Browsing Category

ଦେଶ

ଯାଞ୍ଚ ପାଇଁ ପାକିସ୍ତାନ ଦୂତାବାସକୁ ପଠାଗଲା ସୀମାଙ୍କ ପରିଚୟ ପତ୍ର ଓ ପାସପୋର୍ଟ, ହୋଇପାରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହି ପାକିସ୍ତାନୀ ମହିଳା ତାଙ୍କ ଚାରି ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ଭାରତ ଆସିଥିବା ବେଳେ ଦୁହେଁ ଅନଲାଇନ୍…

ହ୍ୱାଟସ୍ଆପ୍‌ରେ ହାଇକୋର୍ଟର ୬ ବିଚାରପତିଙ୍କୁ ହତ୍ୟା ଧମକ, ଟଙ୍କା ଦେବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକା ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। କର୍ଣ୍ଣାଟକା ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରି…

୭୦୦ କୋଟିର ସାଇବର ଠକେଇ, ୧୫ ହଜାର ଲୋକଙ୍କୁ ଲଗାଇଛନ୍ତି ଚୂନ

ହାଇଦ୍ରାବାଦ : ଗୋଟିଏ ବର୍ଷରୁ କମ ଦିନ ମଧ୍ୟରେ ୧୫ ହଜାର ଲୋକଙ୍କୁ ୭୦୦ କୋଟି ଟଙ୍କାର ଚୂନ ଲଗାଇଥିବା ଗୋଟିଏ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ହାଇଦ୍ରାବାଦ ପୁଲିସ୍‌। ଏହି ବଡ଼ ସାଇବର ଠକେଇ ପଛରେ ଚାଇନିଜ ହ୍ୟାଣ୍ଡେଲର୍ସଙ୍କ ହାତ ରହିଛି। ଭାରତୀୟଙ୍କୁ ଅନଲାନରେ ଚୂନ ଲଗାଇ ଠକେଇ…

ରାଜ୍ୟସଭାରୁ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ନିଲମ୍ବନକୁ ନେଇ ତମ୍ବିତୋଫାନ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ଆପ୍‌ ସାଂସଦ ସଞ୍ଜୟ ସିଂହ ନିଲମ୍ବନ ହୋଇଛନ୍ତି। ମଣିପୁର ହିଂସାକୁ ନେଇ ସରକାରଙ୍କ ଜବାବ ଅଡ଼ି ବସିବାରୁ ସଞ୍ଜୟ ସିଂହଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଶ୍ରୀ ସିଂହ ଗୃହର ମଧ୍ୟ ଭାଗକୁ ଆସିବା ସହ ବିଭିନ୍ନ…

ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଲେ ଅମିତ ଶାହ

ନୂଆଦିଲ୍ଲୀ : ମଣିପୁର ହିଂସା ଓ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ଚଲାଇବା ଘଟଣାକୁ ନେଇ ବିରୋଧୀ ସଂସଦ ବାହାରେ ଓ ଭିତରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଓ ସଂସଦରେ ଏହା ଉପରେ ବିସ୍ତୃତ ଆଲୋଚନା କରିବାକୁ ବିରୋଧୀ ଜିଦ…

ଆରଆରଟିଏସ୍‌ ପ୍ରକଳ୍ପ ଲାଗି ୪୧୫ କୋଟି ଟଙ୍କା ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଦୁଇଟି ରିଜନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS) କରିଡର ପାଇଁ ନିଜର ଭାଗ ଦେଉ ନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅଲୱାର ଓ ପାନିପତ RRTS କରିଡର ପାଇଁ ୪୧୫ କୋଟି ଟଙ୍କା ତୁରନ୍ତ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ…

ମହିଳା ଦିନିକିଆ: ଟ୍ରଫି ବାଣ୍ଟିଲେ ଭାରତ-ବାଂଲାଦେଶ

‌ଢାକା: ସ୍ଥାନୀୟ ସେର୍‌-ଇ-ବାଂଲା‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବାଂଲାଦେଶ ମଧ୍ୟରେ ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୨୫/୪ କରିଥିଲା। ଜବବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।…

ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା, ଦିଲ୍ଲୀକୁ ବିପଦ

ନୂଆଦିଲ୍ଲୀ: ପୁଣିଥରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ହରିଆଣାର ହାତନିଖୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡ଼ା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର ରହିଛି। ଏହା ସନ୍ଧ୍ୟା ସୁଦ୍ଧା ୨୦୬.୭୦ ମିଟର ଛୁଇଁବାର…

ସାମ୍ନାକୁ ଆସିଲା ସୀମା ଓ ବସ ମ୍ୟାନେଜରଙ୍କ ହ୍ବାଟସ ଆପ ଚାଟ

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ଓ ସଚିନ ମିନାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରୁ ନେପାଳ ଆସିବା ସମୟରେ ତାଙ୍କୁ ଜଣେ ପାକିସ୍ତାନୀ ଟ୍ରାଭେଲ ଏଜେନ୍ସି ସାହାଯ୍ୟ କରିଥିଲେ ବୋଲି ସୀମା ଗଣମାଧ୍ୟମ…

ମୁମ୍ବାଇ ପୁଲିସ୍କୁ ଧମକ ପୂର୍ଣ୍ଣ ଟେଲିଫୋନ : ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ

ମୁମ୍ବାଇ: ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ। ଆଜି ମୁମ୍ବାଇ ପୁଲିସ ପାଖକୁ ଏଭଳି ଥ୍ରେଟ୍ କଲ୍ ଆସିଥିବା ଜଣାପଡ଼ିଛି। କଲ୍ କରିଥିବା ବ୍ୟକ୍ତି ପୁଲିସକୁ କହିଛନ୍ତି ଯେ, ୨ଜଣ ପାକିସ୍ତାନୀ ନାଗରିକ ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ମୁମ୍ବାଇରୁ ଗୋଆ…