Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପି ନେତାଙ୍କ ହାତକୁ ପଥରରେ ଛେଚି ଦେଲେ ବିଜେଡି କର୍ମୀ…!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ଆଜି ହୋଇଛି ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ାରେ ତାଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ସୁବାସଙ୍କ ସହିତ ତାଙ୍କର ୫ ସାଥୀଙ୍କ ଉପରେ ହୋଇଛି ଆକ୍ରମଣ। ବିଜେଡି କର୍ମୀମାନେ!-->…
କେନ୍ଦ୍ରାପଡ଼ାରେ ନବୀନଙ୍କ ନିର୍ବାଚନୀ ପ୍ରଚାର, ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ କଲେ ଟାର୍ଗେଟ
କେନ୍ଦ୍ରାପଡା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ସଭାରେ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସରକାରଙ୍କ ଯୋଜନା ଭଲ କି ନାହିଁ ବୋଲି!-->…
ମୁଖ୍ୟମନ୍ତ୍ରୀ ତାମିଲନାଡୁରୁ ନେତା ଭଡ଼ାରେ ଆଣିଛନ୍ତି: ଧର୍ମେନ୍ଦ୍ର
ବାଲେଶ୍ୱର : ସଭା ଓ ସମିତି ପାଇଁ ମାଇକ୍ ଭଡ଼ାରେ ଆସେ। ହେଲେ ମୁଖ୍ୟମନ୍ତ୍ରୀ ନେତା ଭଡ଼ାରେ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ତାମିଲ୍ନାଡୁରୁ ନେତା ଭଡ଼ାରେ ଆଣିଛନ୍ତି। ଆମେ କଣ ଏହାକୁ ସ୍ୱୀକାର କରିବା କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପ୍ରଚାର!-->…
କର୍ମୀମାନଙ୍କୁ ପାଣ୍ଡିଆନଙ୍କ ଆଶ୍ବାସନା; ‘ପ୍ରାର୍ଥୀମାନଙ୍କୁ ଅଧିକ ମାର୍ଜିନରେ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର ଦେବେ…
ଜଗତସିଂହପୁର: ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ ବୋଲି ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ବିଜେପିକୁ ଟାର୍ଗେଟ୍!-->…
ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି
ଭୁବନେଶ୍ବର: ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି ।ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏହିଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏଭଳି ହିଂସା!-->…
ନବୀନ ବାବୁଙ୍କୁ ପାଣ୍ଡିଆନ ମୁଣ୍ଡଜାମିନ୍ ରଖିଛନ୍ତି: ହେମନ୍ତ ବିଶ୍ୱଶର୍ମା
ନବୀନ ବାବୁଙ୍କୁ ଭି.କେ ପାଣ୍ଡିଆନ ମୁଣ୍ଡ ଜାମିନ୍ ରଖିଛନ୍ତି। ଆଜି ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରେ ଆୟୋଜିତ ନିର୍ବାଚନୀ ସଭାରେ ସେ ଏମିତି କହିଛନ୍ତି।
ବିଶ୍ୱଶର୍ମା କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର!-->!-->!-->…
ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର
ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗ ନେଇ ପରସ୍ପରଙ୍କୁ ଆରୋପ ଲଗାଉଛନ୍ତି ।ସେହିପରି ଆଜି ପ୍ରେସମିଟ କରି ବିଜେପି ଚାଷୀଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି ବିଜେଡି ।ଚାଷୀଙ୍କୁ ଧୋକା ଓ!-->…
୩୪୮ ପ୍ରାର୍ଥୀଙ୍କ ନାଁରେ ମାମଲା, ନିର୍ବାଚନ ଲଢ଼ୁଛନ୍ତି ୪୧୨ କୋଟିପତି
ଭୁବନେଶ୍ବର: ପ୍ରକାଶ ପାଇଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ୧୪୭ ବିଧାନସଭାର ମୋଟ୍ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍ ଆଜି ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ସବୁଠୁ ଧନୀ ହେଲେ ରାଉଲକେଲା!-->…
ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।!-->…
ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି: ବିଜେଡି
ଭୁବନେଶ୍ଵର: ନିର୍ବାଚନ ଯୋଗୁଁ ବିରୋଧୀ ମିଛ ଓ ଭୁଲ ତଥ୍ୟ ଦେଇ ଭ୍ରମ ସୃଷ୍ଟି କରୁଛନ୍ତି । ଶକ୍ତିର ଆବଶ୍ୟକତା ବଢିଲେ ଦେଶର ବିକାଶ ହୁଏ । ମେକ ଇନ୍ ଓଡିଶା ପରି କାର୍ଯ୍ୟକ୍ରମ ଦ୍ୱାରା ଶିଳ୍ପ ଆସୁଛି । ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି । କାରଣ ୯୦% ଓଡ଼ିଶାବାସୀ ଏହି ଲାଭ!-->…