Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଓଡ଼ିଶାର “ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ”: କଂଗ୍ରେସ
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଲେଷଣ କରି ନବୀନ ଶାସନର ଅପାରଗତା, ଦାୟୀତ୍ୱହୀନତା ଏବଂ ନିଷ୍କ୍ରିୟତାର!-->…
ଚଳିତ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି
ଭୁବନେଶ୍ବର: ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ। ହୀରାକୁଦ ବନ୍ଧର ଉପର ଓ ତଳ ଅଂଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡିଥିଲା। ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ!-->…
ବିଜେଡି ମହିଳା ସଂଗଠନର ପୁର୍ନଗଠନ
ଭୁବନେଶ୍ୱର: ଛାତ୍ର ଓ ଯୁବ ପରେ ମହିଳା ସଂଗଠନର ପୁନର୍ବିନ୍ୟାସ କରିଛି ବିଜୁ ଜନତା ଦଳ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ, ଜିଲ୍ଲା ଓ ଜୋନ୍ ସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସଂଗଠନ ସମ୍ପାଦକ!-->…
‘ମୁଁ ଆଦିବାସୀ ପୁଅ, ଡରିବି ନାହିଁ’ – ହେମନ୍ତ ସୋରେନ
ନୂଆଦିଲ୍ଲୀ: ଝାଡଖଣ୍ଡରେ ରାଜନୀତି ସରଗରମ ହୋଇ ଉଠିଛି । ବେଆଇନ ଖନନ ମାମଲାରେ ନିର୍ବାଚନ ଆୟୋଗ ନିଜ ରିପୋର୍ଟ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଉଲ୍ଲେଖ ରହିଛି । ଅର୍ଥାତ ବିଧାୟକ ପଦ ରବ୍ଦ ନେଇ ସୁପାରିଶ କରାଯାଇଛି ।!-->…
୨୨ ବର୍ଷ ସରକାରର ଭୁଲ୍ ନୀତି ପାଇଁ ଦୁର୍ଦ୍ଦଶାରେ ବିପନ୍ନ: ପିସିସି ସଭାପତି
ଭୁବନେଶ୍ୱର: ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାରଙ୍କ ଭୁଲ ନୀତି ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଏପରି କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ। ଏହାପୂର୍ବରୁ ସମାନ କଥା କହି ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଥିଲା।
ପିସିସି ସଭାପତି କହିଛନ୍ତି,!-->!-->!-->…
‘ଚାଷୀଙ୍କ ସ୍ୱାର୍ଥରେ କାମ ନକରି ସରକାର ବୀମା କମ୍ପାନୀ ସ୍ୱାର୍ଥରେ କାମ କରୁଛନ୍ତି’
ଭୁବନେଶ୍ୱର: ବନ୍ୟା ପରେ କ୍ଷୟକ୍ଷତି କାହିଁକି ଆକଳନ କରାଯାଉନି ଏବଂ ବୀମା କମ୍ପାନୀକୁ ରାଜ୍ୟ ସରକାରଙ୍କ ଅନୁକମ୍ପା ପାଉଥିବାରୁ ଚାଷୀ ହାଇରାଣ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ!-->…
୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ; ଜୟଦେବ
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ବଡ ବୟାନ ଦେଲେ ଜୟଦେବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ । ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ କହିଲେ ଜୟଦେବ । ବିଜେଡି- ବିଜେପି ଏକାଠି ଅଛନ୍ତି ।କଂଗ୍ରେସ ଏକମାତ୍ର ବିକଳ୍ପ । ସେ ଦୃଷ୍ଟିରୁ!-->…
ସେପ୍ଟେମ୍ବର ସୁଦ୍ଧା ନୂଆରୂପ ପାଇବ ରାଜ୍ୟ କଂଗ୍ରେସ: ପିସିସି ସଭାପତି
ଭୁବନେଶ୍ୱର: ନୂଆରୂପ ନେବ କଂଗ୍ରେସ। ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ ।
୨୦୨୪!-->!-->!-->…
ଆସ୍ଥା ଭୋଟରେ ଜିତିଲେ ନୀତିଶ କୁମାର
ପାଟନା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ। ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର!-->…
ବିଧାୟକଙ୍କ ଠାରୁ ଫିଡବ୍ୟାକ ନେବେ ନବୀନ
ଭୁବନେଶ୍ବର; ମନ୍ତ୍ରୀ ଓ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ବିଧାୟକଙ୍କ ଠାରୁ ଫିଡବ୍ୟାକ ନେବେ । ଲୋକଙ୍କ ସମସ୍ୟା ଓ ଅସୁବିଧା ସଂପର୍କରେ ବି ତଥ୍ୟ ନେବେ । ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଉପରେ ରହିବ ଫୋକସ ।
ବିଜେଡି ଇସ୍ତାହାରରେ ଦିଆଯାଇଥିବା!-->!-->!-->…