Browsing Category

ଦେଶ

ଶ୍ରୀନଗରରେ ଧାରୁଆ ଅସ୍ତ୍ର ବିକ୍ରି ନିଷିଦ୍ଧ…

ଶ୍ରୀନଗର : ଶ୍ରୀନଗରରେ ଆଜିକାଲି ଛୁରାମାଡ଼ ଘଟଣା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଶୁକ୍ରବାର କୌଣସି ପ୍ରକାର ଧାରୁଆ ଅସ୍ତ୍ରର କିଣାବିକା ଓ ସର୍ବସାଧାରଣ ସ୍ଥାନକୁ ନେବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମହମ୍ମଦ ଆଇଜାଜ ଆସାଦ ଏହି ଘୋଷଣା କରିଛନ୍ତି।…

ଯଦି ଦଳ ଜିତେ, ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଘେଲଙ୍କ ନାମ ପ୍ରଥମେ ବିବେଚନା କରାଯିବ: ଟି.ଏସ୍ ସିଂହଦେଓ

ନୂଆଦିଲ୍ଲୀ: ଚଳିତ ବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ କଂଗ୍ରେସ-ବିଜେପି ଏବେଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏଥି ସହ ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମିଳିତ…

ଲଗାଣବର୍ଷାରେ ଗୁଜୁରାଟ ଉବୁଟୁବୁ

ଅହମ୍ମଦାବାଦ : ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟ ସ୍ଥିତି ବେହାଲ ହୋଇଛି। ବର୍ଷା ଯୋଗୁ ଅଚାନକ ବନ୍ୟା ଗୁଜରାଟର ଅସଲ ଚିତ୍ରକୁ ପଦାରେ ପକାଇଛି। ବନ୍ୟା କେବଳ ଗ୍ରାମାଞ୍ଚଳକୁ ପ୍ରଭାବିତ କରିନି, ବରଂ ସହରାଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି।ରାଜ୍ୟର ଅନ୍ୟତମ ବଡ଼ ସହର ଅହମଦାବାଦ…

ମଣିପୁରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଘରେ ବନ୍ଦ କରି ଜୀବନ୍ତ ଜାଳିଦେଲେ

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର…

ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ତିନି ବର୍ଷର ଶିଶୁ ଉଦ୍ଧାର

ପାଟନା : ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ। ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍। ଆଜି(ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି…

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ: କୋର୍ଟ ପରିସରରେ କେବଳ ଗାନ୍ଧିଙ୍କ ଫଟୋ ରହିବ

ଚେନ୍ନାଇ : ତାମିଲନାଡୁ ଓ ପୁଡୁଚେରୀରେ ଥିବା କୋର୍ଟଗୁଡ଼ିକ କେବଳ ଗାନ୍ଧିଜୀ ଓ ତାମିଲ କବି ତଥା ସନ୍ଥ ଥିରୁଭାଲ୍ଲୁବାରଙ୍କ ଛବି ଲଗାଇ ପାରିବେ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।ସମସ୍ତ ଜିଲ୍ଲା କୋର୍ଟକୁ ପଠାଯାଇଥିବା ସର୍କ୍ୟୁଲାର୍‌ରେ ଅଲାନ୍ଦୁର ଠାରେ ଥିବା ବାର ଆସୋସିଏସନକୁ ବିଆର…

ମଧ୍ୟପ୍ରଦେଶରେ ପୁଣି ଲଜ୍ଜା: ଦଳିତ ବ୍ୟକ୍ତିଙ୍କ ମୁହଁରେ ମଳ ବୋଳିଲେ

ଭୋପାଳ : ପୁଣିଥରେ ମଧ୍ୟପ୍ରଦେଶରେ ଜଣେ ଦଳିତଙ୍କୁ ଦିଆଯାଇଛି ନିର୍ଯାତନା। ଅଲଗା ଜାତିର ଜଣେ ଲୋକ ଦଳିତ ବ୍ୟକ୍ତିଙ୍କ ମୁହଁ ଓ ଦେହରେ ମଣିଷ ମଳ ବୋଳି ସର୍ବସମ୍ମୁଖରେ ଦଣ୍ଡ ଦେଇଛି।ଏହି ଦଳିତ ଜଣଙ୍କ ଗ୍ରୀସ ଲାଗିଥିବା ହାତରେ ହଠାତ୍‌ ଅଲଗା ଜାତିର ଜଣେ ବ୍ୟକ୍ତିଙ୍କୁ ଛୁଇଁ ଦେବାରୁ ତାଙ୍କ ସହ…

କେରଳରେ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍‌

ନୂଆଦିଲ୍ଲୀ : ଏନ୍‌ଆଇଏ ଗୁରୁବାର କେରଳରେ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଛି । ଏହି ମଡ୍ୟୁଲ୍ ଧାର୍ମିକସ୍ଥଳ ଏବଂ କେତେକ ସମ୍ପ୍ରଦାୟର ନେତାଙ୍କ ଉପରେ ଆକ୍ରମଣ କରିବା ଯୋଜନାରେ ଥିଲା । ସେହିପରି ମଡ୍ୟୁଲ୍‌ର ଜଣେ ସଦସ୍ୟକୁ ତାମିଲନାଡ଼ୁରୁ ଗିରଫ କରାଯାଇଥିବା…

ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । …

ଜବରଦଖଲ ହଟାଇବାକୁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍

ନୂଆଦିଲ୍ଲୀ : ଜବରଦଖଲ ହଟାଇବା ପାଇଁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ଉତ୍ତର ରେଲୱେ ପ୍ରଶାସନ ଏହି ନୋଟିସ୍ ଜାରି କରିଛି। ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ମସଜିଦ- ବଙ୍ଗାଳୀ ମାର୍କେଟ ମସଜିଦ ଏବଂ ବାବର ଶାହା ଟକିୟା ମସଜିଦକୁ 15 ଦିନ ମଧ୍ୟରେ ଜବରଦଖଲ ହଟାଇବାକୁ ନୋଟିସରେ ଉଲ୍ଲେଖ…