Browsing Category

ରାଜନୀତି

ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ପଛରେ କିଛି ଷଡ଼ଯନ୍ତ୍ର ହେଉନି ତ..? : ପ୍ରଧାନମନ୍ତ୍ରୀ ମୋଦୀ

ବାରିପଦା: ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ତାଙ୍କ ଘନିଷ୍ଠ କହୁଛନ୍ତି।

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବ୍ରହ୍ମପୁର

ବିଜେପିର ସଙ୍ଗୀନ ଅଭିଯୋଗ, ନବୀନଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓକୁ ଦୁର୍ଭାଗ୍ୟଜନକ କହିଲେ ସମୀର ମହାନ୍ତି । ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ।ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ । ସେ ଗୁମାସ୍ତାକୁ ସତର୍କ କରାଇ ଦେଉଛୁ,

ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି ପାଣ୍ଡିଆନ : ଭର୍ତ୍ତୃହରି

ଭୁବନେଶ୍ବର: ପାଣ୍ଡିଆନଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ଭର୍ତ୍ତୃହରି ମହତାବ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । କହିଲେ ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । ଇସିଆଇର

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି ତାଙ୍କର ସେଥିରେ ଏମାନଙ୍କ ବହୁତ ଭୂମିକା ରହିଛି । ଏହା କହିଛନ୍ତି ବିଜେଡିର ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ରାଜନୀତି ଉଦ୍ଦେଶ୍ୟ

ଗୁଣ୍ଡା କ୍ରିମିନାଲକୁ ସମର୍ଥନ କରୁଛି ବିଜେପି: ସସ୍ମିତ ପାତ୍ର

ଭୁବନେଶ୍ୱର: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ନାମକ ଜଣେ ଗୁଣ୍ଡାଙ୍କୁ କିଛି ଦିନ ତଳେ ଗିରଫ କରାଯାଇଥିଲା । ଗିରଫ ହେବା ପରେ ଆଜି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ କିଛି ଗଣମାଧ୍ୟମ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି

ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅମର ଶତପଥୀଙ୍କ ସହ ବିଜେଡି ଧୋକା କରିଛି। ଏହାସହ ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି

୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ; ମିଳିବ ମା’ଙ୍କୁ ପେନସନ, ପିଲାଙ୍କୁ ବୃତ୍ତି

ଜଳେଶ୍ବର: ଚାଲିଛି ଛକାପଞ୍ଝା । ବିରୋଧୀ ଶାସକଙ୍କ ନାଁ ନେଇ ଶାସକ ବିରୋଧୀଙ୍କ ନାଁ ନେଇ । ଉଠୁଛି ପଡୁଛି ପ୍ରଚାର ମଇଦାନ । ଆରୋପ, ପ୍ରତ୍ୟାରୋପ ଆଉ ପ୍ରତିଶ୍ରୁତି, ଏହାରି ଉପରେ ବିଭିନ୍ନ ଦଳ ଭୋଟ ଅପିଲ୍ କରୁଛନ୍ତି । ଏହି କ୍ରମରେ ଆଜି ଜଳେଶ୍ବରରେ ହୁଙ୍କାର ଭରିଛନ୍ତି ବିଜେଡି ନେତା ଭିକେ

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ଭୁବନେଶ୍ବର: ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲାର ସିସିଟିଭି ଫୁଟେଜ୍ । ରଚାଯାଇଥିଲା ବଡ ଷଡଯନ୍ତ୍ର । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ସାଂସଦ ଅପରାଜିତା । ଯେଉଁଥିରେ କି ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବାର କୌଣସି ସ୍ଫଷ୍ଟ ଚିତ୍ର ଦୃଶ୍ୟମାନ

‘ବିଜେଡି ଆସିଲେ ନୂଆ-ଓ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯିବ, ପୁଅ ପାଇବେ ୧୨ ଓ ଝିଅ ପାଇବେ ୧୪ ହଜାର ଟଙ୍କା’

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେତନଟୀରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ସେଠାରୁ ସେ ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ