Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ…
ଚେନ୍ନାଇ: ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍ ରହମାନଙ୍କ ବିରୋଧରେ ସର୍ଜନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଗତ ସପ୍ତାହରେ ଏକ ଅଭିଯୋଗ ଆଣିବା ପରେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠାଯାଇଛି। ସର୍ଜନ ଆସୋସିଏସନ୍ ଅଭିଯୋଗ କରିଥିଲା ଯେ ରହମାନ ଏକ…
ଉଜ୍ୱଳା ଯୋଜନା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି…
ନୂଆଦିଲ୍ଲୀ: ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକରେ କହିଛନ୍ତି ଯେ ବର୍ତ୍ତମାନ…
ମହାରାଷ୍ଟ୍ରର ଆଉ ଏକ ହସ୍ପିଟାଲରେ 24 ଘଣ୍ଟାରେ 25 ରୋଗୀ ମୃତ…
ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଲାଣି ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା। ଦୁଇ ଦିନ ତଳେ ନାନ୍ଦେଡର ଏକ ସରକାରୀ ହସ୍ପିଟାଲରେ 31 ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ନାଗପୁରର ସରକାରୀ ପରିଚାଳିତ ମାୟୋ ହସ୍ପିଟାଲରେ 25 ଜଣଙ୍କ ମୃତ୍ୟୁ…
ଜାମିନ ପାଇଲେ ଲାଲୁ ଯାଦବ, ରାବ୍ଡ଼ୀ ଦେବୀ ଓ ପୁଅ ତେଜସ୍ବୀ…
ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ର (ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ଡ଼ୀ ଦେବୀ ଓ ସମ୍ପ୍ରତି ବିହାରର…
ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ…
ଗାଙ୍ଗ୍ଟକ୍: ମଙ୍ଗଳବାର ରାତିରେ ସିକିମ୍ରେ ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ। ନିଖୋଜ ଯବାନଙ୍କ ସନ୍ଧାନ ନେବା ପାଇଁ ବ୍ୟାପକ ତଲାସ ଆରମ୍ଭ…
କେସିଆରଙ୍କ ପୁଅଙ୍କ ପାଲଟା ଆକ୍ରମଣ, କହିଲେ – ମୋଦି ଜଣେ ଭଲ ସଂଳାପ ଲେଖକ, ଓସ୍କାର ଜିତି ପାରିବେ…
ବିଜେପି ଓ ବିଆରଏସ୍ କଳି ଦିନକୁ ଦିନ ଘନେଇବାରେ ଲାଗିଛି। ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ ବି କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଗତକାଲି…
‘ସ୍ବର୍ଣ୍ଣ ମନ୍ଦିର’ରେ ରାହୁଲ୍ ଗାନ୍ଧୀଙ୍କ ‘ସେବା’: ପରିବା କାଟିଲେ, ଷ୍ଟାଣ୍ଡ୍ରେ ଜୋତା ସଜାଡ଼ିଲେ
ଅମୃତସର: ପଞ୍ଜାବ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଯାଇ ‘ଜୌରା...
Source
କ୍ୟାବିନେଟ୍ ବୈଠକରେ ଯୋଗ ଦେଲେନି କି ସିନ୍ଦେ, ଫଡ଼ନାବିସଙ୍କ ସହ ଦିଲ୍ଲୀ ଗଲେନି ପାୱାର…
ପୁଣି ଗୋଳମାଳିଆ ହେଉଛି ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ ବିଜେପିର ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୁଣି ଦଳରେ ଆଉ ଏକ ବିବାଦ ଘନଉଥିବା ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ…
UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା…
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ପ୍ରମୁଖ ସଚିବଙ୍କୁ ରାଜ୍ୟରେ ଥିବା ନକଲି ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦେଶର ଅନେକ ରାଜ୍ୟରେ…
ରାମସେତୁକୁ ଜାତୀୟ ସ୍ମାରକୀ ଭାବେ ମାନ୍ୟତା ଦେବାକୁ ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ: ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବାନ୍…