Browsing Category

ଦେଶ

ଛୁଟି ନମିଳିବାରୁ ଚାକିରୀରୁ ଇସ୍ତଫା ଦେଇଦେଲେ ଡେପୁଟି କଲେକ୍ଟର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁଶନଗରରେ ବସବାସ କରୁଥିବା ଜଣେ ମହିଳା ଡେପୁଟି କଲେକ୍ଟରଙ୍କୁ ଛୁଟି ନମିଳିବାରୁ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି।ସୂଚନାଯୋଗ୍ୟ, ଏସଡିଏମ୍ ପଦରେ ନିୟୋଜିତ ଥିବ‌େ ନିଶା ବାଙ୍ଗରେ ବେତୁଲ ଜିଲ୍ଲାର ଆମଲାରେ ଜୁନ…

ଭାରତରେ ଧର୍ମ, ଜାତି, ଲିଙ୍ଗ କିମ୍ବା ବର୍ଣ୍ଣକୁ ନେଇ କୌଣସି ପାତରଅନ୍ତରର ପ୍ରଶ୍ନ ହିଁ ନାହିଁ – ମୋଦି

ଭାରତରେ ବାକ୍‌ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କ ସହ ପାତରଅନ୍ତର କରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମିଶି ସାମ୍ବାଦିକମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।ଏହି ସମୟରେ ଜଣେ…

ୟୁଏସ କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ- ଆତଙ୍କବାଦୀର ମୁକାବିଲା ପାଇଁ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ଉଚିତ…

ନୂଆଦିଲ୍ଲୀ :ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ ଭାରତ ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ମିଳିତ ଭାବେ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ଆତଙ୍କବାଦର…

ପାଟନା : ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଶୁଣା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ବିରୋଧୀଙ୍କ ମହା ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ପାଟନାରେ ବିରୋଧୀ ଦଳଗୁଡ଼ିକର ମହା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ସମୟରେ ଲାଲୁ ସିଧାସଳଖ…

ଜୁନ ୨୮ ଯାଏ ଗିରଫ ହୋଇ ପାରିବେନି ସମୀର ୱାଙ୍ଖେଡେ

ମୁମ୍ବାଇ : ସିବିଆଇ ରୁଜୁ କରିଥିବା ଲାଞ୍ଚ ଓ ଦୁର୍ନୀତି ମାମାଲରେ ଏନସିବିର ପୂର୍ବତନ ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତା ୨୮ ତାରିଖ ଯାଏ ସିବିଆଇ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି ପ୍ରକାରର ଗଠନମୂଳକ କାର୍ଯ୍ୟାନୁଷ୍ଠାନ…

୨୦୨୪ରେ ପୁଣି ମୋଦୀ ହିଁ ପ୍ରଧାନମନ୍ତ୍ରୀ ହେବେ : ଶାହା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରର ପାଟନାରେ ବିରୋଧୀ ଦଳର ବୈଠକ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୪ ମସିହାରେ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଜମ୍ମୁରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ଅମିତ ଶାହା ମଧ୍ୟ ବିରୋଧୀ ଦଳଙ୍କ ଏକତା…

ମୁକେଶ ନୀତାଙ୍କ ସହ ହ୍ବାଇଟ୍ ହାଉସରେ ସୁନ୍ଦର-ଅଞ୍ଜଳି, ସଫଳ ଭାରତୀୟଙ୍କୁ ଆପ୍ୟାୟିତ କଲେ ବାଇଡେନ୍

ୱାସିଂଟନ୍‌: ଗୁରୁବାର ରାତିରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘ଷ୍ଟେଟ୍‌ ଡିନର୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରାତ୍ରି ଭୋଜନ କରିଥିଲେ। ଏହି ଅବସରରେ, ସମବେତ ୪୦୦ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ସମେତ ରିଲାଏନ୍ସ…

ଆସାମରେ ଭୟଙ୍କର ବନ୍ୟା, ୫ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ : ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ସମେତ ରାଜ୍ୟର ଏକାଧିକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ…

ବିଜେପି ବିରୋଧରେ ଲଢିବା ଲାଗି ପାଟନାରେ ବିରୋଧୀଙ୍କ ମହାବୈଠକ

ପାଟନା : ବିଜେପି ବିରୋଧରେ ଏକାଠି ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ବିରୋଧୀ ଦଳ ଗୁଡ଼ିକ ଆଜି ବିହାରର ରାଜଧାନୀ ପାଟନାରେ ମହା ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୭ଟି ଦଳର ନେତା ଯୋଗ ଦେଇଥିଲେ। ବୈଠକ ବେଳେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଆପ୍‌ ଓ କଂଗ୍ରେସ ମଧ୍ୟରେ କଥା…

ବିଦ୍ରୋହ ଫେଲ ମାରିଥିଲେ ଆତ୍ମହତ୍ୟା କରିଥାନ୍ତେ ଏକନାଥ ସିନ୍ଦେ, ଲୁଚିଥିବା ସତ କହିଲେ ଶିକ୍ଷାମନ୍ତ୍ରୀ ଦୀପକ

ମୁମ୍ବାଇ : ବର୍ଷେ ତଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ବିଦ୍ରୋହ କରିଥିଲେ, ତାହା ବିଫଳ ହୋଇଥିଲେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା ଦେଇଥାଆନ୍ତେ। ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ତଥା ସିନ୍ଦେଙ୍କ ଏକାନ୍ତ ସହଯୋଗୀ ଦୀପକ କେଶରକର। ଯାହାକୁ ନେଇ…