Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜେଲେନସ୍କିଙ୍କୁ ନିଜ ମା’ଙ୍କ ହାତ ତିଆରି ବରଫି ପରସିଦେଲେ ରୁଷି ସୁନକ
ଲଣ୍ଡନ : ଭାରତୀୟ ‘ବରଫି’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ । କିଛି ଦିନ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଏକ ବୈଠକ ଚାଲିଥିବା ବେଳେ ଭୋକ ଅନୁଭବ!-->…
ରବି ସିହ୍ନା RAWର ନୂଆ ମୁଖ୍ୟ
ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ। ସୋମବାର ତାଙ୍କର ଏହି ନୂଆ ନିଯୁକ୍ତି ଉପରେ ବାଜିଛି କ୍ୟାବିନେଟ ଆପଏଣ୍ଟମେଣ୍ଟସ୍ କମିଟିର ମୋହର। ତାଙ୍କୁ ୨ ବର୍ଷ ପାଇଁ ଏହି ନିଯୁକ୍ତି!-->…
ବିବାଦରେ ‘ଆଦିପୁରୁଷ’, ମନୋଜଙ୍କୁ ସୁରକ୍ଷା ଯୋଗାଇଲା ପୁଲିସ
ମୁମ୍ବାଇ : ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ବଢୁଥିବା ବେଳେ ଏହାର ସଂଳାପ ଲେଖକ ମନୋଜ ମୁନ୍ତଶିର ଶୁକ୍ଳାଙ୍କ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଅଛି କହି ସୁରକ୍ଷା ଯୋଗାଇ ଦେବାକୁ ମନୋଜ ମନ୍ତଶିର ମୁମ୍ବାଇ ପୁଲିସକୁ ଅନୁରୋଧ କରିଥିଲେ। ପୁଲିସ୍ ତାଙ୍କୁ!-->…
କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ: ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ପୂର୍ବରୁ ବିଜେପିରେ ଥିବା ଜଗଦୀଶ ଶେଟ୍ଟାରଙ୍କୁ ବିଧାନସଭା ନିର୍ବାଚନ!-->…
ନୀତୀଶ କୁମାରଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଜୀତନ ରାମଙ୍କ ଦଳ
ପାଟନା : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରୁ ଆଜି ସମର୍ଥନ ପ୍ରତ୍ୟାହାର କରି ନେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)।ଜୀତନ ରାମଙ୍କ ପୁଅ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନ କହିଛନ୍ତି ଯେ ସେ!-->…
ଟ୍ରେନ ବଗି ଏବେ ଯନ୍ତ୍ରଣା ସେଣ୍ଟରରେ ପରିଣତ ହୋଇଛି, ଆରଜେଡି ସହ ଆପ ଆଣିଲେ ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଭାରତୀୟ ରେଳବାଇର ଖରାପ ଅବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ!-->…
ବାଣିଜ୍ୟ ଦୂତାବାସ ଆକ୍ରମଣ ପାଇଁ ବ୍ରିଟିଶ ସରକାରଙ୍କ ଅବହେଳାକୁ ଦାୟୀ କଲେ ଜୟଶଙ୍କର
ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇକମିସନ ବାହାରେ ଖଲିସ୍ତାନ ସମର୍ଥକମାନେ କରିଥିବା ହିଂସା ଉପରେ ପ୍ରତିକ୍ରିୟା ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଭାରତକୁ ସମ୍ମାନ ମିଳେ ନାହିଁ ସେତେବେଳେ ସେ ରାଗି ଯାଆନ୍ତି । ମାର୍ଚ୍ଚ ମାସରେ କିଛି ଲୋକ!-->…
ମୋଦୀ ଓ ଅମିତ ଶାହା ନୀତିନ ଗଡ଼କରୀଙ୍କୁ ପସନ୍ଦ କରନ୍ତି ନାହିଁ: କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୁତ୍ବବାଦୀ ବିନାୟକ ଦାମୋଦର ସାବରକର ଓ ହେଡଗେୱାରଙ୍କ ଉପରେ ଥିବା ବିଷୟକୁ ବାଦ୍ ଦେବାକୁ ନିଷ୍ପତ୍ତି ନେବା ପରେ ଏହାକୁ ବିଜେପି ଲଗାତାର ବିରୋଧ କରୁଛି | କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ!-->…
କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ
ନୂଆଦିଲ୍ଲୀ : ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର!-->…
ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୯୮ ଜଣଙ୍କ ମୃତ୍ୟୁ
ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ଏହି ୯୮ ଜଣଙ୍କ ମଧ୍ୟରୁ ୫୪ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ୪୪ ଜଣ ବିହାରର। ଉତ୍ତର ପ୍ରଦେଶର କେବଳ ବଲିୟା!-->…