଏନ ଲଗାଇ ଦେଖାଉଛନ୍ତି ଯାଦୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି। ଆମେ ସମସ୍ତେ ଜାଣିଛେ ଛୋଟଛୋଟ ପିଲାଙ୍କ ପ୍ରତି ମୋଦୀଙ୍କ ଏକ ଭିନ୍ନ…