Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ତଲାବିରା କୋଇଲା ଖଣି ଘୋଟାଲା ମାମଲା: ୮ ବର୍ଷ ପରେ ହେବ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଆବେଦନର ଶୁଣାଣି
ନୂଆଦିଲ୍ଲୀ : ୮ ବର୍ଷ ପରେ ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆବେଦନ କରିଥିବା ମାମଲାର ଶୁଣାଣି। କୋଇଲା ଘୋଟାଲା ମାମଲାରେ ମାର୍ଚ୍ଚ ୨୦୧୫ରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲେ ମନମୋହନ ସିଂହ। ଶେଷରେ ଦୀର୍ଘ ୮ ବର୍ଷ!-->…
ସୀମା ଭାରତରେ ପଶିବା ଘଟଣାରେ ୨ ସୁରକ୍ଷା କର୍ମୀ ନିଲମ୍ବିତ
ନେପାଳ ରାସ୍ତା ଦେଇ ଭାରତରେ ପଶିଥିବା ପାକିସ୍ତାନର ସୀମା ହୈଦରଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି। ସୀମା ଅବୈଧ ରୂପେ ନେପାଳ ନେଇ ଭାରତରେ ପ୍ରବେଶ କରିଥିବା ବେଳେ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର।
ଭାରତ- ନେପାଳ ବର୍ଡରରେ ନିୟୋଜିତ SSBର ଜଣେ!-->!-->!-->…
ଚେତନଙ୍କ ପତ୍ନୀଙ୍କ ଚାଞ୍ଚଲ୍ୟକର ବୟାନ – ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ
ମୁମ୍ବାଇ :‘ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ। ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି।’ ଗତ ୩୧ ତାରିଖରେ ମୁମ୍ବାଇରେ ଚଳନ୍ତା ଜୟପୁର-ମୁମ୍ବାଇ ଟ୍ରେନରେ ଗୁଳି ମାଡ଼ କରି ୪ ଜଣଙ୍କ ଜୀବନ ନେଇଥିବା!-->…
ଜଳିଲା ମଣିପୁର; ସୈନ୍ୟ ଶିବିର ଉପରେ ଆକ୍ରମଣ ପରେ ଗୁଳି, ବାରୁଦ ଲୁଟ୍
ମଣିପୁର :ପୁଣି ଥରେ ଜଳି ଉଠିଛି ମଣିପୁର। ରାଜ୍ୟର ବିଷ୍ଣୁପୁର ସମେତ ବହୁ ଜାଗାରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି । ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁରକ୍ଷା କର୍ମୀ ୭ ଅବୈଧ ବଙ୍କର ନଷ୍ଟ!-->…
କ୍ରିକେଟ୍ ବିଶ୍ବକପ୍ ସେମିଫାଇନାଲ୍ : ୱାଙ୍ଖଡେରେ ଟିକେଟ୍ ମୂଲ୍ୟ ୪୫ ହଜାର !
ମୁମ୍ବାଇ: ଭାରତରେ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ ଏକଦିବସୀୟ ବିଶ୍ବକପ୍। ଏହି ବିଶ୍ବକପ୍ର ଗୋଟିଏ ସେମିଫାଇନାଲ୍ (ନଭେମ୍ବର ୧୫) ସହ ୫ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ଗୁଡ଼ିକର ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ ମଙ୍ଗଳବାର ମୁମ୍ବାଇ କ୍ରିକେଟ୍ ସଂଘ!-->…
ଶିଶୁ ଅରିହାଙ୍କୁ ଫେରାଇ ଆଣିବାକୁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ
ନୂଆଦିଲ୍ଲୀ: ଦୀର୍ଘ ୨୦ ମାସରୁ ଅଧିକ ସମୟ ଧରି ବର୍ଲିନରେ ଏକ ପୋଷ୍ୟ ଯତ୍ନ କେନ୍ଦ୍ରରେ ରହୁଥିବା ଜଣେ ଭାରତୀୟ ଶିଶୁକନ୍ୟା ଅରିହାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ଚଳିତ ସପ୍ତାହରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଆକରମ୍ୟାନଙ୍କୁ ସମନ କରି ତୁରନ୍ତ ଅରିହାଙ୍କୁ ଭାରତକୁ!-->…
ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ଗୃହୀତ ହେଲା ଦିଲ୍ଲୀ ସେବା ବିଲ୍
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ବିଲ୍ ବା ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଗୃହୀତ ହୋଇଛି। ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ!-->…
ଜ୍ଞାନବ୍ୟାପୀ ସର୍ଭେ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଣର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସିଜଦ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଆହ୍ଲାବାଦ ହାଇକୋର୍ଟ ଏଏସ୍ଆଇକୁ ସର୍ଭେ ପାଇଁ ଅନୁମତି ଦେବାରୁ ମୁସିଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ନିଜାମ!-->…
କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ିଲା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି। ଏହାକୁ ମିଶାଇ ରାଜୀବଙ୍କ କାର୍ଯ୍ୟକାଳ ତୃତୀୟଥର ପାଇଁ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଯାଏ ବୃଦ୍ଧି କରିଛନ୍ତି।କାର୍ମିକ!-->…
କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା
କୋଟା : ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହି ୧୮ ବର୍ଷୀୟ ଛାତ୍ର ଜଣଙ୍କ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ହେଲେ ହଠାତ୍ ସେ ଜୀବନ ହାରିଛନ୍ତି।ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ମନଜୋତ ସିଂହ। ତାଙ୍କ ଘର ଉତ୍ତର ପ୍ରଦେଶର ରାମପୁରରେ!-->…