Browsing Category

ରାଜନୀତି

କର୍ମୀମାନଙ୍କୁ ପାଣ୍ଡିଆନଙ୍କ ଆଶ୍ବାସନା; ‘ପ୍ରାର୍ଥୀମାନଙ୍କୁ ଅଧିକ ମାର୍ଜିନରେ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର ଦେବେ…

ଜଗତସିଂହପୁର: ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ ବୋଲି ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ବିଜେପିକୁ ଟାର୍ଗେଟ୍

ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି

ଭୁବନେଶ୍ବର: ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି ।ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏହିଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏଭଳି ହିଂସା

ନବୀନ ବାବୁଙ୍କୁ ପାଣ୍ଡିଆନ ମୁଣ୍ଡଜାମିନ୍‌ ରଖିଛନ୍ତି: ହେମନ୍ତ ବିଶ୍ୱଶର୍ମା

ନବୀନ ବାବୁଙ୍କୁ ଭି.କେ ପାଣ୍ଡିଆନ ମୁଣ୍ଡ ଜାମିନ୍‌ ରଖିଛନ୍ତି। ଆଜି ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରେ ଆୟୋଜିତ ନିର୍ବାଚନୀ ସଭାରେ ସେ ଏମିତି କହିଛନ୍ତି। ବିଶ୍ୱଶର୍ମା କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର

ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗ ନେଇ ପରସ୍ପରଙ୍କୁ ଆରୋପ ଲଗାଉଛନ୍ତି ।ସେହିପରି ଆଜି ପ୍ରେସମିଟ କରି ବିଜେପି ଚାଷୀଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି ବିଜେଡି ।ଚାଷୀଙ୍କୁ ଧୋକା ଓ

୩୪୮ ପ୍ରାର୍ଥୀଙ୍କ ନାଁରେ ମାମଲା, ନିର୍ବାଚନ ଲଢ଼ୁଛନ୍ତି ୪୧୨ କୋଟିପତି

ଭୁବନେଶ୍ବର: ପ୍ରକାଶ ପାଇଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ୧୪୭ ବିଧାନସଭାର ମୋଟ୍ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ଆଜି ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ସବୁଠୁ ଧନୀ ହେଲେ ରାଉଲକେଲା

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି: ବିଜେଡି

ଭୁବନେଶ୍ଵର: ନିର୍ବାଚନ ଯୋଗୁଁ ବିରୋଧୀ ମିଛ ଓ ଭୁଲ ତଥ୍ୟ ଦେଇ ଭ୍ରମ ସୃଷ୍ଟି କରୁଛନ୍ତି । ଶକ୍ତିର ଆବଶ୍ୟକତା ବଢିଲେ ଦେଶର ବିକାଶ ହୁଏ । ମେକ ଇନ୍ ଓଡିଶା ପରି କାର୍ଯ୍ୟକ୍ରମ ଦ୍ୱାରା ଶିଳ୍ପ ଆସୁଛି । ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି । କାରଣ ୯୦% ଓଡ଼ିଶାବାସୀ ଏହି ଲାଭ

୨୯ରେ ଓଡ଼ିଶା ଆସିବେ ଖଡ୍‌ଗେ, ୩୦ରେ ରାହୁଲ ଗାନ୍ଧି

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡ୍‌ଗେ ଓ ସାଂସଦ ରାହୁଲ୍‌ ଗାନ୍ଧି। ଖଡ୍‌ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍‌ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ୨୮ରେ  ଓ ୨୯ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୮ରେ  ଶ୍ରୀ ଶାହ ୩ଟି ଜନସଭାକୁ ସମ୍ବୋଧନକୁ କରିବେ। ଚାନ୍ଦବାଲି, କୋରୋଇ ଓ ନିମାପଡ଼ାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ସେହିପରି ୨୯ରେ

‘ତୃତୀୟ ପର୍ଯ୍ୟାୟ ପରେ ପୁଣି ଥରେ ସରକାର ଗଢିସାରିଲାଣି ବିଜେଡି’

ଭୁବନେଶ୍ବର: ବିଜେପିର ପ୍ରଶ୍ନବାଣକୁ କଡା ଉତ୍ତର ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା ଓଡିଶାର ଲୋକ ଜାଣିଛନ୍ତି । ବିଜେପି କେବଳ ଅପପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛି । ଶନିବାର ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା