Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ…
ଭୁବନେଶ୍ୱର, ଜୁନ ୧୨- ଆସନ୍ତା ବିଧାନସଭା ମୌସୁମୀ ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଭର୍ଚ୍ଚୁଆଲ ମାଧ୍ୟମରେ ଏଥିରେ ଯୋଡ଼ି ହୋଇପାରନ୍ତି ବୋଲି ଇଂରେଜ ଖବର କାଗଜରେ ପ୍ରକାଶ ପାଇଛି ।
ଏହି ଖବର ସତ୍ୟ ହୋଇଥିଲେ ଚିନ୍ତାଜନକ ବୋଲି କହିଛନ୍ତି ବିଜେପି!-->!-->!-->…
ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ବର : ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ ।
ଅଧିବେଶନର ଆରମ୍ଭ ଅର୍ଥାତ!-->!-->!-->…
ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା ଫେରିଲେ ନୂଆ ପିସିସି ସଭାପତି
ଭୁବନେଶ୍ବର: ଦିଲ୍ଲୀରୁ ରାହୁଲ ଗାନ୍ଧୀଙ୍କୁ ଭେଟି ଭୁବନେଶ୍ୱର ଫେରିଛନ୍ତି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ।ଭୁବନେଶ୍ୱର ବିମାନବନ୍ଦରରେ ନୂଆ ପିସିସି ସଭାପତିଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସ୍ୱାଗତ କରିବା ପାଇଁ ବିଶାଳ ପଟୁଆରରେ ପହଞ୍ଚିଥିଲେ କଂଗ୍ରେସ ନେତା ଓ!-->…
ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବିଧିବଦ୍ଧ ଭାବେ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାୟକ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି।!-->…
ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡ଼ିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି
ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ । ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ!-->…
୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ
ଭୁବନେଶ୍ୱର: ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଏବେ କାହା ଝୁଲାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର। ଏଥିନିମନ୍ତେ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି!-->…
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା
ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ବ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା 10ରେ ଶରତଙ୍କୁ ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ ନେତାଙ୍କୁ!-->…
ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ : କୃଷ୍ଣ , ଶଙ୍କର , ସୁଜିତ ନିର୍ଦ୍ୱନ୍ଦରେ ନିର୍ବାଚିତ…
ରାଉରକେଲା : ରାଉରକେଲା ଅର୍ବାନ କୋପେରେଟିଭ ବ୍ୟାଙ୍କ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏବେ ସୁଦ୍ଧା ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲ ରୁ ୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ ହୋଇ ସାରିଲେଣି। ଏହା ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ ଲାଗି ଏକ ଶକ୍ତ ଧକ୍କା। ଆସନ୍ତା!-->!-->!-->…
ରାଜ୍ୟସଭା ଉପନିର୍ବାଚନ: ନିଦ୍ୱର୍ନ୍ଦ୍ୱରେ ଜିତିଲେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ରାଜ୍ୟସଭା ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଜି ଶେଷ ତାରିଖ ରହିଥିଲା । ପୂର୍ବରୁ ବିଜେପି ଓ କଂଗ୍ରେସ ଦଳ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇ ନଥିଲେ!-->…
ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ବ !
ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି!-->…