Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେନ୍ଦ୍ର କର୍ମଚାରୀଙ୍କୁ ଭେଟି, ବଢ଼ିଲା ମହଙ୍ଗା ଭତ୍ତା
ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଉପହାର। ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର କର୍ମଚାରୀଙ୍କ ଡିଏ ତଥା ମହଙ୍ଗା ବତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହା ଉପରେ ମୋହର ମାରିଛି।…
ଜମ୍ମୁରେ ୨ ‘ବିଏସ୍ଏଫ୍’ ଯବାନ ଆହତ
ଜମ୍ମୁ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍ଏଫ୍’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ…
ଗାଜା ହସ୍ପିଟାଲରେ ହୋଇଥିବା ଭୟଙ୍କର ହମଲାରେ ପ୍ରଧାନମନ୍ତ୍ରୀ ମୋଦି ‘ସ୍ତବ୍ଧ’
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଗାଜାରେ ଥିବା ଅଲ ଅହଲି ହସ୍ପିଟାଲରେ ଭୟଙ୍କର ରକେଟ ମାଡ଼ ହୋଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁ କିଛି ଛାରଖାର ହୋଇଯାଇଯାଇଛି।
ଯୁଦ୍ଧ ଭିତରେ ଏପରି ହମଲାକୁ ସମସ୍ତେ ନିନ୍ଦା…
ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ : ରାହୁଲ ଗାନ୍ଧି
ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଦାନୀ ଗ୍ରୁପ ୨୦ ହଜାର ନୁହେଁ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି କରିଥିବା ରାହୁଲ ଗାନ୍ଧି ବଡ଼ ଅଭିଯୋଗ ଆଣିଛନ୍ତି। ଆଉ ବିଦ୍ୟୁତ ଦର ବୃଦ୍ଧି ପଛରେ ଆଦାନୀର ହାତ ଥିବା…
ସମଲିଙ୍ଗୀ ବିବାହକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ସମଲିଙ୍ଗୀ…
ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୯ ମୃତ
ଚେନ୍ନାଇ: ଆଗକୁ ଦୀପାବଳି ଥିବାରୁ ତାମିଲନାଡୁର ବିଭିନ୍ନ ବାଣ କାରଖାନାରେ ବାଣପ୍ରସ୍ତୁତି ଜୋରସୋରରେ ଆଗେଇଚାଲିଛି । ତେବେ ଅସୁରକ୍ଷିତ ବାତାବରଣ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ।
ତାମିଲନାଡୁର ଦୁଇଟି ବାଣ କାରଖାନାରେ ମଙ୍ଗଳବାର…
କ୍ଷମତାକୁ ଆସିଲେ ତିଆରି କରିବ ଆଇପିଏଲ ଟିମ୍
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ପାଇଁ ଆଜି ବିରୋଧୀ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ମଧ୍ୟପ୍ରଦେଶରେ ଦଳ କ୍ଷମତାକୁ ଆସିବା ପରେ କ’ଣ ସବୁ କରିବ, ସେ ବାବଦରେ ଭୋଟରଙ୍କୁ ଆଜି ପ୍ରତିଶ୍ରୁତି ଦେଇଛି।
ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ମଧ୍ୟପ୍ରଦେଶ…
କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ନେଇ ବିଜେପିର ଅଭିଯୋଗ, ୫ ବର୍ଷ ତଳେ ବି ପ୍ରତିଜ୍ଞା କରିଥିଲେ
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି | କଂଗ୍ରେସ ଦଳ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାରକୁ ‘ବଚନ ପତ୍ର’ ବୋଲି ନାମ ଦେଇଛି | ତେବେ କଂଗ୍ରେସର ବଚନ ପତ୍ରକୁ ନେଇ ଭାରତୀୟ ଜନତା ପାର୍ଟି କହିଛି ଯେ…
ଲୋକଙ୍କୁ ଠକୁଛନ୍ତି ମୋଦି: କଂଗ୍ରେସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛନ୍ତି। ମଙ୍ଗଳବାର କଂଗ୍ରେସ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟକୁ ଦର୍ଶାଇ କେନ୍ଦ୍ରକୁ ଟାର୍ଗେଟ କରିଛି। ଦଳ ଦାବି କରିଛି ମୂଲ୍ୟ ବୃଦ୍ଧି…
୨୦୩୫ ସୁଦ୍ଧା ନିଜସ୍ବ ମହାକାଶ କେନ୍ଦ୍ର ସ୍ଥାପନ କରିବ ଭାରତ
ନୂଆଦିଲ୍ଲୀ: ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଏବେ ଗଗନଯାନ ଅଭିଯାନ ଆରମ୍ଭ କରିଛି, ଯାହାର ପ୍ରସ୍ତୁତି ଖୁବ୍ ଦ୍ରୁତ ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…