Browsing Category

ଦେଶ

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ…

ପୁଣି ଘାଟିରେ ଟାର୍ଗେଟ୍‌ କିଲିଂ। ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତ ଶ୍ରମିକ ଜଣକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ପୁଲିସ ପୂରା ଅଞ୍ଚଳକୁ କଡର୍ନ କରି ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। ସୂଚନା ମୁତାବକ, ପୁଲଓ୍ୱାମାର ନାଓପରା…

ବସ୍‌ ଡିପୋରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ରୁ ଅଧିକ ଗାଡ଼ି…

ଆଖି ପିଛୁଳାକେ ବସ୍‌ ଡିପୋରେ ଲାଗିଲା ନିଆଁ। ଆଉ ଚାହୁଁ ଚାହୁଁ ଛାରଖାର ହୋଇଗଲା ଏକାଧିକ ବସ୍ । ଦେଖୁ ଦେଖୁ ବସ୍‌ଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ବେଙ୍ଗାଲୁରରେ ଘଟିଛି। ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ ଆଜି ହଠାତ୍‌ ନିଆଁ ଲାଗି…

ଗୀତର ତାଳେ ତାଳେ ଝୁମୁଥିଲେ ଯୁବକ, ହଠାତ୍‌ ଖସି ପଡ଼ିଲା ଡିଜେ…

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଚାଲିଥିଲା ପ୍ରୋସେସନ । ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଅଭି ତୋ ପାର୍ଟି ସୁର ହୋଇ ହୈ…. ଗୀତର ତାଳେ ତାଳେ ନାଚୁଥଲେ କିଛି ଯୁବକ । କିନ୍ତୁ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା। ଯେଉଁ ଡିଜେର ତାଳେ ତାଳେ ସମସ୍ତେ…

ପୂର୍ବତନ ବିଜେପି ସାଂସଦଙ୍କ ଗମ୍ଭୀର ଆରୋପ- ମୋ’ପୁଅକୁ ଛୁଇଁଲେନି ଡାକ୍ତର, ଚାଲିଗଲା ଜୀବନ

‘ଠିକ୍‌ ସମୟରେ ମୋ’ ପୁଅକୁ ଚିକିତ୍ସା ମିଳିଲା ନାହିଁ। ଡାକ୍ତର ମୋ’ ପୁଅକୁ ଛୁଇଁଲେ ବି ନାହିଁ। ତେଣୁ ଅକାଳରେ ଚାଲିଗଲା ମୋ’ ପୁଅ । ’ ଏପରି କହି ଉତ୍ତରପ୍ରଦେଶର ପିଜିଆଇ ମେଡିକାଲ ପରିସରରେ ମୁଣ୍ଡ ପିଟି କାନ୍ଦୁଥିଲେ ଜଣେ ପୂର୍ବତନ ସାଂସଦ। ଏହି ସାଂସଦଜଣକ ଭୈରା ପ୍ରସାଦ…

ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା, ଉଦ୍ଧାର କାର୍ଯ୍ୟ ଜାରି, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି…

ବିଜୟନଗର : ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା…

ବିଶ୍ବକପ୍ : ଇଂଲଣ୍ଡକୁ ହରାଇ ଲଗାତାର ଷଷ୍ଠ ବିଜୟ ସହ ସେମିରେ ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ନିଜର ଜୟଯାତ୍ରା ଜାରି ରଖିଥିବାବେଳେ ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି…

ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌, ବନ୍ଧା ହେଲେ ୩ ଯୁବକ

ହଠାତ୍‌ ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌। ଟ୍ରାଫିକ୍ ଭିଡ ମଧ୍ୟରେ ଓଲଟା ଚଲିବାକୁ ଲାଗିଲା କାର୍‌। ରାଜରାସ୍ତାରେ ଦେଖାଇଲେ ଭୟାନକ ଷ୍ଟଣ୍ଟ। ସୋଶାଲ ମିଡିଆରେ ଫେମସ ହେବା ନିଶା କଲା ଘାଇଲା। ରିଲ୍ସ ନିଶାରେ ଉଲ୍ଲଙ୍ଘନ କଲେ ଟ୍ରାଫିକ୍‌ ନିୟମ। ଶେଷରେ ବନ୍ଧା ହେଲେ। ଏଭଳି…

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲା ଡେଲିଭରୀ ବୟ…

ସଇତାନ ସାଜିଲା ଡେଲିଭରୀ ବୟ। ଏକାଥିବା ଜାଣିବା ପରେ ଘରେ ପଶି ମହିଳାଙ୍କୁ କଲା ଦୁଷ୍କର୍ମ। ରାସନ ସାମଗ୍ରୀ ଦେବାକୁ ଆସି ଅଭିଯୁକ୍ତ ଜଣକ ଏଭଳି ନରକୀୟକାଣ୍ଡ ଘଟାଇଥିବା ଜଣାପଡିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ…

ମୁଣ୍ଡରେ ଗାମୁଛା ବାନ୍ଧି ଧାନ କାଟିଲେ ରାହୁଲ୍ ଗାନ୍ଧି…

ରାୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧି ଆଜି ସକାଳେ ନୂଆ ରାୟପୁରର କଟିଆ ଗାଁରେ ପହଞ୍ଚିଥିଲେ। ସେ ଏଠାକାର ଚାଷୀଙ୍କ ସହ ମିଶି ଧାନ ଅମଳ କରିଥିଲେ। ସେମାନଙ୍କୁ ଦେଖି ହଠାତ୍ ଚାଷୀମାନେ…

ମହୁଆ ମୋଇତ୍ରାଙ୍କୁ ବିଜେପିର ଟାର୍ଗେଟ୍‌…

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଥମୁନି ବିବାଦ। ବିରୋଧୀ ଦଳ ତାଙ୍କୁ ଚାରିପଟୁ ଘେରୁଛନ୍ତି। ଏହାରି ଭିତରେ ବିଜେପି ମଧ୍ୟ ବାରମ୍ବାର ଏହି ଟିଏମ୍‌ସି ନେତ୍ରୀଙ୍କୁ ଟାର୍ଗେଟ୍‌ କରିଚାଲିଛି। ସାଂସଦ ନିଶିକାନ୍ତ…