Browsing Category

ଦେଶ

୨୦୨୦ ଦିଲ୍ଲୀ ଦଙ୍ଗା ମାମଲା; ୨୪ରେ ଉମର ଖଲିଦଙ୍କ ଜାମିନ ଶୁଣାଣି

ନୂଆଦିଲ୍ଲୀ : ୨୦୨୦ ଫେବୃଆରୀରେ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖଲିଦ୍‌ଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବୁଧବାର ଜଷ୍ଟିସ ଏ.ଏସ.ବୋପନ୍ନା ଓ ଜଷ୍ଟିସ…

ଉଛୁଳିଲା ଯମୁନା ନଦୀ ଜଳସ୍ତର, ତଳିଆ ଅଞ୍ଚଳରେ ପଶିଲା ପାଣି

ନୂଆଦିଲ୍ଲୀ : ଉଛୁଳିଛି ଯମୁନା । ହତିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଦିଲ୍ଲୀ ସ୍ଥିତି ସଙ୍ଗୀନ । ଦିଲ୍ଲୀ ବିଧାନସଭା ଓ ମୁଖ୍ୟମନ୍ତ୍ରୀ କେଜ୍ରଓ୍ଵାଲଙ୍କ ବାସଭବନ ନିକଟରେ ବନ୍ୟାପାଣି । ସକାଳ ୭ଟାରେ ଯମୁନାର ନଦୀର ଜଳସ୍ତର ଥିଲା ୨୦୮.୪୬ ମିଟର । ବିପଦ ସଙ୍କେତର ୩ ମିଟର ଉପରେ…

ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌ । ଆସନ୍ତାକାଲି ଦ୍ୱିପ୍ରହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ । ଶ୍ରୀହରିକୋଟା ସତୀଷ ଧାଓ୍ଵନ ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡ-୨ରୁ ଏହି…

ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ଫ୍ଲାଏ ଓଭର ତଳୁ କଳା ପଲିଥିନରେ ମିଳିଲା ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ

ନୂଆଦିଲ୍ଲୀ :ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ରାଜଧାନୀର ଗୀତା କଲୋନୀ ଫ୍ଲାଏ ଓଭର ତଳୁ ଜଣେ ଯୁବତୀଙ୍କର ଖଣ୍ଡ ଖଣ୍ଡ ମୃତଦେହ ମିଳିଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳ…

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା

ରାଜସ୍ତାନ : ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ…

ସାମ୍ବାଦିକାଙ୍କୁ ବ୍ରିଜଭୂଷଣ ଶରଣ ସିଂଙ୍କ ଅସଦ୍‌ ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ପୂର୍ବ ପ୍ରମୁଖ ଓ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ପିଛା ଛାଡ଼ୁନି ବିବାଦ । ମହିଳା ରେସଲରଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କ ନାମର ଚାର୍ଜସିଟ୍‌ ଦାଖଲ ହୋଇଛି। ଏନେଇ ବ୍ରିଜଭୂଷଣ ଶରଣ ସିଂଙ୍କୁ ପଚରାଉଚରା କରୁଥିବା…

‘ଇଡି ଚିଫ୍‌ ଯିଏ ବି ହେବ ଭ୍ରଷ୍ଟାଚାରୀଙ୍କ ଉପରେ କଡ଼ା ନଜର ରଖିବ’

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ସୁପ୍ରିମକୋର୍ଟ ସଫା ସଫା କହିବା ପରେ ମୁହଁ ଖୋଲିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଗତକାଲି ସୁପ୍ରିମକୋର୍ଟଙ୍କ ଏପରି ରାୟ ପରେ ବିରୋଧୀ…

ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ‘ଅନ୍‌ଲାଇନ୍‌’ ବାହା ହେଲେ ବରକନ୍ୟା

ସିମ୍‌ଲା: ହିମାଚଳ ପ୍ରଦେଶରେ ବର୍ଷା, ବର୍ଷାଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଭଳି ଦୁର୍ବିପାକ ଯୋଗୁଁ ଦୁଇଟି ପରିବାର ବରକନ୍ୟାଙ୍କୁ ‘ଅନ୍‌ଲାଇନ୍‌’ରେ ବାହା କରାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।ପାଗ ଅତ୍ୟନ୍ତ ଖରାପ ହେବାରୁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌…

ଦ୍ରୁତଗାମୀ ଟ୍ରକ୍‌ ଚାପାରେ ୫୦ ମେଣ୍ଢା ମୃତ; ମେଣ୍ଢା ଜଗୁଆଳର ୫ ଲକ୍ଷ ଟଙ୍କା କ୍ଷତି

ନାଗପୁର: ମଙ୍ଗଳବାର ରାତିରେ ମହାରାଷ୍ଟ୍ରର ନାଗପୁର ନିକଟ ଭଣ୍ଡାରା-ନାଗପୁର ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ଯିବାରୁ ପ୍ରାୟ ୫୦ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ନାଗପୁର ଜିଲ୍ଲା ଅନ୍ତର୍ଗତ ମ‌ୌଦା ଥାନା ଅଞ୍ଚଳରେ ଘଟିଛି।…

ଏମ୍‌ଡି ଓ ସିଇଓଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଗତକାଲି ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ବାନ୍ଧିଛି । ସେମାନେ ହେଲେ ସାବାରିଶ, ବିନୟ ରେଡ୍ଡି ଏବଂ ସନ୍ତୋଷ ।ଅଭିଯୁକ୍ତମାନେ ଗତକାଲି ଖଣ୍ଡା ଏବଂ…