Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
‘ବିକାଶରେ ବାଧକ ଶାସକ ଦଳର ନେତା’ : ନରସିଂହ ମିଶ୍ର
ବଲାଙ୍ଗୀର : ଯାହା ପ୍ରକଳ୍ପ ମଞ୍ଜୁର ହୋଇ ଟଙ୍କା ଆସୁଛି, ତାହା କାମରେ ଲାଗିପାରୁନି। ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ, କିଛି ବିକାଶ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ସ୍ଥାନୀୟ ଶାସକ ଦଳର ନେତା!-->…
ପଦ୍ମପୁର ଜନାଦେଶ ପୂର୍ବରୁ ନବୀନ ନିବାସରେ ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ସୁପ୍ରିମୋ
ଭୁବନେଶ୍ୱର: ପଦ୍ମପୁର ଜନାଦେଶ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କଠାରୁ ଫିଡବ୍ୟାକ୍ ନିଆଯାଉଛି । ଦଳ ଦମ୍ଭୋକ୍ତି ଦେଖାଇଛି, ବିପୁଳ ଭୋଟରେ!-->…
ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ, ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍ ଗଣତି
ଭୁବନେଶ୍ୱର: ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍ ଗଣତି କରାଯିବ । ସକାଳ ୮ଟାରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍ ପେଡି । ପଦ୍ମପୁର ଆରଏମ୍ସି ୟାର୍ଡରେ କାଉଣ୍ଟିଂ!-->…
ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ
ପଦ୍ମପୁର/ଭୁବନେଶ୍ଵର: ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ସରିଲା ଭୋଟ୍ । ଇଭିଏମରେ ସିଲ୍ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା!-->…
ବିଜେପି ପ୍ରାର୍ଥୀଙ୍କ ପାଇଁ ମିଡିଆ ବାଣ୍ଟୁଛି ଟଙ୍କା: ସସ୍ମିତ ପାତ୍ର
ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ପ୍ରଚାର ବନ୍ଦ ହୋଇଥିଲେ ବି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ଡେରା ପକାଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ପଇସା ଦେଇ ବିଜେଡି ନାଁ ନେବାକୁ!-->…
ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ଦାବିରେ ଆସନ୍ତାକାଲି ଭଦ୍ରକ ବନ୍ଦ କରିବ କଂଗ୍ରେସ
ଭଦ୍ରକ, ୪/୧୨: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବି କରିଛି ଭଦ୍ରକ କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା!-->…
ସୋମବାର ପଦ୍ମପୁର ଉପନିର୍ବାଚନ : ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ
ଭୁବନେଶ୍ୱର ୦୪।୧୨: ସୋମବାର ପଦମପୁର ଉପନିର୍ବାଚନ । ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ!-->…
ପଦ୍ମପୁର ଉପନିର୍ବାଚନ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା, ବୁଥ୍ ମୁହାଁ ପୋଲିଂ ଟିମ୍
ପଦ୍ମପୁର : ଦିନକ ପରେ ପଦ୍ମପୁର ଉପନିର୍ବାଚନ । ୫ରେ ଭୋଟିଂ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ଟିମ୍ । ମୋଟ ୩୧୯ ବୁଥ୍ ମଧ୍ୟରେ ୭୯ଟି ସମ୍ବେଦନଶୀଳ ଥିବା ଜଣାଯାଇଛି । ୧୫ଟି ବୁଥ୍କୁ ଆଦର୍ଶ ବୁଥ ଭାବେ ଘୋଷଣା କରାଯାଇଛି ।
ମତଦାନ ପାଇଁ ୪୫ଟି!-->!-->!-->…
ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର…
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ନେତା । ପ୍ରଚାରର ଶେଷ ଦିନରେ ବିଜେପି ପାଇଁ ପୁଣି ପ୍ରଚାର ମଇଦାକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ!-->…
ପଦ୍ମପୁର ଛାଡ଼ିବାକୁ ସମସ୍ତ ଦଳକୁ ଜିଲ୍ଲାପାଳଙ୍କ ନିବେଦନ
ବରଗଡ଼, ୦୩।୧୨: ପଦ୍ମପୁରରେ ୪ଟା ପରେ ପ୍ରଚାର ନକରିବା ପାଇଁ ବରଗଡ଼ ଜିଲ୍ଲାପାଳସମସ୍ତ ଦଳକୁ ନିବେଦନ କରିଛନ୍ତି । ଏହାସହ କୌଣସି ବାହାର ବ୍ୟକ୍ତି ପଦ୍ମପୁର ଅଞ୍ଚାଳରେ ୪ଟା ପରେ ରହିବେ ନାହିଁ । ଯଦି କେହି ରହେ ସେଥିପାଇଁ ସମସ୍ତ ହୋଟେଲ ତଥା ବାହାରୁ ଆସି ରହୁଥିବା ଲୋକଙ୍କ ସ୍ଥାନ!-->…