Browsing Category

ଦେଶ

ବିହାର ସରକାର ରିଲିଜ୍‌ କଲେ ଜାତି ଭିତ୍ତିକ ସର୍ଭେ ରିପୋର୍ଟ…

ପାଟଣା :ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ଜାରି କରିଛନ୍ତି। ବିହାର ସରକାର କରିଥିବା ଜାତି ଭିତ୍ତିକ ଜନଗଣନା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ୩୬% ଲୋକ ହେଉଛନ୍ତି ଅତ୍ୟନ୍ତ ପଛୁଆ ବର୍ଗର। ସେହିପରି…

ରାଜଘାଟରେ ବାପୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 154ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ... Source

ପାଠପଢ଼ା ଚାଲିଥିବା ବେଳେ ଶ୍ରେଣୀଗୃହରେ ଛାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କିଛି ଦିନ ହେବ ୧୦ରୁ ୧୫ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହେଉଥିବା…

ସେପ୍ଟେମ୍ବରରେ ୧.୬୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ…

ନୂଆଦିଲ୍ଲୀ: ଜିଏସଟି ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟରେ କ୍ରମାଗତ ଉନ୍ନତି ଘଟିଚାଲିଛି । ଗତ ସେପ୍ଟେମ୍ବର ମାସରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୩ ହଜାର କୋଟି ଟପିଯାଇଛି । ଚଳିତ ଆର୍ଥିକ ବର୍ଷରେ ୪ର୍ଥ ଥର ପାଇଁ ମାସିକ ଜିଏସଟି ଆଦାୟ ୧ ଲକ୍ଷ ୬୦ କୋଟି ଉପରେ ରହିଛି ବୋଲି ଅର୍ଥ…

ରାହୁଲ ତୁମ ବାପା-ମା ହିନ୍ଦୁ….ବିବାଦୀୟ ବୟାନ ଦେଲେ ବିଜେପି ନେତା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହିନ୍ଦୁତ୍ୱକୁ ନେଇ ସୋସିଆଲ ମିଡିଆରେ ସତ୍ୟମ ଶିବମ ସୁନ୍ଦରମ ନାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ମହନୀୟତା ବିଷୟରେ ଉଲ୍ଲେଖ କରିଥିଲେ। ତେବେ ରାହୁଲଙ୍କ ଏହି ପୋଷ୍ଟ ପରେ ବିଜେପି ନେତା ମନଜିନ୍ଦର ସିଂ ସିର୍ସା ଏନେଇ…

ବିଏସଏଫ ଧରିଲା ପାକ୍ ଡ୍ରୋନ, ମିଳିଲା ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଛାଡୁନାହିଁ। ପୂର୍ବରୁ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ଏବେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଯୋଗାଣ ପାଇଁ ଡ୍ରୋନ୍ ବ୍ୟବହାର କରିବା ଆରମ୍ଭ କରିଛି। ପୁଣି ଆଗରୁ ପଞ୍ଜାବକୁ…

କାର୍ ଦୁର୍ଘଟଣାରେ ମହିଳା ମୃତ ଘଟଣା, କନ୍ନଡ ଅଭିନେତା ନାଗଭୂଷଣ ଗିରଫ…

ଗିରଫ ହେଲେ କନ୍ନଡ ଅଭିନେତା ନାଗଭୂଷଣ। ଦୁର୍ଘଟଣା ମାମଲାରେ ଆଜି ତାଙ୍କୁ ଗିରଫ କରିଛି ପୁଲିସ। ଏଥିସହ ତାଙ୍କ କାରକୁ ଜବତ ରଖିଛି ପୁଲିସ। ନାଗଭୂଷଣଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ସୂଚନା ଅନୁସାରେ, ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୁଲିସ…

26/11 ମୁମ୍ୱାଇ ଆଟାକ ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ…

ମୁମ୍ୱାଇ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି କରାଯାଇଛି, ଆଉ…

ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୬ ଜଣ…

ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ। ଅତି କମରେ 6 ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ନାଇଟ୍ କ୍ଲବ୍ ଚାଲିଥିଲା। ଆଜି ଭୋଅରୁ ଭୋଅରୁ…